ଆଜିର ଅନୁଚିନ୍ତା
➡️ଏକାଗ୍ରତା\” ଆଉ \”ଆତ୍ମବିଶ୍ବାସ\”ଜୀବନର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସାହାଯ୍ୟ କରିଥାଏ । ➡️ବନ୍ଧୁତ୍ବ କେବେବି ହଜି ଯାଏ ନାହିଁ,ହଜିଯାଏ ସେହି ମଣିଷଟି ଯିଏ ବନ୍ଧୁତ୍ବର ମୂଲ୍ୟ ଦେଇପାରେନା । ➡️ଉତ୍ସାହ ହିଁ ସର୍ବଦା ସବୁପ୍ରକାର କର୍ମ କରିବାରେ ପ୍ରବୃତ୍ତ କରିଥାଏ ।ଜୀବ ଯେଉଁ ସବୁ କର୍ମ କରେ ସେମାନଙ୍କୁ ଉତ୍ସାହ ହିଁ ସଫଳତା ଦେଇଥାଏ । ➡️ଜୀବନ ବୃକ୍ଷରେ କେତେ ଯେ ପତ୍ର, ଫୁଲ, ଫଳ ଫଳେ କେତେବେଳେ ଯେ ଝଡି ଯିବ ନିଜକୁ ବି […]