Browsing category

ମନୋରଞ୍ଜନ

ଉଦଯାପିତ ହେଲା ବାରଙ୍ଗ ମହୋତ୍ସବ

ଭୁବନେଶ୍ୱର,,୧୩/୧୧- ପାରମ୍ପାରିକ ରିତିରେ ଆରମ୍ଭ ହୋଇଥିବା ଦିତୀୟବାର୍ଷକ ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ ବୁଧବାର ରାତିରେ ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା ଏହି ମହୋସ୍ବବର ଉଦଯାପନ ଉସ୍ବବରେ ଅତିଥିଭାବେ ଐତିହାସିକ ତଥା ଗବେଷକ ଅନିଲ ଧିର ଯୋଗଦାନ କରି ବାରଙ୍ଗର ଗର୍ବ ଓ ଗୈାରବ ସାଜିଥିବା ଐତିହ୍ୟସମ୍ପନ୍ନ ଚୁଡଙ୍ଗଗଡ ଓ ପ୍ରାଚୀନଦୀ ବିଶ୍ୱଦରବାରରେ ପ୍ରତିପାଦିତ ହେବାକୁ ଯାଉଛି ବୋଲି କହିଥିଲେ । ଏବିଷୟରେ ଆଗାମି ଯୁବପିଢିମାନେ ଜାଣିବା ଓ ବାରଙ୍ଗର ଐତିହ୍ୟ,ପରମ୍ପରାକୁ ମନେପକାଇବାର ଉଦ୍ଦେଶ୍ୟରେ କରାଯାଇଥିବା […]

ଉଦଘାଟିତ ହେଲା ବାରଙ୍ଗ ମହୋତ୍ସବ

ଭୁବନେଶ୍ୱର,୧୨/୧୧- ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ ପାରମ୍ପାରିକ ରୀତିରେ ମଙ୍ଗଳବାର ଦିନ ଉଡଘାଟିତ ଦ୍ହୋଇଯାଇଛି । ଉତ୍ସବର ପ୍ରଥମ ଦିନରେ ସକାଳ ୭ଟା ସମୟରେ କମିଟିର କାର୍ଯ୍ୟକାରୀ ସଭାପତି ତୁଷାରକାନ୍ତ ଚକ୍ରବର୍ତୀଙ୍କ ନେତୃତରେ ଏକ ମାଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ଶହଶହ ଯୁବକ ତ୍ରିଶୁଳିଆ ରାମେଶ୍ୱର ମନ୍ଦିରରୁ ମାଶାଲ ଆଣି ମା କନକଦୁର୍ଗା ମନ୍ଦିର ଓ ମେଡିକାଲ ଛକ ଦେଇ ସଭାସ୍ଥଳକୁ ଆଣିଥିଲେ । ପରେ ବାଜା , ବାଣ , ରୋଷଣି ସହ […]

ଝଲସୁଛି ବାରଙ୍ଗ ,ବିରାଜିଲେ କାର୍ତିକେୟ

ଭୁବନେଶ୍ୱର,୧୨ା୧୧- ବାରଙ୍ଗର ଗଣପର୍ବ ତଥା ପ୍ରସିଦ୍ଧ କାର୍ତିକେଶ୍ୱର ପୁଜାକୁ ନେଇ ଚଳଚଂଚଳ ହୋଇଉଠିଛି ସମଗ୍ର ବାରଙ୍ଗ । ରଙ୍ଗବେରଙ୍ଗର ତୋରଣ ସାଙ୍ଗକୁ ସୁସଜ୍ଜିତ ଆଲୋକମାଳାରେ ଝଲସୁଛି ବାରଙ୍ଗ । କାର୍ତିକପୁର୍ଣମାଠାରୁ ଛୋଟ , ବଡ ହୋଇ ୧୨୨ଟି ପୁଜା ମଣ୍ଡପରେ ପୂଜା ପାଇଲେ କାର୍ତିକେୟ । ଏହି ପୁଜାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଦାଢାପାଟଣା ଗ୍ରାମରେ ହୋଇଛି ସର୍ବାଧିକ ୨୨ଟି ମେଢ । ତାସାଙ୍ଗକୁ ରହିଛି ଅପେରା,ମଙ୍ଗଳା ଛକରେ ପଡିଥିବା ମୀନା ବଜରର ଚକ୍ରୀ ଦୋଳି ସାଙ୍ଗକୁ […]