Browsing category

ଦେଶ ବିଦେଶ

ସାରା ଦେଶରେ ଲକଡାଉନର ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୪/୩(ଏସଏସନିୟୁଜ) ସାରା ଦେଶରେ ଲକଡାଉନ । ଆଜିରାତି୧୨ଟାରୁ ୨୧ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍ କରାଗଲା ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଭାରତରେ କରୋନା ଭାଇରସ୍ ବଢୁଥିବାବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଆଜି ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଜନତାକର୍ଫ୍ୟୁକୁ ସମର୍ଥନ ଦେଇଥିବାରୁ ସେ ଦେଶବାସୀଙ୍କୁ ପ୍ରଂଶସା କରିଛନ୍ତି ।ଏହା ସହ ଏକ ବଡ ନିଷ୍ପତି ନେଇ ଆଜି ରାତି ୧୨ଟାରୁ ପୁରାଦେଶ ରେ ସମ୍ପୁର୍ଣଭାବେ ଲକ୍‌ଡାଉନ୍ ର ଘୋଷଣା କରିଛନ୍ତି ।ଏହି ଲକ୍‌ଡାଉନ୍ […]

କାଲି ସବୁ ପେଟ୍ରୋଲ ପମ୍ପ ବନ୍ଦ

ଭୁବନେଶ୍ବର:୨୧/୩(ଏସଏସଏନ୍) ଜନତା କର୍ଫୁ ପାଇଁ  କାଲି ଦିନକ ପାଇଁ ବନ୍ଦ ରହିବ ରାଜ୍ୟର ସବୁ ପେଟ୍ରୋଲ ପମ୍ପ। ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ ଡିଲର ସଂଘର ନିଷ୍ପତ୍ତି

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା :୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ଲକ୍ ଡାଉନ ରହିବ

ଭୁବନେଶ୍ୱର :୨୧/୩(ଏସଏସଏନ୍) କରୋନା ଭାଇରସ୍ ତାର କାୟା ବିସ୍ତାର ସାରା ବିଶ୍ବରେ କରିବାରେ ଲାଗିଛି । ଏହା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏନେଇ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ଲକ୍ ଡାଉନ ରହିବ ।୨୨ମାର୍ଚ୍ଚ ସକାଳ ୭ରୁ ୨୯ମାର୍ଚ୍ଚ ରାତି ୯ଟା ଯାଏଁ ଏହି ନିୟମ ଳାଗୁ ହେବ ବୋଲି ସୁଚନା ପ୍ରଦାନ କରିଛନ୍ତି  ।ଲକ୍ […]

କରୋଣା ଠୁ ବଳିପଡୁଛି ଭୋକ ର ଭୟ!

ଭୁବନେଶ୍ବର :୨୧/୩(ଏସଏସଏନ୍) କଣ କରିବି ବାବୁ । ମୁଁ ନିଜେତ ଚିନ୍ତା କରିପାରୁନି । କଣ କରିବି କଣ ନାଇଁ । କେମିତି ଚଳିବ ଘର ମୋ ସଂସାର । ଯାହା ଥିଲା ଚାଉଳ , ପନିପରିବା ସରିବାକୁ ବସିଲାଣି । ଆଉ ଅଣ୍ଟାରୁ ଟଙ୍କା ବି ସରିସରି ଯାଉଛି । ଆଜ୍ଞା ଆମେ ଗରିବ ଲୋକ ,ଖଟିଲେ ଖାଇବୁ ନ ହେଲେ ନାହିଁ । ବାବୁ ରେ ମୁଣ୍ଡରେ କିଛି ପଶୁନି । ଏ କି […]

କରୋନା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା:ଯୁଗ୍ମ ଦିନରେ ଯୁଗ୍ମ ଗାଡି ଅଯୁଗ୍ମ ଦିନରେ ଅଯୁଗ୍ମ ନମ୍ବର ଗାଡି ଚାଲିବ

ଭୁବନେଶ୍ବର:୨୦/୩(ଏସଏସଏନ୍) କରୋନା ପାଇଁ ଗାଡ଼ି ଚଳାଚଳ ଉପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅଡ-ଇଭିନ କଟକଣା ଯାରି କରାଯାଇଛି ।  ବସ, ଟ୍ୟାକ୍ସି, ଅଟୋରିକ୍ସା ଭଳି ପବ୍ଲିକ ଟ୍ରାନ୍ସପୋର୍ଟରେ କଟକଣା ହୋଇଥିବା ସୁଚନା ମିଳିଛି ।  ଅଡ୍‌ ଦିନରେ ଅଡ୍‌ ନମ୍ବର, ଇଭିନ ଦିନରେ ଇଭିନ ନମ୍ବର ଗାଡ଼ି ଚାଲିବ । ଘରୋଇ, ହସ୍ପିଟାଲ, ଜରୁରୀ ସେବା ଗାଡ଼ି ଉପରେ କଟକଣା ନଥିବା ସୁଚନା ମିଳିଛି । ଏହି ଫର୍ମୁଲା  ଦିଲ୍ଲୀ ସରକାରଙ୍କ ଭଳି ଓଡ଼ିଶା ସରକାର […]

ମାର୍ଚ୍ଚ ୨୨ରେ ସାରା ଦେଶବାସୀ “ଜନତା କର୍ଫୁ”ପାଳିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ବର:୧୯/୩(ଏସଏସଏନ୍) ଦେଶରେ ମହାମାରୀ ‘କରୋନା’ ଭୂତାଣୁକୁ ନେଇ ସୃଷ୍ଟି ହୋଇଛି ଭୟଙ୍କର ପରିସ୍ଥିତି । ଏହି ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତା ୨୨ ତାରିଖରେ ଦେଶରେ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଜନତା କର୍ଫ୍ୟୁ ହେଉଛି ଜନତାଙ୍କ ପାଇଁ ଜନତାଙ୍କ ଦ୍ବାରା ନିଜ ଉପରେ ଲଗାଯାଇଥିବା କର୍ଫ୍ୟୁ। ଏହି ଦିନ ଦେଶବାସୀ ସକାଳ ୭ଟାରୁ ରାତି ୯ଟା ଯାଏ ଘରେ ରହିବେ। କେବଳ […]

କାଲି ଠୁ ନନ୍ଦନକାନନ ବନ୍ଦ

ଭୁବନେଶ୍ବର:(ଏସଏସଏନ୍) ଦିନକୁ ଦିନ କରୋନା ଭାଇରସ ତାର ଉଗ୍ରରୁପ ଧାରଣ କରିଲାଣି । ଦିନକୁ ଦିନ ଚାରିଆଡେ ବ୍ୟାପିବାରେ ଲାଗିଲାଣି । ରାଜ୍ୟ ସରକାର ସ୍କୁଲ , କଲେଜ ଆଜି ଠାରୁ ବନ୍ଦ ରହିଥିବା ବେଳେ ନନ୍ଦନକାନନ କର୍ତ୍ତୁପକ୍ଷ କାଲି ଠୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀଉଦ୍ୟାନ ବନ୍ଦ ରହିବ । ସେନେଇ କର୍ତ୍ତୁପକ୍ଷ ସୁଚନା ଦେଇଛନ୍ତି ।

ଥଣ୍ଡା ,ଜ୍ବରଓ ଖାସ ହେଲେ ନନ୍ଦନକାନନ ପ୍ରବେଶ ମନା

ଭୁବନେଶ୍ବର:୧୪/୩(ଏସଏସଏନ୍) ସାରା ବିଶ୍ବରେ ନିଜର ଆତଙ୍କ ରଚିବାରେ ଲାଗିଛି କରୋନା ଭାଇରସ୍ । ଏହି ଭାଇରସ୍ ରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡୁଥିବା ବେଳେ  କରୋନା ଭାଇରସ୍ ବିଶ୍ୱରେ ବିରଳ ପରିସ୍ଥିତି ସୃଷ୍ଟି କରିଛି ।  ଭାଇରସ୍ କୁ ନେଇ ଏବେ  କ୍ଷବ୍ଧ ହୋଇପଡିଛନ୍ତି ବିଶ୍ବ ବାସୀ ।ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି ।ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ମହାମାରୀ ରୂପେ ଘୋଷଣା କରିଛି […]

୩୧ ଯାଏଁ ସ୍କୁଲ ବନ୍ଦ ,ହେଲେ ଚାଲୁ ରହିବ ପରିକ୍ଷା

ଭୁବନେଶ୍ୱର :୧୩/୩(ଏସ୍ଏସ୍ଏନ୍) ବିଶ୍ୱବ୍ୟାପି ମହାମାରୀ ରୂପ ଧାରଣ କରିଥିବା କରୋନା ପାଇଁ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି। ଆସନ୍ତା ମାର୍ଚ୍ଚ ୩୧ ଯାଏଁ ସବୁ ସ୍କୁଲ ,ସିନେମା ହଲ୍ ଓ ସୁଇମିଂ ପୁଲ୍ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।  ଆଜି  ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁସାରେ  ହୋଇଛି।ଖାଲି ଏତିକି ନୁହେଁ କରୋନା […]

ଭୁବନେଶ୍ବରରେ ଅମିତ୍ ଶାହା , ବିଭିନ୍ନ ସମସ୍ୟା ଉପରେ କରିବେ ଆଲୋଚନା

ଭୁବନେଶ୍ବର :୨୮/୨(ଏସଏସଏନ୍) ଦୁଇ ଦିନିଆ ଗ୍ରସ୍ତରେ ଓଡିଶା ଆସିଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା । ଶାହା ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିମାନ ବନ୍ଦରରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି […]