ଆଜିର ଅନୁଚିନ୍ତା
➡️ବୟସରେ କିଏ ବଡ ହୋଇପାରେ କିଏ ସାନ କିନ୍ତୁ ପ୍ରକୃତରେ ବଡ ସେଇ ହୋଇଥାଏ ଯାହାର ହୃଦୟରେ ସମସ୍ତଙ୍କ ପାଇଁ ପ୍ରେମ, ସ୍ନେହ ଓ ସମ୍ମାନର ଭାବନା ରହିଥାଏ । ➡️ହୃଦୟରେ କାହାପାଇଁ ଥରେ ଘରଟେ ହେଇଗଲେ ଆଉ ସେ ଘରକୁ ଭାଙ୍ଗି ହୁଏନାହିଁ କାହିଁକି ନା ହୃଦୟର ଘର ମାଟି,ବାଲି,ସିମେଣ୍ଟରେ ନୁହେଁ, ରକ୍ତ ମାଂସ ଓ ଭଲ ପାଇବାରେ ଗଢା ହୋଇଥାଏ । ➡️ତଳ ବରଡା ଖସୁଛି ଉପର ବରଡା ହସୁଛି ମଝି ବରଡା ଥାଇଁ […]