ଛାଇଗଲା ଯୁଦ୍ଧର ଘନଘଟା
୧-ରାଜ୍ୟରେ ଖୁବ୍ ଶୀଘ୍ର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ସମ୍ଭାବନା ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ଏସ୍ଓପି ପ୍ରସ୍ତୁତ କରାଯାଉଛି। ୨-୧୭ତମ ଧଉଳି-କଳିଙ୍ଗ ମହୋତ୍ସବ ଆରମ୍ଭ: ଭକ୍ତିରସ ପରେ ଛାଇଗଲା ଯୁଦ୍ଧର ଘନଘଟା । ୩-ଆଗଧାଡ଼ିର ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ, ଟିକା ନେଲେ ପୁଲିସ ଡିଜି, ଜିଲ୍ଲାପାଳ, ଏସ୍ପି । ୪–ବହୁ ଚର୍ଚ୍ଚିତ ମାହାଙ୍ଗା […]