Browsing category

ଜିଲ୍ଲା

ଭଙ୍ଗାଯିବ ବୈକୁଣ୍ଠଧାମ ଆଶ୍ରମ

ଭଙ୍ଗାଯିବ ବୈକୁଣ୍ଠଧାମ ଆଶ୍ରମ

ଭୁବନେଶ୍ବର,୨୧/୧୧(ଏସଏସନିଉଜ)ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ।ଆସନ୍ତାକାଲି ସକାଳ ୮ଟାରେ ଭଙ୍ଗାଯିବ ଆଶ୍ରମ।ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବାକୁ ବିଡିଏ ପକ୍ଷରୁ ଘୋଷଣା କରାଯାଇଛି।ବିଡିଏ, ବିଏମ୍‌ସି ଓ କମିଶନରେଟ୍ ପୋଲିସକୁ ନେଇ ଭଙ୍ଗାଯିବ ଆଶ୍ରମ।୧୪୦ ଡିସିମିଲ୍ ସରକାରୀ ଜମିରେ ଅଛି ବୈକୁଣ୍ଠଧାମ ଆଶ୍ରମ।

ଆରମ୍ଭ ହେଲା ପ୍ରାଣୀଧନ ଗଣନା

ଆରମ୍ଭ ହେଲା ପ୍ରାଣୀଧନ ଗଣନା

  କଟକ,୨୧/୧୧(ଏସଏସନିଉଜ)ରାଜ୍ୟରେ ୨୧ତମ ପ୍ରାଣୀଧନ ଗଣନା -୨୦୨୪ କାର୍ଯ୍ୟକ୍ରମ କଟକ ଜିଲ୍ଲାର ଖପୁରିଆସ୍ଥିତ ୱାର୍ଡନଂ ୫୦ ଏବଂ ୫୨ରୁ ଶୁଭାରମ୍ଭ କରାଯାଇଅଛି। ରାଜ୍ୟର ସମସ୍ତ ଗ୍ରାମ ତଥା ସହରାଞ୍ଚଳରେ ଥିବା ସମସ୍ତ ୱାର୍ଡରେ ଏହି ପ୍ରାଣୀ ଧନ ଗଣନା କରାଯିବ୨୦୧୯-୨୦ ମସିହାଠାରୁ ପ୍ରତି ୫ବର୍ଷରେ ଏହି ଗଣନା କରାଯାଇ ଆସୁଛି।ପ୍ରାଣୀ ସମ୍ପଦର ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ପ୍ରାଣୀଧନ ଗଣନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ […]

ବାରଙ୍ଗରେ ଲଜ୍ଜ୍ୟା

ବାରଙ୍ଗରେ ଲଜ୍ଜ୍ୟା

କଟକ,୨୦/୧୧(ଏସଏସନିଉଜ)କଟକଜିଲ୍ଲା ବାରଙ୍ଗ ଅଞ୍ଚଳର ତ୍ରିଶୂଳଆ ପାଖରେ ଥିବା ଏକ ଇଟାଭାଟି ପାଖରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ପିଶାଚ ମାମୁଁ୬ବର୍ଷର ଭାଣେଜିକୁ ବି ଛାଡିନାହିଁ। ଏହି ଘଟଣା ଏବେ ବାରଙ୍ଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ପୋଲିସ ଅଭିଯୁକ୍ତ ମାମୁଁଙ୍କୁ ଗିରଫ କରିଛି।ଝାଡ଼ଖଣ୍ଡ ଅଞ୍ଚଳର ମାମୁଁ ତ୍ରିଶୂଳିଆ ନିକଟରେ ଥିବା ଏକ ଇଟାଭାଟିରେ ପରିବାର ସହ ରହୁଥିବା ଜଣେ ୬ ବର୍ଷର ସମ୍ପର୍କୀୟ ଭାଣେଜିକୁ କୁରକୁରେ ଖାଇବାକୁ ଦେବାକୁ ଫସାଇ ମଙ୍ଗଳବାର ସନ୍ଧ୍ୟା ସମୟରେ ଦୁଷ୍କର୍ମ […]

ଜମୁଛି ବାରଙ୍ଗର ପ୍ରସିଦ୍ଧ କାର୍ତିକେଶ୍ୱର ପୁଜା

ବାରଙ୍ଗ, ୧୯/୧୧(ଏସଏସନିଉଜ) ବାରଙ୍ଗର ଗଣପର୍ବ ତଥା ପ୍ରସିଦ୍ଧ କାର୍ତିକେଶ୍ୱର ପୁଜା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଚଳିତବର୍ଷ ବାରଙ୍ଗ ଅଂଚଳରେ ୧୦୦ରୁ ଉର୍ଦ୍ଧ ପୂଜାମଣ୍ଡପରେ ପ୍ରଭୁକାର୍ତ୍ତିକେୟ ଙ୍କର ପୂଜାଅର୍ଚ୍ଚନା ଚାଲିଛି। ଏହି ପୂଜା ୧୦ଦିନ ଧରି ଚାଲିବାକୁ ଥିବାବେଳେ ସନ୍ଧ୍ୟା ହେବାମାତ୍ରେ ପୁଜମଣ୍ଡପରେ ଲାଗୁଛି ଗହଳି । କିଣାବିକାର ପସରା ସାଙ୍ଗକୁ ଚଟାପଟ ଖାଦ୍ୟ ଓ ତାସାଙ୍ଗକୁ ମିନାବଜାରର ମଜା ଉଠାଉଛନ୍ତି ଦର୍ଶକ। ୧୦ଦିନ ଧରି ଚାଲିବାକୁ ଥିବା ଏହି ପୁଜାବଜାରରେ ବିଭିନ୍ନ ପୂଜାମଣ୍ଡପ ପାଖରେ ଆୟୋଜିତ […]

ନିର୍ଦୟୀ ମା,ପ୍ରେମିକ ସହ ମିଶି ପିଲାଙ୍କୁ ଦେଉଛି ଚେଙ୍କ

  ବୁଭୁବନେଶ୍ୱର,୧୫/୧୧(ଏସଏସନିଉଜ) ସଇତାନ ସାଜିଥିଲା ମାଆ।ମାଆ ଆଗରେ ପ୍ରେମିକ ତିନିଦିନ ଧରି ବନ୍ଦଘରେ ଦୁଇପିଲାଙ୍କୁଚେଙ୍କ ଦେପିଲାଙ୍କୁଉଥିଲା ।ଶିଶୁ ଦିବସରେ ଏହିଭଳି ଘଟଣା ଭୁବନେଶ୍ବର ମୈତ୍ରୀବିହାର ଥାନା ମହାବୀର ନଗରବସ୍ତି ଅଞ୍ଚଳରେ ଘଟନା ।ବାପା ଅନୁପସ୍ଥିତିରେ ଯୁବକ ଜଣଙ୍କସବୁଦିନ ଘରକୁ ଯିବା ଆସିବା କରୁଥିଲା।ପୁରୁଷ ସହ ମାଆ ପର ସମ୍ପ ରଖିଥିଲା।ହେଲେ ଏହି ଘଟଣାକୁ ବିରୋଧ କରିଥିଲେ ଭାଇ ଭଉଣୀ ।ଯାହାଫଳରେ ଜନ୍ମକଲା ମାଆ ଆଗରେ ଆରମ୍ଭ ହୋଇଥିଲା ନିର୍ଯାତନା।ପ୍ରେମିକ ସହ ମିଶି ମାଆ ସାଜିଥିଲା ସଇତାନ ।ଖବର […]

ଏମିତି କଲେ ପାଇବେ ସୁଭଦ୍ରାଟଙ୍କା

ଭୁବନେଶ୍ୱର,୧୩/୧୧(ଏସଏସନିଉଜ)ଏଯାଏଁ ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କୁ ମନ୍ତ୍ର ଦେଇଛନ୍ତି ପ୍ରଭାତୀ।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ହିତାଧିକାରୀମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲନମ୍ବର ଲିଙ୍କ୍‌ ପାଇଁ ପରାମର୍ଶ ଦେଇଛନ୍ତି।ପ୍ରାୟ ୫ଲକ୍ଷ ଆବେଦନକାରୀଙ୍କର ବ୍ୟାଙ୍କ ସହ ଲିଙ୍କେଜ୍‌ ହୋଇନି।ବ୍ୟାଙ୍କ ଆକାଉଣ୍ଟ-ଆଧାର-ମୋବାଇଲ ନମ୍ବର ମଧ୍ୟରେ ସମନ୍ବୟନାହିଁ।ଯାହାର ଦୁଇତିନିଟି ଆକାଉଣ୍ଟ, ସେମାନଙ୍କର ଏଭଳି ସମସ୍ୟା ହେଉଛି।ବ୍ୟାଙ୍କ ଯାଇ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଯୋଡ଼ନ୍ତୁ।୨୪ତାରିଖରେ ବାକିଥିବା ହିତାଧିକାରୀଙ୍କୁ ଟଙ୍କା ମିଳିଯିବା କଥା।କେହି ବଞ୍ଚିତ ହେଲେ ୨୪ତାରିଖ […]

ଗିରଫ ହେଲେ ଇତିଶ ପ୍ରଧାନ

ଭୁବନେଶ୍ୱର,୧୨/୧୧(ଏସଏସନିଉଜ)ଗିରଫ ହେଲେ ପୂର୍ବତନ ଛାତ୍ର କଂଗେସ ସଭାପତି ଇତିଶ ପ୍ରଧାନ। ଇତିସଙ୍କ ସମେତ ବିପ୍ଳବ ପରିଡ଼ା ଓ ଅର୍ପଣ ମିଶ୍ର ମଧ୍ୟ ଗିରଫ ହୋଇଛନ୍ତି।ସହିଦନଗରଥାନା ସମ୍ମୁଖରେ ୫୦ ହଜାରଟଙ୍କା ଦାଦାବଟି ମାଗିବା ପଡ଼ିଲା ମହଙ୍ଗା । ଦୁଇ ଅଭିନେତାଙ୍କ ଝଗଡାରେ ମଧ୍ୟସ୍ଥି ସାଜିଥିଲେ ଇତିଶ୍ ପ୍ରଧାନ।କାଳିବୋଲିବା ସହ ତାଙ୍କୁ ୫୦ ହଜାର ଟଙ୍କା ବଟିମାଗିବା ଓ ଆକ୍ରମଣ କରିବା ନେଇ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ ୟୁଟ୍ୟୁବର ତପିମିଶ୍ର ।ପୂର୍ବରୁ ଦୁଇ ୟୁଟ୍ୟୁବର ତପି ମିଶ୍ର […]

ରାସ୍ତାରେ ଶବରଖି ରାସ୍ତାରୋକ

ସୁନ୍ଦରଗଡ଼,୧୧/୧୧(ଏସଏସନିଉଜ) ଗତକାଲି ସନ୍ଧ୍ୟାରେ ହେମଗିରି ଗର୍ଜନବାହାଲରେ କୋଇଲା ବୋଝେଇ ଟ୍ରକ ଧକ୍କାରେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଉଚିତ କ୍ଷତିପୂରଣ ଓ ସ୍ୱତନ୍ତ୍ର କୋଲ କରିଡର ରାସ୍ତାରେ କୋଇଲା ପରିବହନ ଦାବି କରି ଶବ ରଖି ଚାଲିଛି ରାସ୍ତାରୋକ।ଗତକାଲି ସନ୍ଧ୍ୟାରେ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଗର୍ଜନବାହାଲ ଗାଁର ପପୁ ଅମାତ ପ୍ରାଣ ହରାଇଥିଲେ । ଉଚିତ କ୍ଷତିପୂରଣ ଓ ସ୍ୱତନ୍ତ୍ର କୋଲ କରିଡର ରାସ୍ତାରେ କୋଇଲା ପରିବହନ ଦାବିକରି ଶବ ରଖି ରାସ୍ତାରୋକ […]

ଅନାସ୍ଥା ଭୟ

ବରଗଡ଼,୧୧/୧୧(ଏସଏସନିଉଜ) ଗାଈସିଲାଟ ବ୍ଲକ୍‌ ତାଲପାଲି ସରପଞ୍ଚ ଉର୍ମିଳା ସେଠ ଅନାସ୍ଥା ଭୟରେ ରବିବାର ପୂର୍ବାହ୍ନରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଷ ବୋତଲ ଜବତ କରିବା ସହ ସରପଞ୍ଚ ସେଠଙ୍କୁ ଚିକିତ୍ସ ପାଇ ପଦ୍ମପୁର ଉପଖଣ୍ଡ ହସ୍ପିଟାଲକୁ ପଠାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସରମ୍ପଚ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନୋଟିସ୍‌ ଆସିବା ସହ ୧୨ ତାରିଖରେ ଅନାସ୍ଥା ପ୍ରସ୍ତାବ ଲାଗି […]

ବସମାଲିକଙ୍କ ଦାଦାଗିରି …

ବାରଙ୍ଗ,୧୧/୧୧(ଏସଏସନିଉଜ) ଦାଦାଗିରି ଦେଖାଇ ଫେରାର ଥିବା ବାପୁନିକୁ ଶେଷରେ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣକ ହେଉଛନ୍ତି ରଘୁନାଥପୁର ଗାଁର ଏକ ଘରୋଇ ବସ ମାଲିକ ବାପୁନି ଓରଫ ମାନସ ରଞ୍ଜନ ସାହୁ ବୋଲି ସୂଚନା ମିଳିଛି ।ରାଜାରାସ୍ତାରେ ବସକୁ ଅଟକାଇ ବସ କଣ୍ଡଟର କୁ କାଠଫାଳିଆରେ ମାଡ଼ମାରି ଟଙ୍କା ଓ ସୁନାମୁଦିନେଇ ଫେରାର ଥିଲା ବାପୁନି । ମିଳିଥିବା ସୂଚନା ଅନୁଯାୟୀ, ସୌମେନ୍ଦ୍ରଙ୍କର OD 02-CL- 2122 ନମ୍ବର ବିଶିଷ୍ଟ ବସ ନିୟମିତ ଭାବେ ଭୁବନେଶ୍ବରରୁ […]