ଦିଲ୍ଲୀକୁ ଛାଡ଼ି ଦେଶର ଅନ୍ୟ ସମସ୍ତ ସ୍ଥାନରେ ହେବ ‘ଚକା ଜାମ୍’,
ଖବର ଆଜିର,ତାରିଖ ୦୬-୦୨-୨୦୨୧ ଶନିବାର ୧- ମହଙ୍ଗାପଡ଼ିଲା ଡାଟା ସହ ଅନ୍ଲିମିଟେଡ୍ କଲ୍ ମୋହ ମୋବାଇଲ୍ ଓ ଟିଭି ରିଚାର୍ଜ ନାଁରେ ୨ଲକ୍ଷ ଗ୍ରାହକଙ୍କୁ ଠକେଇ କୋଟି କୋଟି ଟଙ୍କାର ଚୂନ ଲଗାଇ ଚମ୍ପଟ ସାଂଘଭି ମାଲିକ କଟକ ଡିସିପିଙ୍କୁ ଭେଟିଲେ କ୍ଷତିଗ୍ରସ୍ତ ଗ୍ରାହକ ଏବଂ ସଂସ୍ଥାର ଏଜେଣ୍ଟ ୨-କୃଷକଙ୍କ ଆନ୍ଦୋଳନକୁ ନେଇ ରାଜ୍ୟସଭାରେ ଆଲୋଚନା । କୃଷି ମନ୍ତ୍ରୀଙ୍କ ପ୍ରଶ୍ନ, କୃଷି ଆଇନରେ କଣ ରହିଛି କଳା, ଜବାବ ରଖନ୍ତୁ ବିରୋଧୀ ଓ ଚାଷୀ । […]