Browsing category

ଜିଲ୍ଲା

ନିଜେ କରିଥିଲେ,ଭୟରେ ଭାଙ୍ଗିଦେଲେ

ନିଜେ କରିଥିଲେ,ଭୟରେ ଭାଙ୍ଗିଦେଲେ

କଟକ,୨୭।୧୨(ଏସଏସନିଉଜ)ଆଠଗଡ଼ ତହସିଲ ଅନ୍ତର୍ଗତ ପାଟେଣୀଗାଁ ମୌଜାରେ ଜଣେ ମୁଷ୍ଟିମେୟ ବ୍ୟକ୍ତି ଏକ ବେଆଇନ ପାଚେରୀ ଆଢୁଆଳରେ ବେଆଇନ ବାଲି ବିକ୍ରୀ କରିଚାଲିଥିଲେ। ସ୍ଥାନୀୟ ଲୋକମାନଙ୍କୁ ଡର ଦେଖାଇ, ଏହି ବ୍ୟକ୍ତି ଜଣକ ମହାନଦୀରୁ ବେଆଇନ ବାଲି ଉତ୍ତୋଳନ କରୁଥିଲେ ଓ ଚଢ଼ା ଦରରେ ବାହାରେ ବିକ୍ରୀ କରୁଥିଲେ। ଏହାକୁ ବିରୋଧ କରି ସ୍ଥାନୀୟ ଲୋକମାନେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଜିଲ୍ଲା ଖଣି ଅଧିକାରୀ ଙ୍କ ତଦନ୍ତ ରିପୋର୍ଟ ଆଧାରରେ ଆଠଗଡ଼ ଉପଜିଲ୍ଲାପାଳ […]

ଚୋରି କରୁଥିଲେ,ମାଡ଼ି ବସିଲା ପୋଲିସ

ଚୋରି କରୁଥିଲେ,ମାଡ଼ି ବସିଲା ପୋଲିସ

ଭୁବନେଶ୍ୱର,୨୭/୧୨(ଏସଏସନିଉଜ)ଚନ୍ଦକାଥାନା ଓ ଭୁବନେଶ୍ୱର ସିଟି ଫରେଷ୍ଟ ପାତ୍ରପଡାରେଞ୍ଜ ଅଧୀନ ପାଇକରାପୁର ଅଞ୍ଚଳରେ ବେଧଡକ ଭାବେ ମାଟି,ମୋରମ ଚୋରାଚାଲାଣ ଚାଲିଛି।କୌଣସି ସୂତ୍ରରୁ ଖବରପାଇ ପାଇକରାପୁର ପାହାଡ଼ ଅଞ୍ଚଳରେ ପାତ୍ରପଡା ସିଟି ଫରେଷ୍ଟର କର୍ମଚାରିମାନେରାତିଅଧିଆ ଚଢଉ କରି ଓଆର ୦୨- ବି ଡବ୍ଲୁ -୪୬୧୪ନଂ ଏକ ମାଟି ବୋଝେଇ ହାଇୱାକୁ ଜବତ କରିଛି। ଅନ୍ୟପଟେ ଇନ୍ଫୋଭ୍ୟାଲି ଥାନା ଅଧୀନ ଯାଆଁଳା, ମଦନପୁର ଆଖପାଖ ଅଞ୍ଚଳରେ ଚାଲିଥିଲା ବେଧଡ଼କ ମୋରମ ଓ଼ ମାଟି ଚୋରାଚାଲାଣ ବେଳେ ୩ଟି ମୋରମ ଓ ମାଟି […]

ଆରମ୍ଭ ହେଲା ୪ଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର

ଆରମ୍ଭ ହେଲା ୪ଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର

ବାରଙ୍ଗ,୨୭/୧୨(ଏସଏସନିଉଜ) କାନନବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ପରିସରରେ ଶୁକ୍ରବାର ଦିନ ଭାରତୀୟ ଶିକ୍ଷା ପରିଷଦ ଦ୍ବାରା ରାଜ୍ଯସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ରାଜ୍ୟର କୋଣ ଅନୁକୋଣ ତଥା ବହୁ ଉପାନ୍ତ ଅଞ୍ଚଳରେ ଭାରତୀୟ ଶିକ୍ଷା ପରିଷଦ ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟମାନଙ୍କରେ ଶତାଧିକ ଗୁରୁଜୀ ଗୁରୁମାମାନେ ଚାରିଦିନ ବ୍ୟାପି ହେବାକୁ ଥିବା ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରିଷଦର ସଭାପତି ସୁଧିର କୁମାର ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସୁଧିର […]

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଶୋକ

ଭୁବନେଶ୍ୱର,୨୬/୧୨(ଏସଏସନିଉଜ)ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତଃ ମନମୋହନ ସିଂହ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ । ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦକ୍ଷତା ପାଇଁ ସେ ସାରା ବିଶ୍ବରେ ସମ୍ମାନର ଅଧିକାରୀ ହୋଇ ପାରିଥିଲେ। ଅର୍ଥ ମନ୍ତ୍ରୀ ଭାବରେ ଦେଶର ଅର୍ଥନୀତିକୁ ସେ ଏକ ନୂଆ ଦିଗ ଦେଇଥିଲେ। ତାଙ୍କର ଉଦାର […]

୨୦୨୫ଡେସ୍କ୍ କ୍ୟାଲେଣ୍ଡର୍ ଲୋକାର୍ପିତ

ଭୁବନେଶ୍ୱର,୨୬/୧୨(ଏସଏସନିଉଜ)ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂଆବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି । କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି । ଏହି ଦେବାର୍ପଣ ପରେ ଆଜି ଉଭୟ କ୍ୟାଲେଣ୍ଡରକୁ ବିଧିବଦ୍ଧ ଭାବେ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଡେସ୍କ୍ କ୍ୟାଲେଣ୍ଡର ରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ ବାଲୁକା କଳା ସ୍ଥାନିତ […]

କଲେଜରେ ହେବ ନିର୍ବାଚନ

ଭୁବନେଶ୍ୱର,୨୬/୧୨(ଏସଏସନିଉଜ)କମ୍ପିବ କଲେଜ୍‌ କ୍ୟାମ୍ପସ୍‌ । ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ହେବାକୁ ଯାଉଛି। ଏଥିପାଇଁ କଲେଜ କ୍ୟାମ୍ପସ୍‌ ସରଗରମ୍‌ ହେବ । କଲେଜ ନିର୍ବାଚନକୁ ନେଇ ଗୁରୁବାର ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆସନ୍ତା ଶିକ୍ଷା ବର୍ଷରେ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ । କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଏବିଭିପି କାର୍ଯ୍ୟକ୍ରମରେ ଯୋଗନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]

ପାହାଡ଼ରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ

ବ୍ରହ୍ମପୁର,୨୬/୧୨(ଏସଏସନିଉଜ)ବ୍ରହ୍ମପୁର ସଦର ଥାନା ଅଲାରିଗଡ ଗ୍ରାମ ନିକଟ ପାହାଡ ଉପରୁ ବିବାହିତ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି ।ମୃତ ପ୍ରେମୀଯୁଗଳ ହେଲେ ପାଟପୁର ଥାନା ପାଟପୁର ଗ୍ରାମର ସନ୍ତୋଷ ସାହୁଙ୍କ ସ୍ତ୍ରୀସୁମିତ୍ରା ସାହୁ ଓ ପୁରୁଷ ଜଣଙ୍କ ହେଲେ ପାଟପୁର ଥାନା ରାଧାଦେଈପୁର ଗ୍ରାମର ସିମାଞ୍ଚଳ ସାହୁଙ୍କ ପୁଅ ରାଜେନ୍ଦ୍ର ସାହୁ । ଉଭୟଙ୍କ ୩ଟି ଛୁଆ ଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଥିଲା ।ଉଭୟ ଗତ ଡିସେମ୍ବର ୧୯ତାରିଖରୁ ନିଖୋଜ […]

ବଡ଼ଦିନକୁ ବିଗାଡିଦେଲା ବର୍ଷା 

ବାରଙ୍ଗ ୨୫/୧୨ (ଏସଏସନିଉଜ)ଆରମ୍ଭ ହୋଇଛି ପର୍ଯ୍ୟଟନ ରୁତୁ ।ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଭିଡ ଲାଗିରହିଥିବା ବେଳେ ବଡ ଦିନରେ ଅଧିକ ପର୍ଯ୍ୟଟକ ଆସିବାର ଆକଲନ କରାଯାଇଥିଲା।କିନ୍ତୁଲଘୁଚାପଜନିତ ବର୍ଷା ଯୋଗୁ ବଡ଼ ଦିନ ଫିକା ପଡ଼ିଯାଇଛି।ସବୁ ବିଗାଡି ଦେଇଥିଲା ବର୍ଷା। ଚନ୍ଦକା ଅଭୟାରଣ୍ୟର ଡେରାସ , ଗୋଡିବାରିର ପକୃତିକ ଶୋଭାରାଜି ମନଭରି ଉପଭୋଗ କରିବା ଓ ବଣଭୋଜି କରି ମଜା ଉଠାଇବା ପାଇଁ ଏଠାରେ ବଡଦିନରେ ପ୍ରବଳ ଭିଡ଼ ହୋଇଥାଏ।କିନ୍ତୁ ବୁଧବାର ଦିନ ତମାମ ଝିପିଝିପି ବର୍ଷା […]

ବାଜପାୟୀଙ୍କ ଜନ୍ମଜୟନ୍ତୀ ପାଳନ

ବାରଙ୍ଗ,୨୫-/୧୨(ଏସଏସନିଉଜ) ବୁଧବାର ବାରଙ୍ଗମଣ୍ଡଳ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ତ୍ରିଶୁଳିଆଛକ ନିକଟରେ ଭାରତରତ୍ନ ଯଶସ୍ବୀ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପାୟୀଙ୍କ ୧୦୧ ତମ ଜନ୍ମଜୟନ୍ତୀ ପାଳନ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବାଙ୍କୀନିର୍ବାଚନ ମଣ୍ଡଳୀର ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ, ରାଜ୍ୟମହିଳା ମୋର୍ଚ୍ଚା ସମ୍ପାଦିକା ନନ୍ଦିନୀ ଶତପଥି, କଟକଜିଲ୍ଲା ସମ୍ପାଦକ ପ୍ରଭାସ ରାଉତ, ଯୁବମୋର୍ଚ୍ଚା ସଭାପତି ନଳିନୀ ରାୟ ,ମଣ୍ଡଳସଭାପତି ବୁଲୁ ସ୍ୱାଇଁ,ପ୍ରଭାତ ମହାପାତ୍ର, ନାରାୟଣ ସ୍ୱାଇଁ,ଧର୍ମବୀର ରାଉତ,ବାବୁଲି ବିଶୋଇ , ନିରଞ୍ଜନ ବେହେରା,ବିଭୁତି ସାହୁ, […]

କଂଗ୍ରେସର ସାମ୍ବାଦିକ ସମ୍ମିଳନୀ…

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ)ଆମ୍ବେଦକରଙ୍କୁ ଅପମାନ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଆସନ୍ତାକାଲି ଦେଶର ସବୁ ଜିଲ୍ଲାରେ ରାଲି କରିବ କଂଗ୍ରେସ ।ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ କଂଗ୍ରେସ ।କେନ୍ଦ୍ର ଗୃହମନ୍ତ୍ରୀ ଇସ୍ତଫା ନଦେବା ପର୍ଯ୍ୟନ୍ତ କଂଗ୍ରେସ ପ୍ରତିବାଦ କରିବ ବୋଲି ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କଲା କଂଗ୍ରେସା