ସରି ସରି ଆସୁଛି ମହାକୁମ୍ଭ…
ଭୁବନେଶ୍ୱର,୨୩।୨(ଏସଏସନିଉଜ)୨୬ ତାରିଖରେ ସରୁଛି ମହାକୁମ୍ଭ।ଏହିଦିନ ମଧ୍ୟ ଶିବରାତ୍ରୀ ପଡୁଛି।ତେଣୁ ଏହି ଦୁର୍ଲଭ ଦିବସ ଅବସରରେ ସଙ୍ଗମରେ ପବିତ୍ର ବୁଡ ପକାଇବାକୁ ପ୍ରୟାଗରାଜ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ ।ଏବେ ପ୍ରୟାଗରାଜ ମୁହାଁ ହୋଇଛନ୍ତି ଶ୍ରଦ୍ଧାଳୁ।ବିଭିନ୍ନ ରାଜ୍ୟରୁ ନିଜନିଜ ଗାଡି ଧରି ଆସୁଥିବାରୁ ରାସ୍ତାରେ ଭିଡ ସାଙ୍ଗକୁ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି।ଟ୍ରାଫିକ ସମସ୍ୟା ଜାମ୍ ଏତେ ପରିମାଣର ହେଉଛି ଯେ, ପାଖାପାଖି ୨୫ କିଲୋମିଟର ଯାଏଁ ଭିଡ ଲମ୍ବି ରହୁଛି।ଭିଡକୁ ଆଖି ପାଉନାହିଁ, କେବଳ ଗାଡିର ଲମ୍ବା ଧାଡି ଦେଖିବାକୁ […]