କାନ ବି କଥା କହେ ..ଜାଣିବା ପାଇଁ ପଢନ୍ତୁ???
ଭୁବନେଶ୍ବର:୨୫/୧୧- କାନ ବି କଥା କହେ । କାନ ଜଣଙ୍କର ବ୍ୟକ୍ତିତ୍ୱ ବାବଦରେ ବହୁତ କିଛି କହିଥାଏ | ଏ କଥା ଆମେ କହୁନାହୁଁ | ବରଂ ସାମୁଦ୍ରିକ ଶାସ୍ତ୍ରରେ ଏ ବିଷୟରେ ବିଷଦ ଭାବେ ବର୍ଣ୍ଣନା ରହିଛି | ସାମୁଦ୍ରିକ ଶାସ୍ତ୍ର ହେଉଛି ଏଭଳି ଏକ ବିଜ୍ଞାନ ଯେଉଁଥିରେ ମଣିଷ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଆକୃତି ଦେଖି ଜଣଙ୍କର ସ୍ଵଭାଵ ବିଷୟରେ ବି ଜଣାପଡ଼ିଥାଏ | ଆଜି ଆମେ ଆପଣଙ୍କୁ କହିବୁ କାନ କେବଳ […]