Browsing category

ଜୀବନଚର୍ଯ୍ୟା

କିିଭଳି ହେବ ଜୀବାଣୁମୁକ୍ତ ପନିପରିବା

ଆସନ୍ତୁ ଜାଣିବା -ଫଳ ଓ ପନିପରିବା ଜୀବାଣୁ ମୁକ୍ତ ର ଉପାୟ ।  ଆମେ ବଜାରରୁ ଆଣୁଥିବା ଫଳ ଓ ପନିପରିବାରେ ଅନେକ ପ୍ରକାର ଜୀବାଣୁ ରହିଥାନ୍ତି । ଫେଡେରାଲ ହେଲ୍ଥ ବିଭାଗ ରିପୋର୍ଟ ଅନୁଯାୟୀ, ପ୍ରତି ବର୍ଷ ପାଖାପାଖି ୪୮ ମିଲିୟନ ଲୋକ ଫଳ ଓ ପନିପରିବା ରେ ଥିବା ଜୀବାଣୁ ଯୋଗୁଁ ଅସୁସ୍ଥ ହୋଇଥାନ୍ତି । ଅଧିକାଂଶ ଲୋକ ଜାଣିଛନ୍ତି ଯେ, ଆମିଷକୁ ଭଲ ଭାବେ ସଫା କରି ଖାଇବା ଉଚିତ କାରଣ ଏଥିରେ […]

କାଢ଼ା ବଢାଇବ ରୋଗ ପ୍ରତିରୋଧକ ଶକ୍ତି

କରୋନା ବର୍ତ୍ତମାନ ମାଡ଼ି ଚାଲିଛି। ଏଥରୁ ରକ୍ଷା ପାଇାବକୁ ହେଲେ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପଡ଼ିବ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ହେଲେ ଆପଣ ଆୟୁର୍ବେଦ କାଢ଼ା ପିଇ ପାରିବେ। ଏଥିପାଇଁ ଆପଣ ଘରେ କାଢ଼ା ପ୍ରସ୍ତୁତ କରିପାରିବେ। ଆଜିର ସ୍ୱାସ୍ଥ୍ୟ ସୂଚନାରେ ଆସନ୍ତୁ ଜାଣିବା – କାଢ଼ାର ପ୍ରସ୍ତୁତି ପ୍ରଣାଳୀ । ଆବଶ୍ୟକୀୟ ସାମଗ୍ରୀ ଓ ଏହାର ଉପକାରିତା :- ତେଜପତ୍ର – ଏଥିରେ ଭିଟାମିନ ସି, ଆଇରନ, ପୋଟାସିୟମ, ମାଗ୍ନେସିୟମ ଥାଏ। […]

କରୋଣା ଠୁ ବଳିପଡୁଛି ଭୋକ ର ଭୟ!

ଭୁବନେଶ୍ବର :୨୧/୩(ଏସଏସଏନ୍) କଣ କରିବି ବାବୁ । ମୁଁ ନିଜେତ ଚିନ୍ତା କରିପାରୁନି । କଣ କରିବି କଣ ନାଇଁ । କେମିତି ଚଳିବ ଘର ମୋ ସଂସାର । ଯାହା ଥିଲା ଚାଉଳ , ପନିପରିବା ସରିବାକୁ ବସିଲାଣି । ଆଉ ଅଣ୍ଟାରୁ ଟଙ୍କା ବି ସରିସରି ଯାଉଛି । ଆଜ୍ଞା ଆମେ ଗରିବ ଲୋକ ,ଖଟିଲେ ଖାଇବୁ ନ ହେଲେ ନାହିଁ । ବାବୁ ରେ ମୁଣ୍ଡରେ କିଛି ପଶୁନି । ଏ କି […]

କାହଁକି ହୁଏ ସ୍ତନକର୍କଟ

କାହଁକି ହୁଏ ସ୍ତନକର୍କଟ ତାହା ଅଦ୍ୟାବଧି ପୁର୍ଣାଙ୍ଗ ଓ ସଠିକ ତଥ୍ୟ ମିଳିପାରିନାହିଁ ।ତଥାପି ବିଶେଷଜ୍ଞମାନେ କେତେକ ନିଦ୍ଦିଷ୍ଟ କାରଣ ଯୋଗୁ ସ୍ତନକର୍କଟ ହେବାର ଆଶଙ୍କା ଥାଇପାରେ ବୋଲି କହିଛନ୍ତି । ଆସନ୍ତୁ ଜାଣିବା ଏସବୁ କଣ? ୧-ଯେଉଁ ମହିଳାମାନଙ୍କର ପୁର୍ବଜ ତଥା ମାଆ,ଜେଜେମା,ଭଉଣି ସ୍ତନକର୍କଟରେ ଆକ୍ରାନ୍ତ ହୋଇଥାନ୍ତି ସେମାନଙ୍କ ପାଖରେ ଏହି ରୋଗ ଦେଖାଦେବାର ଆଶଙ୍କା ଅଧିକ ରହିଥାଏ । ୨-ଗୋଟିଏ ସ୍ତନରେ କର୍କଟ ହୋଇଥିଲେ ଅନ୍ୟଟି ଆକ୍ରାନ୍ତ ହେବାର ସମ୍ଭବନା ଅଧିକ ଥାଏ ୩-ସନ୍ତାନ […]

ଶ୍ୱାସରୋଗର ଘରୋଇ ନିରାକରଣ

ଭୁବନେଶ୍ୱର,୧୩/୧(ଏସଏସନିଉଜ) ଆସ୍ଥାମା ହେଉଛି ଏକ ଶ୍ୱାସଜନିତ ରୋଗ ।ଏହି ରୋଗ ହେବାଦ୍ୱାର ନିଶ୍ୱାସ ନେବାରେ ଅସୁବିଧା ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଯେକୈ÷ାଣସି ବୟସର ଲୋକ ଏହାଦ୍ୱାର ପିଡିତ ହେଉଥିବାଳେ ଛାତିତ ଯନ୍ତ୍ରଣା ସହ କାଶ ମଧ୍ୟ ହୋଇଥାଏ । ଶ୍ୱାସକୁ ନିୟନ୍ତ୍ରଣ କରିବାପାଇଁ ବାହାରେ ମିଳୁଥିବା ଔଷଧ ଅପେକ୍ଷା ଘରୋଇ ଚିକିସ୍। ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ଏହା କଣ – ଏକଲିଟର ପାଣିରେ ଏକ ଚାମଚ ମେଥିପକାଇ ଅଧଘଂଟା […]

ଇନସୁଲିନସ୍ତର ନିୟନ୍ତ୍ରିତ କରେ କଂଚାଲଙ୍କା

ସ୍ୱାସ୍ଥ୍ୟପାଇଁ ବେଶ୍ ଉପକାରୀ କଂଚାଲଙ୍କା ।ଅନେକ ଏହାକୁ ନିୟମିତଭାବେ ଖାଦ୍ୟରେ ସାମିଲ କରୁଥିବାବେଳେ ଏହାର ଉପାଦେୟ ଗୁଣବିଷୟରେ ଏତେଟା ଜାଣିନଥିବେ ।ନିୟମିତ କଂଚାଲଙ୍କା ସେବନ ଦ୍ୱାରା କଣସବୁ ଉପକାର ମିଳଥାଏ ,ଆସନ୍ତୁ ଜାଣିବେ ——- କଂଚାଲଙ୍କାରେ ଭିଟାମିନ୍ ଏବଂ ମିନେରାଲ୍ସ ଭରପୁର ରହିଥାଏ । ଏହା ଓଜନ କମ କରିବାଠାରୁ ଆରମ୍ଭ କରି ଅନେକ ସ୍ୱାସ୍ଥ୍ୟସମସ୍ୟାରୁ ରକ୍ଷାଦେଇଥାଏ । କଂଚାଲଙ୍କାରେ ଥିବା ଡାଏଟ୍ରିଫାଇବର ପାଚନତନ୍ତ୍ର ପାଇଁ ଭଲ । କଂଚାଲଙ୍କାରେ ଭିଟାନମିନ୍ ସି ଓ ଇ ରହିଥାଏ […]

ପ୍ରୋଟିନ ରାଜାର କରାମତି

ଭୁବନେଶ୍ୱର,୧୭/୧୨(ଏସ୍ଏସ୍ ନିଉଜ) କାବୁଲି ବୁଟ ଏକ ପ୍ରୋଟିନଯୁକ୍ତ ଖାଦ୍ୟ ।ଏହାକୁ ପ୍ରୋଟିନର ରାଜା ବୋଲି କୁହାଯାଏ ।ଏବେ ଆସନ୍ତୁ ଜାଣିବା କାବୁଲି ବୁଟ କାହିଁକି ଆମ ଶରୀର ପାଇଁ ବେଶୀ ଦରକାର? କାବୁଲିବୁଟ ସେବନ କରିଲେ ଶରୀରର ତାପମାତ୍ରା ଠିକ ରହିଥାଏ । ଏଥିରେ ପ୍ରଚୁର ପରିମାଣର ଆଇରନ ଥିବାରୁ କାବୁଲି ବୁଟ ଖାଇଲେ ଏନିମିୟା ହେବାର ଆଶଙ୍କା କମିଥାଏ ।କାବୁଲିବୁଟରେ ଫାଇବର ଅଛି ।ଏହା ଭୋକଙ୍କୁ ନିୟନ୍ତ୍ରିତ କରିଥାଏ ଓ ଶରୀରର ଓଜନ ହ୍ରାସ କରିବାରେ […]

P ଓ K ନାମଧାରୀ ସାବଧାନ୍

K ନାମଥିବା ସ୍ତ୍ରୀମାନେ ନିଜ ସ୍ୱାମୀକୁ ବହୁତ ଭଲପାଇଥାନ୍ତି ।ସେମାନେ ସବୁବେଳେ ନିଜ ସ୍ୱାମୀଙ୍କପାଇଁ ସମ୍ବେଦନଶୀଳ ରୁହନ୍ତି ଓ ସ୍ୱାମୀଙ୍କର ସେବା ମଧ୍ୟ କରିଥାନ୍ତି ।ସେମାନେ ସ୍ୱାମୀଙ୍କୁ ଏତେ ଭଲପାଆନ୍ତିଯେ,ସେମାନେ ଚାହାନ୍ତି ତାଙ୍କ ସ୍ୱାମୀ ତାଙ୍କୁ ଛାଡି କେଉଁଆଡେ ନଯାଆନ୍ତୁ ।୨୪ଘଂଟା ତାଙ୍କ ସ୍ୱାମୀ ସବୁକିଛି ଛାଡି କେବଳ ତାଙ୍କୁ ହିଁ ଭଲପାଆନ୍ତୁ ।କିନ୍ତୁ ଏହା ଅସମ୍ଭବ ଅଟେ ।ଯେଉଁ କାରଣରୁ ତାଙ୍କ ଘରେ ସବୁବେଳେ ଅଶାନ୍ତି ଲାଗିରହିଥାଏ । ଯାହାଫଳରେ ସ୍ୱାମୀଙ୍କ ସହ କଥାକଥାରେ ଝଗଡା […]

କିଡନୀ ସମସ୍ୟାକୁ ଦୁର କରିଥାଏ ତେଜପତ୍ର

ସାଧାରଣତ ତେଜପତ୍ର ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ଉପଲବ୍ଧ ଥାଏ ।ଏହା ମସଲାରେ ବ୍ୟବହାର କରାଯାଏ ସତ ହେଲେ ଏଥିରେ ଥିବା ଔଷଧିୟ ଗୁଣ ଶରୀରକୁ ସୁସ୍ଥ ରଖିବାରେ ବେଶ୍ ସହାୟକ ହୋଇଥାଏ । ତେଜପତ୍ରରେ ଆଂଟିଅକ୍ସିଡାଂଟ. ମାଙ୍ଗାନିଜ, ପୋଟାସିୟମ,ସେଲେନିୟମ ଓ ଆଇରନ୍ ପ୍ରଚୁର ପରିମାଣର ରହିଥାଏ । ତେଜପତ୍ର ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ ।ଏହା କେବଳ ତରକାରୀ ବା ଚା ରେ ସ୍ୱାଦ ପାଇଁ ବ୍ୟବହାର କରାଯାଏନାହିଁ । ଅଧିକାଂଶ ଲୋକ ତେଜପତ୍ର […]

ଶୀଘ୍ର ଛାଡ଼ନ୍ତୁ ଏସବୁ ବଦଭ୍ୟାସ: ନଚେତ୍ ଭୋଗିବାକୁ ପଡ଼ିବ ଅନେକ ସମସ୍ୟା:ଜାଣିବା ପାଇଁ ପଢନ୍ତୁ??

ଭୁବନେଶ୍ବର:୨୬/୧୧-  ବେଳେବେଳେ ଆମର କିଛି ଖରାପ ଅଭ୍ୟାସ ହିଁ ଆମ ପାଇଁ ବିରାଟ ସମସ୍ୟାମାନ ସୃଷ୍ଟି କରିଥାଏ। ଏହା ଆମ ଭବିଷ୍ୟତ ଏବଂ ସୁଖଦୁଃଖ ସହ ଜଡ଼ିତ ଥାଏ। ମଣିଷର ଅଭ୍ୟାସଗୁଡ଼ିକୁ ତା’ ବ୍ୟକ୍ତିତ୍ୱର ଦର୍ପଣ ହୋଇଥାଏ ବୋଲି ମଧ୍ୟ କୁହାଯାଇଥାଏ। ଶାସ୍ତ୍ରରେ ଏପରି କିଛି ଅଭ୍ୟାସ ବିଷୟରେ କୁହାଯାଇଛି, ଯାହାକି ଆମ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ। କାରଣ ଏହି ଅଭ୍ୟାସଗୁଡ଼ିକ ଆମକୁ ଅଶୁଭ ଫଳ ଦେଇଥାଏ। ତେବେ ଆସନ୍ତୁ ଜାଣିବା ସେପରି କିଛି ଖରାପ […]