ବାହାଘର ହେଲା ନିଆରା
ଚୌଦ୍ୱାର,୨୧/୧(ଏସଏସନିୟୁଜ)ଚୌଦ୍ୱାର କୟଲପଡ଼ା ପଂଚାୟତ ରେ ଆଜି ଏକ ନିଆରା ବାହାଘର ହୋଇଯାଇଛି । କୟଲପଡ଼ା ଗ୍ରାମ ର ସ୍ୱର୍ଗତ ଗତିକୃଷ୍ଣ ନାୟକ ଙ୍କର ପୁଅ ସହ ସିମିଳିହାଣ୍ଡ ଗ୍ରାମର ଦିବାକର ନାୟକଙ୍କ ଝିଅ ସହ ବାହାଘର ହୋଇଥିଲା । ଉଭୟ ପୁଅ ଝିଅ ଅନ୍ଧ ।ଏହି ବାହାଘର ଊଦାହରଣ ସୃଷ୍ଟି କରି ବା ସହ ଚର୍ଚାରେ ରହିଛି । ପିଲାଦିନରୁ ଆଖି ହରାଇଥିଲେ ମୂନା। ନା ବାପା କୁ ଦେଖିଛନ୍ତି ନା ମାଆ କୁ।ଏକା ନିଜେ ନିଜର […]