Browsing category

ଜଣା ଅଜଣା

P ଓ K ନାମଧାରୀ ସାବଧାନ୍

K ନାମଥିବା ସ୍ତ୍ରୀମାନେ ନିଜ ସ୍ୱାମୀକୁ ବହୁତ ଭଲପାଇଥାନ୍ତି ।ସେମାନେ ସବୁବେଳେ ନିଜ ସ୍ୱାମୀଙ୍କପାଇଁ ସମ୍ବେଦନଶୀଳ ରୁହନ୍ତି ଓ ସ୍ୱାମୀଙ୍କର ସେବା ମଧ୍ୟ କରିଥାନ୍ତି ।ସେମାନେ ସ୍ୱାମୀଙ୍କୁ ଏତେ ଭଲପାଆନ୍ତିଯେ,ସେମାନେ ଚାହାନ୍ତି ତାଙ୍କ ସ୍ୱାମୀ ତାଙ୍କୁ ଛାଡି କେଉଁଆଡେ ନଯାଆନ୍ତୁ ।୨୪ଘଂଟା ତାଙ୍କ ସ୍ୱାମୀ ସବୁକିଛି ଛାଡି କେବଳ ତାଙ୍କୁ ହିଁ ଭଲପାଆନ୍ତୁ ।କିନ୍ତୁ ଏହା ଅସମ୍ଭବ ଅଟେ ।ଯେଉଁ କାରଣରୁ ତାଙ୍କ ଘରେ ସବୁବେଳେ ଅଶାନ୍ତି ଲାଗିରହିଥାଏ । ଯାହାଫଳରେ ସ୍ୱାମୀଙ୍କ ସହ କଥାକଥାରେ ଝଗଡା […]

କେମିତି ହେଲା ବ୍ୟୋମାସୁର ବଦ୍ଧ

ଭୁବନେଶ୍ୱର ,୧୨/୧୨(ଏସ୍ଏସ୍ ନିଉଜ) ମଥୁରାରାଜା କଂସର ଗୁପ୍ତଚର ଥିଲେ ବ୍ୟୋମାସୁର । ବ୍ରଜମଣ୍ଡଳର ଦ୍ୱାଦଶବନ ମଧ୍ୟରୁ ଚତୁର୍ଥବନ ଅର୍ନ୍ତଗତ ଏକ ପାହଡ ମଧ୍ୟବର୍ତି ଇଲାକାରେ ଗୁମ୍ଫାଟିଏ ରହିଛି । ଏହା ବ୍ୟୋମାସୁର ଗୁମ୍ଫା ନାମରେ ପରିଚିତ । ଥରେ ଭଗବାନ କୃଷ୍ଣ ନିଜ ସଖାମାନଙ୍କ ସହ ଗାଇ ଚରାଉଥିଲେ । ଚାରିପାଖରେ ସବୁଜ ଘାସବୁଦା ରହିଥିଲା । ଗାଇମାନେ ସେଠାରେ ଆନନ୍ଦରେ ଚରୁଥିଲେ । ଶ୍ରୀକୃଷ୍ଣ ନିଶ୍ଚିତହୋଇ ସଖାଙ୍କ ସହିତ ମେଷଚୋରୀ ଲୀଳାଖେଳିବାକୁ ଆରମ୍ଭ କଲେ । […]

ବିୟରର ରୋଚକ କଥା

ବିୟର , ଏହି ଶଦ୍ଧ କିଏ ବା ନ ଜାଣିଛି । କୈ।ଣସି ଅଫିସିଆଲ ପାର୍ଟି ହେଉ କି ବାହାଘର ଫଙ୍କ୍ସନ,ବିୟର ବିନା ପାର୍ଟି ଯେପରି ଅଧୁରା । ଆମ ଅତ୍ୟାଧୁନିକ ଲାଇଫ୍ ଷ୍ଟାଇଲରେ ଯୁବପିଢୀଙ୍କ ପାଇଁ ଏହା ଏକ ଫ୍ୟାଶନ ବନିଯାଇଛି । କେବଳ ଯୁବପିଢି କାହିଁକି ଅନେକ ଲୋକ ବିୟର ପ୍ରତି ବହୁତ କ୍ରେଜି ରହୁଥିବା ଦେଖିବାକୁ ମିଳିଛି । ତେବେ ଆପଣ କଣ ବିୟର ଜଡିତ କିଛି ରୋଚକ କଥା ଜାଣନ୍ତିକି? ୧- […]

କିଡନୀ ସମସ୍ୟାକୁ ଦୁର କରିଥାଏ ତେଜପତ୍ର

ସାଧାରଣତ ତେଜପତ୍ର ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ଉପଲବ୍ଧ ଥାଏ ।ଏହା ମସଲାରେ ବ୍ୟବହାର କରାଯାଏ ସତ ହେଲେ ଏଥିରେ ଥିବା ଔଷଧିୟ ଗୁଣ ଶରୀରକୁ ସୁସ୍ଥ ରଖିବାରେ ବେଶ୍ ସହାୟକ ହୋଇଥାଏ । ତେଜପତ୍ରରେ ଆଂଟିଅକ୍ସିଡାଂଟ. ମାଙ୍ଗାନିଜ, ପୋଟାସିୟମ,ସେଲେନିୟମ ଓ ଆଇରନ୍ ପ୍ରଚୁର ପରିମାଣର ରହିଥାଏ । ତେଜପତ୍ର ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ ।ଏହା କେବଳ ତରକାରୀ ବା ଚା ରେ ସ୍ୱାଦ ପାଇଁ ବ୍ୟବହାର କରାଯାଏନାହିଁ । ଅଧିକାଂଶ ଲୋକ ତେଜପତ୍ର […]

ଗଡିଲା ଟ୍ରେନ୍ ,ଶ୍ରୀନଗର ରୁ ବାରମୁଲା

ଭୁବନେଶ୍ବର:୧୩/୧୧- ପ୍ରଥମ ଥର ପାଇଁ ଗତ ସୋମବାର ଦିନ ପରୀକ୍ଷାମୂଳକ ଭାବେ ଶ୍ରୀନଗରରୁ ବାରମୁଲାକୁ ଟ୍ରେନ୍ ଗଡ଼ିଥିବା ଜଣାପଡିଛି।  ରେଳ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ଦୀର୍ଘ ୩ ମାସ ଧରି ଟ୍ରେନ୍ ସେବା ବନ୍ଦ କରାଯାଇଥିଲା।ଜାମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ   ସୁରକ୍ଷା ବାବଦରେ ସମୀକ୍ଷା କରି  ଶ୍ରୀନଗରରୁ ବାରମୁଲା ଯାଏ ଏହି ଟ୍ରେନ ପରୀକ୍ଷାମୂଳକ ଭାବରେ ଗଡ଼ିଥିଲା।  

ସାବଧାନ ଆଗରେ ନଡିଆ ଗଛ

ଭୁବନେଶ୍ୱର,୧୧/୧୧-ସାବଧାନ ଆଗରେ ରହିଛି ନଡିଆ ଗଛ । କଥାଟା ମନକୁ ଖଟକା ଲାଗିଲେ ମଧ୍ୟ ଘଟଣାଟି ସତ୍ୟ ! କାହିଁକି ନା , ପର୍ଯ୍ୟଟକମାନଙ୍କ ମନୋରଞନର ଖୋରାକ ସାଜିଥିବା ଏହି ନଡିଆ ଗଛ ଏବେ ଚିନ୍ତାର କାରଣ ସାଜିଛି । ଦୁଇଟି ନଡିଆ ଗଛ ମଝିରେ ରହି ଫଟୋ ଉଠାଇବାରୁ ଦେବାକୁ ପଡୁଛି ଟିକସ । ପଚାଶନୁହେଁ କି ଶହେ ନୁହେଁ ପୁରା ପାଂଚଶହ ଟଙ୍କା ଜୋରିମନା ବାବଦରେ ଦେଉଛନ୍ତି ପର୍ଯ୍ୟଟକ । ଏହି ଟିକସ ଏବେ […]