ଦେବାଦେବୀଙ୍କ ପ୍ରତିମା ଚୋରୀ ର୍ୟାକେଟକୁ ଧରିଲା ବାଣପୁର ପୋଲିସ
ବାଣପୁର,୩୦/୧(ଏସ୍ଏସ୍ନିୟୁଜ)ମନ୍ଦିରରୁ ବିଭିର୍ଣ ଦେବାଦେବୀଙ୍କ ପ୍ରତିମା ଚୋରୀକରୁଥିବା ର୍ୟାକେଟକୁ ବାଣପୁର ଥାନାପୋଲିସ ଧରିବାରେ ସକ୍ଷମ ହୋଇଛି । ଗତ ଡିସେମ୍ବରମାସରେ ବାଣପୁର ଥାନା ଅଧିନସ୍ଥ ଦକ୍ଷପ୍ରଜାପତି ମନ୍ଦିରରୁ ୨୨ଟି ମୁର୍ତିୀ ଚୋରୀ ହୋଇଥିବାର ଅଭିଯୋଗ ହୋଇଥିଲା ।ଏହି ମୁର୍ତୀଚୋରୀ ର୍ୟାକେଟକୁ ଧରିବାପାଇଁ ଥାନଅଧିକାରୀ ସଞୟକୁମାରପଟ୍ଟନାୟକଙ୍କ ନେତୃତ୍ୱରେ ଏସ୍ଆଇ ଏସ୍.କେ.ବେହେରା, ଏସ୍ଆଇ ବି.କେମଲିକ କୁ ନେଇ ଗଠିତ ଟିମ ବିଭିର୍ଣ ସ୍ଥାନରେ ଚଢାଉ କରିଥିଲେ ।ବିଶେଷସୁତ୍ରରୁ ଖବରପାଇ ବରୁଣେଇ ମନ୍ଦିର ଅଂଚଳରୁ ରାଜସ୍ଥାନର କୈଳାସ ମିନାକୁ ଶୁକ୍ରବାର ଗିରଫ କରି […]