Browsing category

ମନୋରଞ୍ଜନ

ସାମ୍ବାଦିକଙ୍କୁ ୨୦ ହଜାର ଟଙ୍କା କରୋନା ସହାୟତା ଦେବାପାଇଁ ଦାବି

ଭୁବନେଶ୍ୱର , ୧/୬ (ଏସଏସନିୟୁଜ) ୨୫ ବର୍ଷ ତଳେ ଭୁବନେଶ୍ଵର ଠାରେ ଆରମ୍ଭ ହୋଇଥିବା ଓଡିଶା ପ୍ରେସ୍ଏକାଡେମୀର ୨୫ତମ ସ୍ୱନକ୍ଷତ୍ର ଉତ୍ସବ ଆଜି ଅପରାହ୍ନରେ ଏକାଡେମୀ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେପାଳିତ ହୋଇଯାଇଛି ।ଉତ୍ସବକୁ ପ୍ରଦୀପ ପ୍ରଜ୍ବଳନ କରି ବିଶିଷ୍ଟ ବେଦବିତ୍ର, ବରିଷ୍ଠ କଂଗ୍ରେସ ନେତା ଡ. ଆର୍ଯ୍ୟ କୁମାରଜ୍ଞାନେନ୍ଦ୍ର ଉଦ୍‌ଘାଟନ କରି କହିଲେ ଯେ ସହର ଓ ଗ୍ରାମାଂଚଳରେ ସାମ୍ବାଦିକମାନେ ଜୀବନକୁ ବାଜି ଲଗାଇ କାର‌୍ୟ୍ୟ କରୁଛନ୍ତି । ସରକାର ଏହି ଜରୁରୀ ପରିସ୍ଥିତିରେ ସେମାନଙ୍କ ପରିବାର […]

ଆସନ୍ତୁ ପଢିବା ଆଜି କାହାଣୀ- ଭାଇ ହୁଏ ଭଗାରୀ

ଦାଣ୍ଡପିଣ୍ଡାରେ ଖୁଣ୍ଟକୁ ଆଉଜିବସି ମନେମନେ କେତେ କ’ଣ ଗୁଣି ହେଉଥିଲା ମାଣିକ । ଆକାଶରେ ଭାସିଯାଉଥିବା ଭେଳାଏ ବାଦଲକୁ ଚାହିଁଥିଲା ଏକଲୟରେ । କାଇଁଚ ପାଚିଆରେ ମୁଢ଼ି ଦିମୁଠା ରସୁଣ ଦି ପାଖୁଡା ପକେଇ ବୋହୂ ଆଣି ପାଖରେ ଥୋଇଲା । ଅନ୍ୟମନସ୍କ ଶାଶୂ ଦେହରେ ହାତମାରି କହିଲା ବୋଉ ପାଟିରେ ପକାଅ, ମୁଁ ଚା’ କରି ଆଣୁଛି । ମାଣିକ ଚମକିପଡ଼ିଲା । ଆକାଶରୁ ଆଖି ଫେରାଇ ଆଣି ମୁଢି ଗଣ୍ଡାକ ପାଟିକୁ ଛାଟୁଛାଟୁ ଖଳାବାଡ଼ିରେ […]

ଲକଡାଉନ୍ ଘୁଞ୍ଚିବା ପରେ ମଉଳିଲା ଆଇପିଏଲ ଆଶା !

ଭୁବନେଶ୍ବର:, ୧୪|୦୪:(ଏସଏସଏନ୍)ଲକଡାଉନ୍ କୁ ମେ ମାସ ୩ ତାରିଖ ଯାଏଁ ଜାରି ରଖିବା ନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଘୋଷଣା କରିଛନ୍ତି । ଏହାପରେ ଆଇପିଏଲ ହେବା ନେଇ ସମସ୍ତ ଆଶା ଶେଷ ହୋଇଯାଇଥିବା କୁହାଯାଉଛି । ଏହାକୁ ନେଇ ବିସିସିଆଇ କୌଣସି ସମୟରେ ନିଷ୍ପତ୍ତି ନେଇପାରେ ବୋଲି ସୂଚନା ମିଳିଛି । ଯଦି ସ୍ଥିତି ସୁଧୁରେ ତେବେ ମଧ୍ୟ ଆଇପିଏଲ ଆୟୋଜନ ହେବା ନେଇ ଆଶା କମ ରହିଛି । ଦେଶରେ କରୋନା ଭାଇରସ ପାଇଁ […]

ସାକ୍ଷୀଗୋପାଳଙ୍କ ଗଜ ଉଧାରଣ ବେଶ : ସନ୍ଧ୍ୟାରେ ଭକ୍ତଙ୍କୁ ଦେବେ ଦର୍ଶନ

ଡେଲାଙ୍ଗ:୫/୨(ଏସଏସଏନ୍) ଆଜି ସନ୍ଧ୍ୟାରେ ପ୍ରଭୁ ସାକ୍ଷୀଗୋପାଳ ଠାକୁରଙ୍କ ଗଜ ଉଧାରଣ ବେଶ । ଆଜି ଏହି ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ ।  ଆସନ୍ତୁ ଆଜି ସନ୍ଧ୍ୟା ୬. ୩୦ରେ ସାକ୍ଷୀଗୋପାଳ ଠାକୁରଙ୍କ ଗଜ ଉଧାରଣ ବେଶ ଦର୍ଶନ କରିବା । ଏହି ଦର୍ଶନ ପାଇ ପ୍ରଭୁକୃପା ହୋଇପାରିବା ।

ହରିନାମରେ କମ୍ପିବ ବାବାଙ୍କ ପୀଠ

ବାରଙ୍ଗ,୨୮/୧(ଏସଏସନିୟୁଜ)ହରିନାମରେ କମ୍ପିବ ବାବା ସୋମନାଥଙ୍କ ପୀଠ ।ହରିକଥା ଶୁଣିବାକୁ ଆସିବେ ଭକ୍ତ । ନଅଦିନ ଧରି ଭକ୍ତମାନଙ୍କ ଜନଗହଳିରେ ପୁରିଉଠିବ ଏହି ପୀଠ ।ଏହିଭଳି ଏକ ପରିବେଶ ସୃଷ୍ଟି ହେବାକୁ ଯାଉଛି ବାବା ସୋମନାଥଙ୍କ ପୀଠରେ ।ରାଜଧାନୀ ଉପକଣ୍ଠ ଢାଓାସ୍ଥିତ ସୋମନାଥ ମନ୍ଦିର ହେଉଛିି ବାରଙ୍ଗ ତଥା ପଟିଆ ଅଂଚଳର ସର୍ବପୁରାତନ ଶୈବପୀଠ । ମା ସରସ୍ୱତୀଙ୍କ ପୁଜାସ୍‌ବ ଦିନଠାରୁ ତ୍ରୟୋଦଶବାର୍ଷିକ ଶ୍ରୀଶ୍ରୀ ରାମଚରିତ ମାନଓ ନବାନ୍ନପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ବାବା ସୋମନାଥଙ୍କ ପୀଠରେ ଆରମ୍ଭ […]

ନନ୍ଦନକାନନକୁ ଆସିବ ଧଳାଗଣ୍ଡା

ଭୁବନେଶ୍ୱର : ୨୪ /୧(ଏସଏସଏନ) ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନନ୍ଦନକାନନ କର୍ତ୍ତୁପକ୍ଷ ପୁଣି ଆନାକୋଣ୍ଡା ପରେ ଏବେ ନୁଆ ପ୍ରଜାତୀର  ଧଳା ଗଣ୍ଡା କୁ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି । ଏ ଖବର ଶୁଣିଲା ପରେ   ପଶୁପ୍ରେମୀ ମହଲରେ ଖୁସିର ବାତାବରଣ ଖେଳିଯାଇଛି । ପ୍ରକାଶ ଯେ  , ସିଙ୍ଗାପୁର ଓ ଶ୍ରୀଲଙ୍କାରୁ  ନନ୍ଦନକାନନକୁ ଆସିବ ଧଳା ଗଣ୍ଡା  । ତାସହିତ ଆସିବ  ଆଫ୍ରିକୀୟ ସିଂହ। ଏ ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ […]

କମ୍ପିଲା ଇଞଣା

ବାରଙ୍ଗ,୧୨/୧(ଏସଏସନିଉଜ)ହରିନାମରେ କମ୍ପିଲା ରାଜଧାନୀ ଉପକଣ୍ଠ ଇଞଣା ଗ୍ରାମ ।ଦିନରୁ ଆରମ୍ଭ ହୋଇ ରାତି୯ଟାରେ ସରିଲା ।ଗ୍ରାମର ଯୁବକମାନଙ୍କଠାରୁ ଆରମ୍ଭ କରି ବୟସ୍କଲୋକମାନଙ୍କ ସମାଗମ ଏହି ସଙ୍କିର୍ତନ ପ୍ରତିଯୋଗୀତାର ଗୁରୁତ୍ୱ ବଢାଇଥିଲା ।ଗାୟକ ଭାବେ ଛୋଟଝିଅଟିଏ ନିଖୁଣ ଭାବେ ଭଗବାନଙ୍କ ନାମ ନେବା ସହ ବିଭିର୍ଣକଥାବସ୍ତୁ ଉପରେ ପ୍ରାଞଳଭାବେ ବୁଝାଇବାର ଶୈଳୀ ଦେଖଣାହାରୀଙ୍କୁ ବିମୋହିତ କରିଥିଲା ।ରବିବାରଥିଲା ମାଦୁଲାଦେଇ ଠାକୁରାଣୀଙ୍କ ବିଜେସ୍ଥଳୀରେ ସଙ୍କିର୍ତନ ପ୍ରତିଯୋଗୀତା-୨୦୨୦ ।ଏହି ପ୍ରତିଯୋଗୀତାରେ ଆଖପାଖ ଅଂଚଳରୁ ୧୫ଟି ଦଳ ଅଂଶଗ୍ରହଣ କରି ପ୍ରତିଯୋଗୀତାରେ ଭାଗନେଇଥିଲେ […]

ଆରମ୍ଭ ହେଲା କଳସଯାତ୍ରା

ଚନ୍ଦକା,୮/୧(ଏସଏସନିଉଜ)ଆରମ୍ଭ ହେଲା କଳସ ଯାତ୍ରା ।ଏଥିରେ ସାମିଲ ହୋଇଛନ୍ତି ଚନ୍ଦକା ,ଶିମିଳିପାଟଣା ଗ୍ରାମର ଶତାଧିକ ମହିଳା ଓ ପୁରୁଷ । ସମର୍ସ୍ତଙ୍କ ଦେହରେ ଗୋଟିଏ ରଙ୍ଗର ପୋଷାକ ।ଉପବାସ ରହି ତୁଣ୍ଡରେ ଅଜାଣେଶ୍ୱରଙ୍କ ଜୟଗାନ କରି ଆଗେଇ ଚାଲିଛନ୍ତି ।ଏହିଭଳି ଏକ ଆଧ୍ୟାମ୍ତିକ ପରିବେଶ ସୃଷ୍ଟିହେବା ଭଳି ଦୃଶ୍ୟ ବୁଧବାରଦିନ ଚନ୍ଦକା ଅଂଚଳରେ ଦେଖିବାକୁ ମିଳିଛି ।ବାବା ସୁରେନ୍ଦ୍ରବାୟାଙ୍କର ୮୨ତମ ଜନ୍ମବାର୍ଷିକରେ ଅଜାଣେଶ୍ୱର ଅଶ୍ରମରେ ଲାଗିଚି ଗହଳି ।ମହାପ୍ରଭୂ ଅଜାଣେଶ୍ୱରଙ୍କର ପୀଠରେ ଆରମ୍ଭ ହେବାକୁ ଯାଉଛି ୫୯ତମ […]

୨୦୨୦ କେମିତି କଟିବ ଓ କେଊଁ ରାଶି କରିବ ଧନର ବର୍ଷା

ଉକ୍ତଳରତ୍ନ ପଣ୍ଡିତ ଡଃ ପ୍ରତାପ ପଣ୍ଡା ବାସ୍ତୁରତ୍ନ ଓ ଜ୍ୟୋତିଷଶାସ୍ତ୍ର ବିଷାରଦଙ୍କ ଗଣନା ଅନୁଯାୟୀ ମେଷ-ବର୍ଷ ଆରମ୍ଭରୁ ବୃହସ୍ପତି ନବମଭାଗ୍ୟସ୍ଥାନରେ ଅବସ୍ଥିତକରୁଥିବାରୁ ଅତି ଶୁଭଫଳ ଦାୟକ ଅଟେ ।ଶନି ୧୦ମ ଭାବେ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବେ ।ବୃୃହଷ୍ପତି ଓ କେତୁ ୯ମ ଭାବରେ ଶୁଭଫଳ ପ୍ରଦାନ କରବେ । ବୃହଷ୍ପତି ଓ ଶନିଙ୍କ ପ୍ରଭାବରେ ଭାଗ୍ୟୋଦୟ ସମୟ ରହିଛି ।ମନରେ ଉସ୍ାହ,ବିଶ୍ୱାସ ବୃଦ୍ଧିପାଇବ, ବନ୍ଧୁ ଓ ପରିବାରର ସହଯୋଗ ମିଳିବା ସହ ଲମ୍ବାଯାତ୍ରାର ଯୋଗରହିଛି ।ବ୍ୟବସାୟ […]

ଜାନୁୟାରୀ ୪ ରୁ ଶିଶିର ସରସ-୨୦୨୦

ଭୁବନେଶ୍ୱର,୨୭/୧୨(ଏସ୍ଏସ୍ ନିଉଜ) ଏଥର ଶିଶିର ସରସ-୨୦୨୦ ଭୁବନେଶ୍ୱର ୟୁନିଟ-୩ ସ୍ଥିତ ଇଡକୋପ୍ରଦର୍ଶନୀ ପଡିଆରେ ଜମାଇବ ଆସର । ଓଡିଆ ସାଂସ୍କୃତିକ କ୍ୟାଲେଣ୍ଡରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇସାରିଥିବା ଜାତୀୟସ୍ତରୀୟ ମେଳା ଶିଶିରସରସ ଜାନୁୟାରୀ ୪-୧୪ତାରିଖ ପର୍ଯ୍ୟନ୍ତ ୧୧ଦିନଧରି ଚାଲିବ । ଏହି ମେଳାରେ ପଡିବ ୩୦୦ଟି ଷ୍ଟଲ । ଏଥିପାଇଁ ସମସ୍ତ ପ୍ରସ୍ତୁତିପର୍ବ ସରିଛି ।ମିନି ଇଣ୍ଡିଆ ବଜାର ସଦୃଶ ଏହି ମେଳାରେ ଭାରତର ୨୫ଟି ରାଜ୍ୟ ଅଂଶଗ୍ରହଣ କରିବ ।ଉତରପୁର୍ବ ରାଜ୍ୟର ବାଉଁଶ ଶିଳ୍ପ ବ୍ୟବସାୟ,ଘରସଜ୍ଜାଫୁଲ […]