Browsing category

ଜଣା ଅଜଣା

ଆଜିର ରାଶିଫଳ

ଅପ୍ରେଲମାସ ୦୧ତାରିଖ ୨୦୨୫ମସିହା (ମଙ୍ଗଳବାର)ଚୈତ୍ରମାସ- ଶୁକ୍ଳପକ୍ଷ,ତିଥି-ଚତୁର୍ଥୀ ରାତ୍ରିଘ୦୨/୩୧ଗତେ ପଞ୍ଚମୀନକ୍ଷତ୍ର-ଦ୍ଵିଜା ଦିବା ଘ୧୧/୨୭ଗତେ କୃତ୍ତିକା ,ଚନ୍ଦ୍ର-ମେଷ ଦିବାଘ୦୫/୦୩ଗତେ ବୃଷ ସୁର୍ୟୋଦୟ-ପ୍ରାତଃଘ୦୫/୪୫/୧୭ .ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୫୮/୨୨ ,ଯୋଗିନୀ ନୈରୁତେ ରାତ୍ରି ଘ୦୨/୩୧ଗତେ ଦକ୍ଷିଣେ ,ବିଛାରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଅଦ୍ୟ ମୃତେ ଏକପାଦ ଦିବାଘ୧୧/୨୭ଗତେ ଦ୍ଵୀପାଦ ପୁଷ୍କରଦୋଷ ,କାଳବେଊକ୍ଟଳା -ଦିବା ଘ୦୧/୨୨ଗତେ ଘ୦୨/୫୫ମଧ୍ୟେ ,ବାରବେଳା -ଦିବା ଘ୦୭/୧୩ଗତେ ଘ୦୮/୪୬ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୪୭ଗତେ ଘ୧୦/୩୧ ମଧ୍ୟେଘ୧୨/୫୪ଗତେ ଘ୦୧/୨୧ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନା,ଅଦ୍ୟ ମୂଳାଭକ୍ଷଣ ନିଷେଧ।ଆଜିର ରାଶିଫଳ ମେଷ:-ଆଜିଦିନଟି […]

ଦଣ୍ଡଯାତ୍ରାରେ ଅଶ୍ଳୀଳନୃତ୍ୟ ହେଲେ କାର୍ଯ୍ୟାନୁଷ୍ଠାନ

ଗଞ୍ଜାମ,୨୫।୩(ଏସଏସନୀୟୂଜ)ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳିରୁ ଗଞ୍ଜାମ ଜିଲ୍ଲାର ୨୧ ଦିନିଆ ପ୍ରସିଦ୍ଧ ଦଣ୍ଡଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏପ୍ରିଲ୍‌ ୧୩ ତାରିଖ ଯାଏଁ ଗାଁଠୁ ସହର ସବୁଠି ଦଣ୍ଡ ଯାତ୍ରାର ଧୁମ୍‌ ଲାଗି ରହିବ । ଦଣ୍ଡ ନାଚ ଦଳଗୁଡ଼ିକ ନିଜର ପ୍ରସ୍ତୁତି ଚୂଡ଼ାନ୍ତ କରୁଥିବା ବେଳେ ଆଖଡାଶାଳରେ କଳାକାରମାନେ ଅଭ୍ୟାସ ଚଳାଇଛନ୍ତି ।ଏହାକୁ ନେଇ ଭଞ୍ଜନଗର ପୁଲିସ ପକ୍ଷରୁ ଆମ ପୁଲିସ ସମିତି ବୈଠକ ହୋଇଥିଲା ।ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ରେକର୍ଡ ଡ୍ୟାନ୍ସ, ଅଶ୍ଲୀଳ ନୃତ୍ୟ […]

ଆଉ-ନାହାନ୍ତି-ଉତ୍ତମ

ଭୁବନେଶ୍ୱର,୨୮।୨(ଏସଏସନିୟୂଜ)ଓଡ଼ିଆ ଚଳଚ୍ଚିତ୍ରର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ଦୁନିଆରେ ନାହାନ୍ତି। ଦିଲ୍ଲୀରେ ଗୁରୁଗ୍ରାମ ମେଦାନ୍ତ ହସ୍ପିାଟଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ସେ ଲିଭର୍ ସିରୋସିସ୍ ରୋଗରେ ପୀଡ଼ିତ ଥିଲେ। ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ ଗ୍ରହଣ କରିଥିବା ଉତ୍ତମ ମହାନ୍ତି ଦଣ୍ଡା ବାଳୁଙ୍ଗା ରୂପେ ପରିଚିତ।ଅଭିମାନ’ ଫିଲ୍ମ ଜରିଆରେ ଓଡିଆ ସିନେମା ଜଗତରେ ଡେବ୍ୟୁ କରିଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ଫିଲ୍ମ କରି ଓଲିଉଡ୍ ରେ ଏକ ନୂଆ ଟ୍ରେଣ୍ଡ […]

ଆଜିର ରାଶିଫଳ

ଫେବୃଆରୀମାସ ୨୮ତାରିଖ ୨୦୨୫ମସିହା (ଶୁକ୍ରବାର)ଫାଲଗୁନମାସ- କୃଷ୍ଣପକ୍ଷତିଥି- ଅମାବାସ୍ୟା ଦିବାଘ୦୬/୩୬ ଗତେ ପ୍ରତିପଦନକ୍ଷତ୍ର-ଶତଭିଶା ଦିବାଘ୦୨/୩୧ଗତେ ପୂର୍ବଭାଦ୍ରସୁର୍ୟୋଦୟ-ପ୍ରାତଃ ଘ୦୬/୧୧/୫୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୦୨ ,ଯୋଗିନୀ ଐଶାନ୍ୟେଦିବା ଘ୦୭/୩୬ଗତେ ପୂର୍ବେ ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛା,ଧନୁ ଓ ମୀନରାଶିର ଘାତବାର ,ଅଦ୍ୟ ଦିବା ଘ୦୨/୩୧ ଗତେ ଏକ ପାଦ ଓ ରାତ୍ରି ଘ୦୩/୩୩ ଗତେ ଦ୍ଵୀ ପୁଷ୍କର ଦୋଷନାସ୍ତି ,କାଳବେଳା ଓ ବାରବେଳା – ଦିବା ଘ୦୯/୦୨ଗତେ ଘ୧୧/୫୭ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- […]

ଆଜିର ରାଶିଫଳ

ଫେବୃଆରୀମାସ ୨୬ତାରିଖ ୨୦୨୫ମସିହା (ବୁଧବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ଦିବା ଘ୧୧/୩୫ଗତେ ଚତୁର୍ଦ୍ଦଶୀ ,ନକ୍ଷତ୍ର-ଶ୍ରାବଣ।ରାତ୍ରିଘ୦୬/୨୪ଗତେ ଧନିଷ୍ଟା ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୩/୧୦ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୧୨ ,ଯୋଗିନୀ ଦକ୍ଷିଣେ ଦିବା ଘ୧୧/୩୫ ଗତେ ପଶ୍ଚିମେ ,ସିଂହରାଶିର ଘାତଚନ୍ଦ୍ର ,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ଚତୁର୍ଦ୍ଦଶୀ ର ପାର୍ବଣଶ୍ରାଦ୍ଧ ,କର୍କଟ ରାଶିର ଘାତବାର ,ଅଦ୍ୟ ପୁଷ୍କରଦୋଷ ନାସ୍ତି ,କାଳବେଳା -ଦିବା ଘ୦୯/୦୪ ଗତେଘ୧୦/୩୨ମଧ୍ୟେ ,ବାରବେଳା -ଦିବା ଘ୧୧/୫୭ଗତେ ଘ୦୧/୩୫ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୪୫ ମଧ୍ୟେ ଓ ଘ୦୧/୩୬ଗତେ ଘ୦୨/୧୦ ,ବିଶୁଦ୍ଧ […]

୨୮ରେ ୭ ଗ୍ରହଙ୍କ ପରେଡ

ଭୁବନେଶ୍ବର,୨୫।୨(ଏସଏସନିଉଜ)ଆସନ୍ତା ୨୮ତାରିଖରେ ମହାକାଶରେ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହିଦିନ ୭ଟିଗ୍ରହ ବୁଧ,ଶୁକ୍ର,ମଙ୍ଗଳ, ବୃହସ୍ପତି,ଶନି,ୟୁରେନ୍ସ ଏବଂ ନେପ୍‌ଚୁନ୍‌ ଗୋଟିଏ ଧାଡ଼ିରେ ଆସିବେ। ଗ୍ରହମାନଙ୍କ ଏଭଳି ସଂଯୋଗକୁ ‘ପ୍ଲାନେଟ ପରେଡ’ କୁହାଯାଉଛି। ଏହି ଦୃଶ୍ୟକୁ ଲୋକେ ଖାଲି ଆଖିରେ ମଧ୍ୟ ଦେଖିପାରିବେ। ତେବେ ୫ଟି ଗ୍ରହ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି ଖାଲି ଆଖିରେ ଦେଖାଯିବ। କିନ୍ତୁ ୟୁରେନ୍ସ ଏବଂ ନେପ୍‌ଚୁନ୍‌କୁ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ର କିମ୍ବା ଟେଲିସ୍କୋପ ବ୍ୟବହାର କରିବାକୁ ହେବ।ଗୋଧୂଳି ସମୟରେ […]

ମାର୍ଚ୍ଚ ୧ରେ ଦହିବରା ଆଳୁଦମ ଦିବସ

କଟକ,୨୪. ୦୨(ଏସଏସନିଉଜ) ଦହିବରା କେବଳ ଏକ ଖାଦ୍ୟ ନୁହେଁ, ଏହା ହେଉଛି ଏକ ଆବେଗ। ଅନନ୍ୟ ସ୍ୱାଦିଷ୍ଟ ଏହି ଦହିବରାକୁ ନେଇ ପ୍ରତ୍ୟେକ ଓଡ଼ିଆ ବିଶେଷକରି କଟକିଆଙ୍କର ଭାବାବେଗ ଜଡିତ ରହିଛି। ଏହି ଭାବାବେଗକୁ ଆଉ ପାଦେ ଆଗକୁ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧ ତାରିଖରେ ଦହିବରା ଆଳୁଦମ ଦିବସ ପାଳନ କରାଯିବ। ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ମାର୍ଚ୍ଚ ୧ ତାରିଖରେ ସିଲଭର ସିଟି ବୋଟ […]

ବିଶ୍ୱ ବଜ୍ରକପ୍ତା ଦିବସ ପାଳିତ

ବାରଙ୍ଗ,୧୫।୨(ଏସଏସନିଉଜ)ଶନିବାର ଦିନ ୧୧ଟା ସମୟରେ ନନ୍ଦନକାନନରେ ବିଶ୍ୱ ବଜ୍ରକପ୍ତା ଦିବସ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କର୍ମଶାଳା ରେ କଲେଜ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ବାଜ୍ରକପ୍ତାର ଆବଶ୍ୟକତା, ସେମାନଙ୍କ ସଂରକ୍ଷଣ ଉପରେ ବୁଝାଯାଇଥିଲା। ଏଥିରେ ପଟିଆରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ, ବାରଙ୍ଗ କୁଞ୍ଜବିହାରୀ ଡିଗ୍ରୀ କଲେଜ, ସେଞ୍ଚୁରିଆନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀ ମାନଙ୍କ ସହ ବାଜ୍ରକାପ୍ତା ପ୍ରଜନନ କେନ୍ଦ୍ରର ପଶୁପାଳକମାନେ ଅଂଶଗ୍ରହଣ କରିଥିଲେ। ଭାରତରେ ଦେଖାଯାଉଥିବା […]

ଆଜିର ରାଶିଫଳ

ଫେବୃଆରୀ ମାସ ୧୫ ତାରିଖ ୨୦୨୫ ମସିହା (ଶନିବାର)ଫାଲଗୁନ ମାସ- କୃଷ୍ଣପକ୍ଷ,ତିଥି- ତୃତୀୟା ରାତ୍ର ଘ୧୨/୦୪ ଗତେ ତୃତୀୟା,ନକ୍ଷତ୍ର- ଉତ୍ତର ଫା ରାତ୍ର ଘ୦୨/୩୨ ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୦/୦୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୦୩,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୧୨/୦୪ ଗତେ ନୈରୁତେ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୃଷ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର,କାଳବେଳା -ଦିବା ଘ୦୭/୪୪ମଧ୍ୟେ ଓ ଦିବା ଘ୦୪/୨୨ ଗତେ ଘ୦୫/୪୮ ମଧ୍ୟେ,ବାରବେଳା – ଦିବା ଘ୦୧/୩୨ ଗତେ ଘ୦୨/୫୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଘ୧୦/୧୭ […]

ଆଜିର ରାଶିଫଳ

ଫେବୃଆରୀମାସ ୧୧ତାରିଖ ୨୦୨୫ମସିହା (ମଙ୍ଗଳବାର)ମାଘମାସ- ଶୁକ୍ଳପକ୍ଷ ,ତିଥି- ଚତୁର୍ଦ୍ଦଶୀରାତ୍ର ଘ ୭/୦୮ ଗତେ ପୂର୍ଣ୍ଣିମା ,ନକ୍ଷତ୍ର- ପୂଷ୍ୟା ରାତ୍ର ଘ୭/୨୫ ଗତେ ଅଶ୍ଳେଷା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୨/୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୦/୫୮ ,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୭/୮ ଗତେ ବାୟବ୍ୟେ ,ଚତୁର୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମକରରାଶିର ଘାତବାର ,କାଳବେଳା -ଦିବା ଘ୦୧/୨୭ ଗତେ ଘ୦୨/୫୩ ମଧ୍ୟେ ,ବାରବେଳା – ଦିବା ଘ୦୭/୪୩ ଗତେ ଘ୦୯/୦୮ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୯/୦୯ ଗତେ ଘ୧୧/୦୮ ମଧ୍ୟେ ଓ ଘ୦୩/୫୫ଗତେ […]