ଆଜିର ରାଶିଫଳ
ଅପ୍ରେଲମାସ ୧୩ତାରିଖ ୨୦୨୫ମସିହା(ରବିବାର)ଚୈତ୍ରମାସ- ଶୁକ୍ଳପକ୍ଷ ,ତିଥି- ପୂର୍ଣ୍ଣିମା ପ୍ରାତଃ ଘ୦୫ /୪୧ଗତେ ପ୍ରତିପଦ ,ନକ୍ଷତ୍ର- ଚିତ୍ରା ରାତ୍ରି ଘ୧୧/୪୫ଗତେ ସ୍ୱାତି ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୩୫/୨୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୦୯,ଯୋଗିନୀ ବାୟବ୍ୟେ ପ୍ରାତଃ ଘ୦୫/୪୧ ଗତେ ପୂର୍ବେ ,ମେଷରାଶିର ଘାତବାର ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା ଓ ବାରବେଳା-ଦିବା ଘ୦୨/୫୫ ଗତେ ଘ୦୬/୦୪ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୧/୧୮ଗତେ ଘ୦୩/୨୫ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ ୦୭/୧୫ ମଧେ ଓ ଘ୧୦/୨୩ଗତେ ଘ ୧୨/୪୬ […]