Browsing category

ଜୀବନଚର୍ଯ୍ୟା

ତେଜୁଛି କୋଟିଆ କଳି

ଖବର ଆଜିର,ତାରିଖ ୧୭-୧୧-୨୦ ମଙ୍ଗଳବାର ୧-ନୂଆ ରୂପରେ ଆସିଲା ବିହାରରେ ନୀତିଶ ସରକାର । ୭ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ । ବିଜେପିର ଦୁଇ ନେତା ତାରକିଶୋର ଓ ରେଣୁ ଦେବୀ ହେଲେ ଉପମୁଖ୍ୟମନ୍ତ୍ରୀ। ୨-ଦିଲ୍ଲୀରେ ଉତ୍କଟ ରୂପ ନେଉଛି କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ । ୧୫ ଦିନରେ କରୋନା ନେଲାଣି ୧୧ଶହ ଜୀବନ, ପ୍ରତିଘଣ୍ଟାରେ ୩ ଜଣଙ୍କ ମୃତ୍ୟୁ । ୩-ତେଜୁଛି କୋଟିଆ କଳି : ଓଡ଼ିଶାରେ ପୋଖରୀ ଖୋଳୁଛି […]

ଝଲସିବ ଅଯୋଧ୍ୟା ନଗରୀ

ଖବର ଆଜିର,ତାରିଖ ୧୪-୧୧-୨୦ ଶନିବାର ୧-ସୀମାରେ ମୁତୟନ ଥିବା ଯବାନଙ୍କ ଉଦ୍ଦେଶ୍ୟରେ ଦୀପଟିଏ ଜାଳିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ । ୨-ଧନ୍ ତେରସ୍ ରେ ସୁନାଦୋକାନରେ ପ୍ରବଳ ଭିଡ,କରୋନା କଟକଣାକୁ ଫୁ,ଭୁଲିଗଲେ ସାମାଜିକ ଦୂରତା ଓ ମାସ୍କପିନ୍ଧା। ୩–ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’ । ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ । ୪-ଦୂରଦର୍ଶନ ଓଡ଼ିଆ ଚ୍ୟାନେଲ୍‌ରେ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ‘ଶିକ୍ଷା ଦର୍ପଣ’ ନଭେମ୍ବର ୧୬ରୁ ଆରମ୍ଭ ହୋଇ ନଭେମ୍ବର ୨୦ ପର୍ଯ୍ୟନ୍ତ […]

କୁଆଡେ ଗଲେ ପ୍ରଦୀପ ?

ଖବର ଆଜିର,ତାରିଖ ୧୨-୧୧-୨୦ ଗୁରୁବାର । ୧-କରୋନାର ପ୍ରକୋପ କମିନାହିଁ, ଯୁଦ୍ଧରେ ଜିତିବା ପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ : ଡା. ଜୟନ୍ତ ପଣ୍ଡା । ୨-ଆଇଟିଏଟିର କଟକ ବେଞ୍ଚ କାର୍ଯ୍ୟାଳୟ ଏବଂ ଆବାସିକ ପରିସରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୩-କରୋନା ଭ୍ୟାକ୍‌ସିନ୍‌କୁ ନେଇ ଋଷର ଦାବି, କହିଲା- ‘ସ୍ପୁଟନିକ୍‌-V ୯୨ ପ୍ରତିଶତ ପ୍ରଭାବଶାଳୀ’ । ୪-ପାଟଣାଗଡ଼ରେ ଚାଞ୍ଚଲ୍ୟ: ଗୋଟିଏ ପରିବାର ୬ ଜଣଙ୍କୁ ହତ୍ୟା, ସାଇଣ୍ଟିଫିକ ଟିମ୍ ଓ ଡଗସ୍କ୍ୱାଡ୍‌ର […]

କଥା ଦେଇ କଥା ରଖିଲେ

ଖବର ଆଜିର,ତାରିଖ ୦୪-୧୧-୨୦ ବୁଧବାର । ୧-ମୁମ୍ବାଇକୁ ସହଜରେ ୧୦ ଓ୍ଵିକେଟ୍‌ରେ ହରାଇ ପ୍ଲେଅଫ୍‌ରେ ପ୍ରବେଶ କଲା ହାଇଦ୍ରାବାଦ, କୋଲକାତାର ବିଦାୟ, ପ୍ଲେଅଫ୍ ଲାଇନ ଅପ୍ ଚୂଡାନ୍ତ । ୨-ଚଳିତବର୍ଷ ରାଜ୍ୟରେ ବାଣ ବିକ୍ରି ଓ ଫୁଟାଇବା ଉପରେ ଲାଗିଲା କଟକଣା । ନଭେମ୍ବର ୧୦ ରୁ ୩୦ ପର୍ଯ୍ୟନ୍ତ ବାଣ ବିକ୍ରି ଓ ଫୁଟାଇବା ମନା ହୋଇଛି।ନିୟମ ନ ମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ୩-ଉପନିର୍ବାଚନ ପାଇଁ ମତଦାନ ଶେଷ : ସନ୍ଧ୍ୟା ୬ଟା ସୁଦ୍ଧା […]

ଚାଲିଯାଇଛି ‘ଗୋନି’ ଆସୁଛି…

ଖବର ଆଜିର ତାରିଖ ୦୩-୧୧-୨୦ ମଙ୍ଗଳବାର। ୧-ଆରସିବିକୁ ୬ ଓ୍ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ, ପ୍ଲେ-ଅଫରେ କଲା ପ୍ରବେଶ । ୨-ଆଜି ଭୋଟ । ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଇସାରା କରିବ ଉପନିର୍ବାଚନ ।। ୩-ରାଷ୍ଟ୍ରପତି ପଦ ପାଇଁ ଭୋଟ ଦେବ ଆମେରିକା । ଟ୍ରମ୍ପ ଓ ବାଇଡେନଙ୍କ ଭିତରୁ କାହାକୁ ବାଛିବେ ଆମେରିକା ଜନତା ? ୪-ସ୍ପଟ୍ ଆଡମିଶନ ପାଇଁ ନୋଟିସ୍ । ଯୁକ୍ତ ୩ ପ୍ରଥମ ବର୍ଷର ସ୍ପଟ୍ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ […]

କେମିତି ବଂଟା ହେବ କରୋନା ଟିକା?

୧-ପାଟ୍ କମିନ୍ସଙ୍କ ଘାତକ ବୋଲିଂ, କୋଲକାତାଠୁ ହାରି ଆଇପିଏଲରୁ ବିଦା ହେଲା ରାଜସ୍ଥାନ ରୟାଲ୍ସ । ୨-ପଞ୍ଜାବର ପ୍ଲେଅଫ ଆଶା ଧୂଳିସାତ । ୯ ୱିକେଟରେ ବିଜୟ ହାସଲ କଲା ଚେନ୍ନାଇ ସୁପର କିଙ୍ଗସ । ୩-ୟୁରୋପକୁ ଫେରିଲା ‌କରୋନା; ସ‌ପ୍ତାହେ ହେଲା ଦ୍ୱିତୀୟ ଲହରି, ୧୫ ଲକ୍ଷ ନୂଆ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୩୨% ବଢ଼ିଲା । ୪-ସରିଲା ପ୍ରଚାର, ମଙ୍ଗଳବାର ମହାପରୀକ୍ଷା । ୫-୫ରୁ ବଢ଼ିବ ଶୀତ, ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ ପାରଦ […]

ଲୌହମାନବଙ୍କୁ ଅତି ପାଖରୁ ଦେଖିବେ ପର୍ଯ୍ୟଟକ

ଖବର ଆଜିର,ତାରିଖ ୩୧/୧୦/୨୦ ଶନିବାର ୧-ପଞ୍ଜାବର ବିଜୟଧାରାରେ ଲାଗିଲା ବ୍ରେକ୍, ୭ ଓ୍ୱିକେଟରେ ଜିତିଲା ରାଜସ୍ଥାନ । ୨-ସମୟସୀମା ସରିଆସୁଥିବା ବେଳେ ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନ ଜୋର୍‌ଦାର୍ ହେଉଛି। କିନ୍ତୁ ଏହା ଭିତରେ ସାମାଜିକ ଦୂରତ୍ୱ ମାନୁଛନ୍ତି କି ସବୁ ଦଳ, ସେମାନଙ୍କର ନେତା, କର୍ମୀ ? ୩-ଭାରତରେ ସଂପୂର୍ଣ୍ଣ ଋପେ ବନ୍ଦ ହେଲା ‘ପବଜି’, କମ୍ପାନୀ ପକ୍ଷରୁ ଦିଆଗଲା ସୂଚନା । ୪-ଆମେରିକା ନିର୍ବାଚନ ଦେଶରେ ନାଗରିକ ଅଶାନ୍ତି ଆଣିବ: ଜୁକେରବର୍ଗ । ୫-କଟକର ଐତିହାସିକ […]

ଅଦା ଖାଇଲେ କଣ ହୁଏ ଜାଣନ୍ତୁ ?

ସ୍ୱାସ୍ଥ୍ୟ-ଆମେ ସମସ୍ତେ ଜାଣୁ ଯେ ଫଳ ଏବଂ ପନିପରିବା ଆମ ପାଇଁ ପ୍ରକୃତରେ ଭଲ । ଏହା ଜଣା ଯେ ଆମେ ଦିନକୁ ଅନେକ ଥର ରଙ୍ଗୀନ ଖାଦ୍ୟ ଖାଉଛେ,  କିନ୍ତୁ ଆପଣ ଜାଣନ୍ତି କି କିଛି ମସଲାର ମଧ୍ୟ ଅନେକ ସ୍ୱାସ୍ଥ୍ୟ ଉପକାର ଅଛି? ଉଦାହରଣ ସ୍ୱରୂପ ଅଦା ନିଅନ୍ତୁ । ଯେତେବେଳେ ଆପଣ ଏକ ମାସ ପାଇଁ ପ୍ରତିଦିନ ଅଦା ଖାଆନ୍ତି, ଏହା ଆପଣଙ୍କ ଶରୀରର କଣ ଉପକାର ହୋଇଥାଏ ତାହା ଜାଣନ୍ତୁ… ଅଦା- […]

ବାଧାବିଘ୍ନ ଦୂରୀକରଣର ମୁଖ୍ୟ ସହାୟକ- ଶ୍ରୀ ଗଣେଶ

-ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ଶରୀର ବର୍ଣ୍ଣନା- ଶାସ୍ତ୍ରୀୟମତରେ ବାଧାବିଘ୍ନ ଦୂରୀକରଣ, ସୁଖସମୃଦ୍ଧି ଏବଂ ଜ୍ଞାନ ଆହରଣ ପାଇଁ ଯେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରିଥାଏ ତା’ର ପ୍ରତୀକ ହେଉଛନ୍ତି ଶ୍ରୀଗଣେଶ । ସେଇଥିପାଇଁ ସେ ବିଘ୍ନ ବିନାଶକ, ସିଦ୍ଧି ବିନାୟକ ଭାବରେ ମଧ୍ୟ ପରିଚିତ। ପ୍ରତ୍ୟେକ ଶୁଭକାର୍ଯ୍ୟ ଆରମ୍ଭ ପୂର୍ବରୁ ଶ୍ରୀଗଣନାଥଙ୍କ ପୂଜନ ନିଶ୍ଚିତ ଭାବରେ ସଂପାଦିତ ହୋଇଥାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଅନୁଧ୍ୟାନ କଲେ ଜଣାଯାଏ ଯେ ହସ୍ତୀମସ୍ତକ ଧାରଣ, ସ୍ଥୂଳ ଉଦର, ବକ୍ରତୁଣ୍ଡ ତଥା ମୂଷିକ […]

ଭଙ୍ଗା ଦର୍ପଣର ପ୍ରତିଫଳନ

ଆସନ୍ତୁ ପଢିବା ଆଜିର ରାତ୍ରି କାହାଣୀ–ଭଙ୍ଗା ଦର୍ପଣର ପ୍ରତିଫଳନ ବୋଉ ଆଖିରେ ଲୁହ ଦେଖି ସେଦିନ କୌଣସି ପ୍ରକାର ଦୟା, ଦୁଃଖ ବା ଭାବନ୍ତର ଆସିନଥିଲା କି କିଛି ପ୍ରତିକ୍ରିୟା ହୋଇ ନଥିଲା ‘ରଘୁ’ର l ବରଂ ଏକ ବିରାଟ ଅଭିମାନ ଆସି ଯାଇଥିଲା ମନରେ l ସେଇ ଆହାତ ଅଭିମାନ ଯୋଗୁ ସେ ଆତ୍ମରକ୍ଷା ପାଇଁ କୌଣସି ପ୍ରକାର ଚେଷ୍ଟା ନକରି ସିଧା ପୋଲିସ୍ ହାତରେ ଧରା ଦେଇଦେଲା l ଆପେ ଆପେ ଯାଇ ପୋଲିସ୍ […]