ଜଳୁଛି ନଦୀ
ଭୁବନେଶ୍ବର:୩/୨(ସତ୍ୟ ସନ୍ଧାନ ଡେକ୍ସ) ଜଳୁଛି ନଦୀ ।କଥା ଟା ମନକୁ ଖଟ୍ କା ଲାଗୁଥିଲେ ମଧ୍ୟ ଘଟଣାଟି ସତ । ଘଟଣା ଘଟିଛି ଗୁଆହାଟି ର ଆସମ ଦିବ୍ରୁଗଡରେ ଥିବା ଏକ ନଦୀରେ । ଏହି ନଦୀ ତିନି ଦିନ ହେବ ଜଳୁଥିବା ଦେଖିବାକୁ ମିଳିଛି। ସୁଚନା ମୁତାବକ , ଆସାମ ଦିବ୍ରୁଗଡ ଜିଲ୍ଲାର ସାସୋନି ଗ୍ରାମର ବୁର୍ହି ଦିହିଙ୍ଗ ନଦୀ ମଧ୍ୟ ଦେଇ ଅଏଲ ଇଣ୍ଡିଆ ଲିମିଟେଡର ପାଇପ ଲାଇନ ବିଛା ଯାଇଥିଲା। ଗତ କିଛି […]