ଆଜିର ରାଶିଫଳ
ଫେବୃଆରୀମାସ ୦୩ତାରିଖ ୨୦୨୫ମସିହା (ସୋମବାର)ମାଘମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ଦିବା ଘ ୦୬/୫୮ ଗତେ ଷଷ୍ଠୀ,ସୁର୍ୟୋଦୟ-ପ୍ରାତଃ ଘ୦୬/ ୨୫/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/୫୨,ଯୋଗିନୀ ଦକ୍ଷିଣେ ଦିବା ଘ୦୬/୫୯ଗତେ ପଶ୍ଚିମେ, ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଧନୁରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୪୭ଗତେ ଘ୦୯/୧୨ମଧ୍ୟେ,ବାରବେଳା – ଦିବା ଘ୦୨/୫୦ଗତେ ଘ୦୪/୧୪ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୪୬ ମଧ୍ୟେ ଓ ଘ୧୧/୧୧ଗତେ ଘ୦୧/୩୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୦୦ ଗତେ ଘ୦୫/୩୫ମଧ୍ୟେ,ଅଦ୍ୟ ବେଲ ଦିବା ଘ୦୬/୪୮ ଗତେ ନିମ୍ବ ଭକ୍ଷଣ ନିଷେଧ। ମେଷ:-ମନରେ ଧାର୍ମିକଭାବନା […]