Browsing category

ରାଜନୀତି

ଦିଲ୍ଲୀ ନିର୍ବାଚନ – ବିଜେପିର ପ୍ରତ୍ୟାବର୍ତ୍ତନ

  ଭୁବନେଶ୍ୱର ,୮।୨(ଏସଏସନିଉଜ)ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ଲାଗିଛି ହାଇଭୋଲ୍ଟ ଝଟକା। ଗୋଟିଏ ପଟେ ବିଜେପି ପକ୍ଷରୁ ଲଢ଼ୁଥିବା ପ୍ରାଥି ମାନେ ଗୋଟେ ପରେ ଗୋଟେ ଆସନରେ ବିଜୟ ଲାଭ କରୁଥିବା ବେଳେ ଆମ୍ ଆଦମୀ ପାର୍ଟିର ଟାଣୁଆ ନେତାମାନେ ପରାଜୟର ସ୍ବାଦ ଚାଖି ଛନ୍ତି।ନୂଆଦିଲ୍ଲୀ ଆସନରୁ ଭାଗ୍ୟ ପରୀକ୍ଷା କରୁଥିବା ଆପର ସୁପ୍ରିମୋକେଜ୍ରିୱାଲ ୩୧୮୨ ଭୋଟରେ ବିଜେପି ପ୍ରାର୍ଥୀ ପରବେଶ ଵର୍ମାଙ୍କ ଠାରୁ ପରାସ୍ତ ହୋଇଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ମନୀଷ ସିଶୋଦିଆ ମଧ୍ୟ […]

ମହିଳାଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର,୨।୨(ଏସଏସନିଉଜ)ମହିଳାଙ୍କ ପାଇଁ ଖୁସି ଖବର। କାରଣ ଫେବ୍ରୁଆରୀ ୮ ତାରିଖରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା। ଯାଜପୁରରୁ ଏହାର ଶୁଭାରମ୍ଭ କରି ମହିଳାଙ୍କୁ ଆକାଉଣ୍ଟକୁ ପଠାଯିବ ଟଙ୍କା। ତେବେ ଏହି ପର୍ଯ୍ୟାୟରେ ୨୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କିଛି ଟେକ୍ନିକାଲ ତ୍ରୁଟି ଯୋଗୁଁ ଅନେକ ମହିଳାଙ୍କୁ ଟଙ୍କା ମିଳିପାରିନାହିଁ। ବ୍ୟାଙ୍କର ଏନପିସିଆଇରେ ସମସ୍ୟାରେ ଥିବାରୁ ମଧ୍ୟ ସମସ୍ରା ହୋଇଛି। କିନ୍ତୁ […]

ଚୋରା ମୋରମ ଚାଲାଣ,ବିଜେଡି ପକ୍ଷରୁ ଦାବିପତ୍ର

ବାରଙ୍ଗ,୩୦।୧(ଏସଏସନିଉଜ)ବାରଙ୍ଗ ଅଞ୍ଚଳରେ ଗତ କିଛିଦିନ ହେବ ବେଆଇନଭାବେ ଚୋରାରେ ମୋରମ ଚାଲାଣ ହେଉଛି।ଏଥିରେ ଅଙ୍କୁଶ ଲଗାଇବା ପାଇଁ ଗୁରୁବାର ଦିନ ବାରଙ୍ଗ ବ୍ଲକର ୮ପଞ୍ଚାୟତରେ ଥିବା ବିଜେଡି କର୍ମୀମାନେ ଏକ ଦାବିପତ୍ର ବାରଙ୍ଗ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି। ପ୍ରକାଶ ଯେ,ବିଜେଡି କର୍ମୀମାନଙ୍କ କହିବା କଥା ହେଲା କିଛି ମୁଷ୍ଟିମେୟ ତଥା ସରକାରୀ ଦଳର କୁହାଯାଉଥିବା କୁଜିନେତାଙ୍କ ଇଙ୍ଗିତରେ ଦିନ ଦିହିପହରରେ ଗୋଡିସାହି ଅଞ୍ଚଳରୁ ଜେଶିବି ଲଗାଜାଇ ମୋରମ ଓ ମାଟି ଚୋରାଚାଲାଣ ହେଉଛି। ଯାହାଫଳରେ ପାକୃତିକ ସମ୍ପଦ […]

କମ୍ଭଳ ବାଣ୍ଟିଲେ ଅର୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ

ବାରଙ୍ଗ,୧୭।୧(ଏସଏସନିଉଜ) ବାରଙ୍ଗବ୍ଲକ ଅନ୍ତର୍ଗତ ମଧୁବନ ଗ୍ରାମରେ ଶୁକ୍ରବାର ଦିନ ସକାଳେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅର୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଏକ କମ୍ବଳ ବଣ୍ଟନ କାର୍ଯ୍ୟ କର୍ମ ଅନୁଷ୍ଠିତ ହୋଇଯାଇଛି।ଏଥି ନିମନ୍ତେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ୩୨ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ତୁଷାର କାନ୍ତ ଚକ୍ରବର୍ତ୍ତୀ ଯୋଗଦାନ କରିଥିବା ବେଳେ ମୂଖ୍ୟବକ୍ତା ଭାବେ ଟ୍ରଷ୍ଟ ର ଉଦ୍ୟକ୍ତା ବ୍ରଜକେଶରୀ ଜେନା, ରାମଚନ୍ଦ୍ର ଦାସ, ମଧୁବନ ସରପଞ୍ଚ ସସ୍ମିତା ଭୋଇ, କୁହ୍ନେଇପଡ଼ା ସମିତି […]

ହିତାଧିକାରୀଙ୍କ ମାସିକ ପେନସନ ୩୫୦୦ଟଙ୍କା

ଭୁବନେଶ୍ୱର ,୧୫ା୧(ଏସଏସନିଉଜ)ରାଜ୍ୟର ୮୦ ବର୍ଷ ବା ତାଠାରୁ ଉର୍ଦ୍ଧ୍ୱବୟସ୍କବ୍ୟକ୍ତି ଏବଂ ୮୦ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀମାନେ ଆଜିଠାରୁ ମାସକୁ ୩୫୦୦ ଟଙ୍କା ପେନସନ ପାଇବେ । ପୂର୍ବରୁ ସେମାନେ ୧୨୦୦ ଟଙ୍କା ପେନସନ ପାଉଥିବା ବେଳେ ଏଥିରେ ୨୩୦୦ ଟଙ୍କା ବୃଦ୍ଧି କରାଯାଇ ୩୫୦୦ ଟଙ୍କା କରାଯାଇଛି । ଏହା ଦ୍ୱାରା ରାଜ୍ୟର ୪,୧୭,୪୯୬ ଜଣ ବ୍ୟକ୍ତି ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରଠାରେ ଏହି ବର୍ଦ୍ଧିତଭତ୍ତା ବିତରଣ […]

ଭୁବନେଶ୍ବରରେ ପହଁଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର,୮ା୧(ଏସଏସନିଉଜ) ଦୁଇଦିନିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଂଦୀ ଏକ ସ୍ବତନ୍ତ୍ର ବିମାନରେ ଆଜି ରାତିରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଏଠାରେ ପହଞ୍ଚିଲାପରେ ରାଜ୍ୟସରକାରଙ୍କ ତରଫରୁ ତାଙ୍କୁ ବିମାନବନ୍ଦରରେ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ବିମାନବନ୍ଦର ଠାରୁ ରାଜଭବନ ପର‌୍ୟ୍ୟନ୍ତ ମୋଦୀଙ୍କ ରାସ୍ତାରେ ସମର୍ଥକଙ୍କର ଭିଡ଼ ଦେଖିବାକୁ ମିଳିଥିଲା।ବିମାନବନ୍ଦର ସମ୍ମୁଖ, କ୍ୟାପିଟାଲ ହସ୍‌ପିଟାଲ ସାମ୍ନା, ଏଜି ଛକ ଓ ରାଜଭବନ ଆଗରେ ଓଡ଼ିଶାର ସାଂସ୍କୃତିକ ତଥା ପାରଂପରିକ ଆଦିବାସୀ ନୃତ୍ୟ ଓ […]

ଦୋଷମୁକ୍ତ ହେଲେ ପ୍ରଦୀପ

ଭୁବନେଶ୍ୱର,୮।୧(ଏସଏସନିଉଜ)ସାଂସଦ ପ୍ରଦୀପ ପାଣିଗ୍ରାହୀ ସମସ୍ତ ମାମଲାରେ ଦୋଷମୁକ୍ତ ହୋଇଛନ୍ତି।ଆଜି ୩ଟି ମାମଲାରୁ ଦୋଷମୁକ୍ତ କଲେ ବ୍ରହ୍ମପୁର JMFC ଗ୍ରାମାଞ୍ଚଳ। ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ନିର୍ଦ୍ଦୋଷ। କାଲି ୨ଟି ଓ ଆଜି ୩ଟି ମାମଲାରୁ ଦୋଷମୁକ୍ତ କଲେ କୋର୍ଟ।

ମୋଦି ଆସିବେ ଆଜି

ଭୁବନେଶ୍ୱର,୮।୧(ଏସଏସନିଉଜ)ଭୁବନେଶ୍ବର ଜନତା ମଇଦାନରେ ଆଜିଠୁ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନୀ।ଯୁବ ସମାବେଶରୁ ଆରମ୍ଭ ହେବାକୁ ଥିବା ସମ୍ମେଳନୀ ୩ ଦିନ ଧରି ଚାଲିବ। ସମ୍ମେଳନୀ ପାଇଁ ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି।ରାତି ୮ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ଓ ଆସନ୍ତାକାଲି ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବେ।ଆଜି ରାତିରେ ଭୁବନେଶ୍ବର ରାଜଭବନରେ ରହିବେ।ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ।

ପ୍ରବାସୀଦିବସ ପାଳନ

କଟକ,୭ା୧(ଏସଏସନିଉଜ)ପ୍ରବାସୀ ଭାରତୀୟଦିବସ ପାଳନଉପଲକ୍ଷେ କଟକରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ରେଭେନ୍ସା ବାଳିକା ଉଚ୍ଚବିଦୟାଳୟରେ ଜିଲ୍ଲାସ୍ତରୀୟ ପ୍ରବାସୀଭାରତୀୟଦିବସ ପାଳନସ୍ଵରୂପ ସେମାନଙ୍କ ଉଦ୍ଧେଶ୍ୟରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସାଇକ୍ଲିଙ୍ଗ ସହ ବିଭିନ୍ନ ପ୍ରତିଯୋଗୀତା ମାନ ଅୟୋଜନ କରାଯାଇ କୃତିପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ମହାନଗରନିଗମ ମେୟର ସୁବାସ ଚନ୍ଦ୍ର ସିଂହ ଯୋଗ ଦେଇ କଟକରେ ନୂତନବାତାବରଣ ସୃଷ୍ଟିସମ୍ବନ୍ଧରେ ଆଲୋଚନାକରି କହିଲେଯେ ପ୍ରବାସୀ ଭାରତୀୟଙ୍କ ଆଗମନ […]

ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା

ଯାଜପୁର,୫ା୧(ଏସଏସନିଉଜ)ପାଣିକୋଇଲିରେ ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ସରକାର ।ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଅନ୍ୟପଟେ ପାଣିକୋଇଲିରେ ଗୁଳିକାଣ୍ଡରେ ପ୍ରାଣ ହାରଇଥିବା ନୀଳମାଧବ ପଣ୍ଡାଙ୍କ ଶେଷକୃତ୍ୟ ସ୍ୱତି ଗାଁ ଶ୍ମଶାନରେ ସମ୍ପନ୍ନ ହୋଇଛି ।ଏହିଘଟଣାପରେ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି ।