Browsing category

ଦେଶ ବିଦେଶ

ମଦମୁକ୍ତ ଭାରତ ପାଇଁ ଦିଲ୍ଲୀରେ ସ୍ଲୋଗାନ

ନୁଆଦିଲ୍ଲୀ,୧୭/୨(ଏସଏସନିୟୁଜ)ସମଗ୍ର ଦେଶରୁ ମଦ ବନ୍ଦ କରିବା ଦାବୀରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ(ମୋନା) ସହ ୨୨ଟି ରାଜ୍ୟର ମଦବିରୋଧି ସଂଗଠନ ଏକାଠି ହୋଇ ମଦମୁକ୍ତ ଭାରତ ଗଠନ ନିମନ୍ତେ ନୁଆଦିଲ୍ଲୀରେ କଲେ ଶକ୍ତିପଦର୍ଶନ ।ଗତକାଲି ମଦମୁକ୍ତଭାରତ ସଙ୍ଗଠନର ଆବାହକ ପଦ୍ମଚରଣନାୟକ ଙ୍କ ନେତୃତ୍ୱରେ ବିହାରର ମୁଖ୍ୟମନ୍ତ୍ରୀ ନିତିଶକୁମାର ମୁଖ୍ୟଅତିଥିଭାବେ ଯୋଗଦାନ କରିଥିଲେ ।ରାଜ୍ୟସଭାର ଉପାଧକ୍ଷ ହରିବଂଶନାରାୟଣ ଙ୍କ ସଭାପତିତ୍ୱରେ ଏକ ଆଲୋଚନା ସଭା ହୋଇଥିଲା ।ଏଥିରେ ଗାନ୍ଧୀବାଦି ରାଧା ଭଟ, ନାରିସଙ୍ଗଠିକା ବାଣିଦାସ,ସୁପ୍ରିମକୋର୍ଟବାରଆସୋସିଏସନର ସଭାପତି ଆଦିମଅଗ୍ରଓାଲ.ମହିଳା […]

ଗୁଳିମାଡରୁ ଅଳ୍ପକେ ବର୍ତିଲେ ବିଧାୟକ

ନୁଆଦିଲ୍ଲୀ,୧୨/୨(ଏସ୍‌ଏସ୍‌ନିୟୁଜ) ଦିଲ୍ଲୀରେ ବହୁମତ ପାଇବା ପରେ ଆମ୍ ଅଦମୀ ପାର୍ଟି ସରକାର ଗଠନ କରିବାକୁ ଯାଉଛି ।ନିର୍ବାଚନରେ ବିଜୟ ପରେ ସମର୍ଥକମାନଙ୍କ ସହ ଘରକୁ ଆସୁଥିବାବେଳେ ବିଧାୟକ ନରେଶ ଯାଦବଙ୍କ ଗାଡି ଉପରକୁ ହୋଇଛି ଗୁଳିମାଡ । ୭ରାଉଣ୍ଡ ଗୁଳିମାଡ ହୋଇଥିଲେ ମଧ୍ୟ ସୈାଭାଗ୍ୟବଶତ ବିଧାୟକ ବଂଚିଯାଇଥିବାବେଳେ ଅଶୋକମାନ୍ ନାକମ ଜଣେ ସହଯୋଗୀଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ଅଛନ୍ତି । ମହରୈାଲି ବିଧାନସଭା କ୍ଷେତ୍ରରୁ ନରେଶ ବିଧାୟକ ଭାବେ ୧୮ହଜାରେ୧୬୧ […]

ରବିବାର ମୁଖ୍ୟମନ୍ତ୍ରୀ ଭାବେ ସପଥନେବେ କେଜ୍ରିଓାଲ

ନୁଆଦିଲ୍ଲୀ,୧୨/୨(ଏସ୍‌ଏସ୍‌ନିୟୁଜ)ତୃତୀୟଥରପାଇଁ ଦିଲ୍ଲୀରେ ସରକାର କରିବାକୁ ଯାଉଛନ୍ତି କେଜ୍ରିଓାଲ ।ରବିବାରଦିନ ରାମଲୀଳା ମଇଦାନରେ କ୍ୟାବିନେଟ ମନ୍ତ୍ରୀମାନଙ୍କ ସହ କେଜ୍ରିଓାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀଭାବେ ସପଥ ନେବାକୁ ଯାଉଛନ୍ତି । ପୁର୍ବଥର ମଧ୍ୟ କେଜ୍ରିଓାଲ ରାମଲୀଳାମଇଦାନରେ ସପଥ ନେଇଥିଲେ । ୭୦ଟି ବିଧାନସଭା ଆସନ ବିଶିଷ୍ଟ ଦିଲ୍ଲୀରେ ଆପ୍ କୁ ୬୨ଟି ଆସନ ମିଳିଥିବାବେଳେ ବିଜେପି ୮ଟି ଆସନ ପାଇବାରେ ସକ୍ଷମ ହୋଇଥିଲା ।

ଜଳୁଛି ନଦୀ

ଭୁବନେଶ୍ବର:୩/୨(ସତ୍ୟ ସନ୍ଧାନ ଡେକ୍ସ) ଜଳୁଛି ନଦୀ ।କଥା ଟା ମନକୁ ଖଟ୍ କା ଲାଗୁଥିଲେ ମଧ୍ୟ ଘଟଣାଟି ସତ । ଘଟଣା ଘଟିଛି  ଗୁଆହାଟି ର  ଆସମ ଦିବ୍ରୁଗଡରେ ଥିବା ଏକ ନଦୀରେ । ଏହି ନଦୀ ତିନି ଦିନ ହେବ ଜଳୁଥିବା ଦେଖିବାକୁ ମିଳିଛି। ସୁଚନା ମୁତାବକ , ଆସାମ ଦିବ୍ରୁଗଡ ଜିଲ୍ଲାର ସାସୋନି ଗ୍ରାମର ବୁର୍ହି ଦିହିଙ୍ଗ ନଦୀ ମଧ୍ୟ ଦେଇ ଅଏଲ ଇଣ୍ଡିଆ ଲିମିଟେଡର ପାଇପ ଲାଇନ ବିଛା ଯାଇଥିଲା। ଗତ କିଛି […]

ଶୁଭାରମ୍ଭ ହେଲା ସିଏନ୍ ଜି ବସ ସେବା

ଭୁବନେଶ୍ୱର,୨୪/୧୨(ଏସ୍ଏସ୍ ନିଉଜ) ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ମଙ୍ଗଳବାରଦିନ ଦେଶର ପ୍ରଥମଥରପାଇଁ ଦୁରଗାମୀ ସିଏନ୍ ଜି ବସର ଶୁଭାରମ୍ଭ ହୋଇଛି ।ଏହାକୁ ଆନୁଷ୍ଠାନିକଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଉଦଘାଟନ କରିଛନ୍ତି ।ଏହା ଏକ ସ୍ୱଛ ଇନ୍ଧନ ଦିଗରେ ବଡ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ।ପାକୃତିକଗ୍ୟାସ ବିତରଣ କମ୍ପାନୀ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ ଆଇଜିଏଇ ସହଯୋଗରେ ଅଧିକ କ୍ଷମତା ବିଶିଷ୍ଟ ସିଏନଜି ସିଲିଣ୍ଡର ତିଆରି କରାଯିବା ପ୍ରଂଶସାର ବିଷୟ । ବସରେ ବ୍ୟବହୃତ ହେଉଥିବା […]

ବିରାଟ୍ ବାହୀନିର ବିରାଟ ବିଜୟ

କଟକ : ୨୨/୧୨(ଏସଏସଏନ) ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ରବିବାର କଟକର ବାରବାଟୀ ଷ୍ଟାଡିୟମରେ  ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ବିରାଟ ବାହୀନି ବିଜୟ ହାସଲ କରିଛି ।  ୱେଷ୍ଟଇଣ୍ଡିକୁ ୪ୱିକେଟରେ ପରାସ୍ତ କରିଛି । ଭାରତର ଅଧିନାୟକ ବିରାଟ କୋହଲି, ଦୁଇ ଓପନର କେଏଲ ରାହୁଲ ଓ ରୋହିତ ଶର୍ମାଙ୍କ ଅର୍ଦ୍ଧ ଶତକ ବଳରେ ଭାରତ ଏହି ମ୍ୟାଚ ସହ ସିରିଜ ନିଜ ନାମରେ କରିବାରେ ସକ୍ଷମ ହୋଇଛି। ଏହି ବିଜୟ ସହ ଭାରତ […]

ଦିଲ୍ଲୀରେ ହେବ ରାଲି

ଭୁବନେଶ୍ୱର,୧୮/୧୨-(ଏସ୍ଏସ୍ ନିଉଜ) ଭାରତୀୟ ରେଳରେ ଘରୋଇକରଣକୁ ବିରୋଧକରି ରେଳଚାଳକସଂଘର ବୁଧବାରଦିନ ବିକ୍ଷୋଭ ପଦର୍ଶନ କରିଥିଲେ । ଭାରତୀୟ ରେଳ ଲାଭଜନକ ସ୍ଥିତିରେ ଥିବାବେଲେ ଭାରତସରକାର ୧୦୦ଦିନିଆ ଯୋଜନାରେ ରେଳବାଇକୁ ଘରୋଇକରଣ ଓ ନିଗମିକରଣ କରିବାକୁ ଚକ୍ରାନ୍ତ କରୁଛନ୍ତି । ଏହା ବିରୋଧରେ ସର୍ବଭାରତୀୟ ରେଳଚାଳକସଂଘ ପୁର୍ବତଟ ରେଳମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ ।ନୁତନ ପେନସନ ଯୋଜନାକୁ ଦୁରକରି ପୁରୁଣା ପେନସନ ଯୋଜନା ଲାଗୁକରିବା,ଦୈନିକ ୮ଘଂଟା କାର୍ଯ୍ୟସମୟ ନିର୍ଘଂଟ କରିବା,୧୯୮୦ନୀୟମାନୁସାରେ ମାଇଲେଜଭତା ଲାଗୁକରିବା, ସପ୍ତାହର ୪୬ଘଂଟାବିଶ୍ରାମ […]

ମିଳିବନି ପେନସନ

ଭୁବନେଶ୍ୱର ,୧୨/୧୨(ଏସ୍ଏସ୍ ନିଉଜ) ସୁପ୍ରିମକୋର୍ଟଙ୍କ ଚରମ ନିଷ୍ପତି – ଏଣିକି ଚାକିରି ମଝିରେ ଇସ୍ତଫା ଦେଲେ କର୍ମଚାରୀ ପାଇବେନି ପେନସନ । ଏଣିକି ଚାକିରି ମଝିରୁ ଇସ୍ତପା ଦେଲେ ମିଳିବ ନାହିଁ ପେନସନ । ଏକ ମାମଲାର ଶୁଣାଣି କରିବାକୁ ଯାଇ ଏଭଳି ଏକ ଚରମ ନଷ୍ପତି ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ସୁପ୍ରିମକୋର୍ଟଙ୍କ ନିଷ୍ପତି ଅନୁଯାୟୀ ,ଯଦି କୈ।ଣସି ସରକାରୀ କର୍ମଚାରୀ ତାଙ୍କ ଚାକିରି କାଳ ମଧ୍ୟରେ ତଥା ଚାକିରି ମଝିରେ ଇସ୍ତଫା ଦିଅନ୍ତି […]

ହାଇଦ୍ରାବାଦରେ ସଫା ହେଲେ ସଇତାନ! ଓଡିଶାରେ କେବେ?

ଭୁବନେଶ୍ବର :୬/୧୨-  ହାଇଦ୍ରାବାଦ୍ ର ତେଲେଙ୍ଗାନାରେ ମଣିଷ ବିଶାଚୁ ସଇତାନକୁ ସଫା କରିଛି ହାଇଦ୍ରାବାଦ ପୋଲିସ !  ମହିଳା ଡାକ୍ତରାଣୀ ଦିଶାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତ ଖସି ପଳାଉଥିବା ବେଳେ ପୋଲିସ ଏନକାଉଣ୍ଟର କରି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମାରିଦେଇଥିବା ଜଣାପଡିଛି  । ତେବେ ପ୍ରାଣୀ ଚିକିତ୍ସିକାଙ୍କୁ ଗଣଦୁଷ୍କର୍ମ ପରେ ଯେଉଁ  ଓଭରବ୍ରିଜ ତଳେ ଅଭିଯୁକ୍ତମାନେ ଆଣି  ପୋଡି ମାରିଥିଲେ ସେହି ସ୍ଥାନରେ ଏନକାଉଣ୍ଟର କରିଥିବା ଲୁଚନା ମିଳିଛି । ସୂଚନାଯୋଗ୍ୟ, […]

ପାଣିବୋତଲ ନେଇ ୫୦ଟଙ୍କା ଦେଲେ ପର୍ଯ୍ୟଟକ

ଭୁବନେଶ୍ୱର,୩/୧୨- ପାଣିବୋତଲ ନେଇ ସାଙ୍ଗରେ ବୁଲିବାକୁ ଗଲେ ଦେବାକୁ ପଡିଛି ୫୦ଟଙ୍କା । ପରିବେଶ ସୁରକ୍ଷା ପାଇଁ ଏହିଭଳି ନୀୟମକୁ ଆପଣେଇଛନ୍ତି ନନ୍ଦନକାନନ କର୍ତୁପକ୍ଷ । ମଙ୍ଗଳବାର ଦିନ ଏହି ଯୋଜନାକୁ କାର୍ଯ୍ୟକାରି କରାଯାଇଛି । ଯଦିଓ ଡିସେମ୍ବର ୧ତାରିଖଠାରୁ ପରୀକ୍ଷାମୁଲକଭାବେ କାର୍ଯ୍ୟକାରି କରାଯାଇଥିଲା , ତେବେ ମଙ୍ଗଳବାରଠାରୁ ଏହାକୁ ବିଧିବଦ୍ଧଭାବେ କାର୍ଯ୍ୟକାରୀ କରାଯାଇଛି । ଏ ସମ୍ପର୍କରେ ସତ୍ୟସନ୍ଧାନରେ ପ୍ରଥମେ ଖବର ପ୍ରକାଶିତ ହୋଇଥିଲା । ନନ୍ଦନକାନନକୁ ପଲଥିନ ମୁକ୍ତ କରାଯାଇଥିବାବେଳେ ପାଣିବୋତଲ ନେବାକୁ ବାରଣ […]