Browsing category

ଘୋଟାଲା

ୟୁଟର୍ଣ୍ଣ ମାରିଲେ ନେତା

ୟୁଟର୍ଣ୍ଣ ମାରିଲେ ନେତା

୧-ରାଜ୍ୟ କ୍ୟାବିନେଟ୍‍ ବୈଠକ ; ଠିକା କର୍ମଚାରୀଙ୍କୁ ପୂଜା ଭେଟି, ପ୍ରଥମ ବର୍ଷରୁ ମିଳିବ ଅଧିକ ୫୦% ଦରମା ।ଚିକିତ୍ସା ସୁବିଧା ବି ମିଳିବ । ୨-ଆରସିବି ବିରୋଧରେ କେକେଆର ବିଜୟୀ । ଦ୍ୱିତୀୟ କ୍ୱାଲିଫାୟାର ଖେଳିବା ପାଇଁ ଟିକେଟ୍ ପକ୍କା । ବୁଧବାର ଦିଲ୍ଲୀ ସହ ହେବ ମୁକାବିଲା । ୩-ପିଲାଏ ପଢ଼ୁଛନ୍ତି ଅନ୍ଧବିଶ୍ୱାସର ପାଠ, ୪ର୍ଥ ଶ୍ରେଣୀ ବହିରେ ବଜ୍ରକାପ୍ତାକୁ ନେଇ ଭ୍ରମାତ୍ମକ ତଥ୍ୟ । ୪-ମନୀଷ ହତ୍ୟା ଘଟଣାର ଶୀଘ୍ର ରହସ୍ୟ ଉନ୍ମୋଚନ […]

ପ୍ରବାସୀ ଓଡ଼ିଆ ଛାନିଆଁ

ପ୍ରବାସୀ ଓଡ଼ିଆ ଛାନିଆଁ

୧. ଉତ୍ତରପ୍ରଦେଶ ଲଖୀମପୁର ହିଂସାକାଣ୍ଡ ଘଟଣା । କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ୨. ହିନ୍ଦୁମାନଙ୍କୁ ହେଉଥିବା ନୃଶଂସ ହତ୍ୟା ବିରୋଧରେ ବଜରଙ୍ଗଦଳ ବିଶ୍ବହିନ୍ଦୁ ପରିଷଦ କର୍ମିଙ୍କ ବିକ୍ଷୋଭ । ୩. ବିଜୁଳି ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେ ଥର୍ମାଲ ପ୍ଲାଣ୍ଟରେ କୋଇଲାର ଅଭାବ ଏବଂ କୋଇଲା ଉପସ୍ଥିତ ଷ୍ଟକ ବିଷୟରେ ସୂଚନା ଦେଇଛନ୍ତି । ୪. ଜୟଦେବ ଭବନରେ ରାଜ୍ୟସ୍ତରୀୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ […]

ମନରେ ରହିଗଲା ମାଆଙ୍କ ଜନ୍ମଦିନ ସେଲିବ୍ରେସନ୍

ମନରେ ରହିଗଲା ମାଆଙ୍କ ଜନ୍ମଦିନ ସେଲିବ୍ରେସନ୍

୧-ଫର୍ମକୁ ଫେରିଲେ ମୁମ୍ବାଇ ଇଣ୍ଡିଆନ୍ସର ଇଶାନ କିଶନ। ହାଇଦ୍ରାବାଦ ବିପକ୍ଷ ଶେଷ ମ୍ୟାଚ୍‌ରେ ଇଶାନ କିଶନ ବିସ୍ଫୋରଣ ବ୍ୟାଟିଂ କରି ମାତ୍ର ୧୬ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଛନ୍ତି। ୨-ବିଜୟ ସହ ନିଜର ଅଭିଯାନ ଶେଷ କଲା ମୁମ୍ବାଇ ଇଣ୍ଡିଆନ୍ସ, ମନୀଷ ପାଣ୍ଡେଙ୍କ ଅଧିନାୟକତ୍ଵ ଇନିଂସ ବେକାର . ୩-ଶେଷ ବଲ୍‌ରେ ଛକା ମାରି ଆରସିବିକୁ ଜିତାଇଲେ ଭରତ, ଚମକିଲେ ମ୍ୟାକ୍ସଓ୍ଵେଲ .। ୪-ହାଇଦ୍ରାବାଦ ଛାଡିଲେ ଡେଭିଡ୍ ଓ୍ଵାର୍ଣ୍ଣର, ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରୁ ବାଦ୍ ପଡିବା ପରେ […]

ଦଶହରା ପରେ ବଳ ଗୋଟାଇ ଆସିବ ବାତ୍ୟା

୧-ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀ, ୫ଶହ କୋଟି ଟଙ୍କାର ଉନ୍ନତି ମୂଳକ କାର୍ଯ୍ୟର କଲେ ଉଦଘାଟନ। ୨-ଭୁବନେଶ୍ୱର:ପଳାଶୁଣି ଠାରେ ପାଇପ୍‌ ମରାମତି କାର୍ଯ୍ୟ ଲାଗି ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜଳ ଯୋଗାଣ ବନ୍ଦ ରହିବ ୩-ଚାନ୍ଦିପୁରରୁ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ। ୪-ପୁରୀ: ଲାଇଟ ହାଉସ ବେଳାଭୂମିରେ ଭାସିଗଲେ ୩ ପର୍ଯ୍ୟଟକ, ୨ ଉଦ୍ଧାର ୫-ପୁରୀ:ବନ୍ଧା ହେଲେ ଠକ LIC ଏଜେଣ୍ଟ କବିରାଜ ବେହେରା ; ମୃତ ଲୋକଙ୍କ ନାମରେ ଲୁଟିଛନ୍ତି କୋଟି କୋଟି […]

ପ୍ରିୟଙ୍କାଙ୍କ ବିରୋଧରେ କେସ

୧-୯ ଓଭରରେ ମ୍ୟାଚ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନକୁ ହରାଇ ପ୍ଲେ ଅଫ ଆଶା ବଜାୟ ରଖିଲା ୨-ୟୁକେକୁ ହକି ଇଣ୍ଡିଆର କଡ଼ା ଜବାବ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବନି ଭାରତୀୟ ହକି ଟିମ୍ । ୩-କଂସାରିଗୁଡ଼ାରେ ହେବ ଦ୍ଵିତୀୟ ରିଫାଇନାରୀ କାରଖାନା; ଖର୍ଚ୍ଚ ହେବ ୧୧ ହଜାର କୋଟି, ନିଯୁକ୍ତି ପାଇବେ ୪୭୫୦ । ୪-ନଦୀମ ଅଞ୍ଜୁମ ହେଲେ ପାକ୍ ଗୁଇନ୍ଦା ISIର ନୂଆ ମୁଖ୍ୟ, ସେନାମୁଖ୍ୟ ଦାବିଦାର ହୋଇପାରନ୍ତି ବିଦାୟୀ ଡିଜି .। ୫-ଲଖିମପୁର […]

ପୂରା ଦୁନିଆରେ ହ୍ଵାଟ୍ସଆପ୍, ଫେସବୁକ ଓ ଇନଷ୍ଟାଗ୍ରାମ ସେବା ଠପ୍

  ୧. ଶ୍ରୀମନ୍ଦିରର ୭ଟି ଦ୍ୱାରରେ ଚାଲିଥିବା ରୁପା ଛାଉଣୀ କାମ ଶେଷ ହୋଇଛି । ବେହେରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗ ମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦି ନୃସିଂହ ମନ୍ଦିର ଓ ବିମଳା ମନ୍ଦିର ଦ୍ୱାର ସବୁକୁ ରୁପା ଛାଉଣୀ କରାଯାଇଛି । ୨. ଅଭୟାରଣ୍ୟରେ ଗୃହପାଳିତ ପଶୁ ପକ୍ଷୀଙ୍କୁ ବନ ବିଭାଗ ପକ୍ଷରୁ ଟିକାକରଣ । ୩. ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ଫେଜ୍‌ରେ ସୋମବାର ଏଠାରେ ଖେଳାଯାଇଥିବା ଡ୍ରାମାରେ […]

ଫିକା ପଡିଲା ବିସ୍ଫୋରକ ଶତକ

୧-ଫିକା ପଡିଲା ଋତୁରାଜଙ୍କ ବିସ୍ଫୋରକ ଶତକ, ଜୟଶଓ୍ଵାଲ ଓ ଶିବମ ଦୁବେଙ୍କ ଧୁଆଁଧାର ଅର୍ଦ୍ଧଶତକରେ ଚେନ୍ନାଇକୁ ୭ ଓ୍ଵିକେଟ୍‌ରେ ମାତ୍ ଦେଲା ରାଜସ୍ଥାନ । ୨-ଆଇପିଏଲ୍‌: ମୁମ୍ବାଇ ଇଣ୍ଡିଆନ୍‌ସ ବିପକ୍ଷରେ ୪ ଓ୍ଵିକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିଜୟୀ ୩-ନିକଟରେ ଦିଲ୍ଲୀ ଗସ୍ତରୁ ଫେରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୪ତାରିଖରୁ ମାରାଥନ୍ ଜିଲ୍ଲା ଗସ୍ତ କରିବେ। ୬ଦିନରେ ତିନିଟି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଏସ୍‌କେୱାଇ ସ୍ମାର୍ଟ କାର୍ଡ ବାଣ୍ଟିବେ ଏବଂ ବହୁ ପ୍ରକଳ୍ପର ଉଦ୍‌ଘାଟନ […]

ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା

୧-ଆଜି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ: ବାପୁଜୀଙ୍କୁ ମନେ ପକାଉଛି ସାରା ଦେଶ । ୨-ପଞ୍ଜାବର ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା । ପିସିସି ସଭାପତି ପାଇଁ ପୁଣି ରାଜି ସିଦ୍ଧୁ । ୩-ବିରଳ ରେକର୍ଡ ! ୪୫ ବର୍ଷ ପରେ ପୁଣି ହିମାଳୟର ମାଉଣ୍ଟ ‘ମାନସଲୁ’ରେ ପହଞ୍ଚିଲା ମଣିଷ, ଆରୋହଣ କଲେ ୨୨ ପର୍ବତାରୋହୀ । ୪-ସ୍ବଚ୍ଛ ଭାରତ ଅଭିଯାନ-‘ଅର୍ବାନ୍‌ ୨.୦’ ଓ ‘ଅମୃତ ୨.୦’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ । ୫-କରୋନା ଲକଡାଉନ୍ […]

ଏବେ ପୁଣି ଚର୍ଚ୍ଚାରେ ରାନୁ

୧. ଶାନ୍ତିସ୍ତୂପରେ ୨୧ଦିନ ଧରି ହେଉଥିଲା ବିଶ୍ବଶାନ୍ତି ମହାଯଜ୍ଞ, ଘିଅ ପରିବର୍ତ୍ତେ ୫ ଶସ୍ୟରେ ଦିଆଯାଉଥିଲା ପୂର୍ଣ୍ଣାହୁତି । ୨. ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.୦ ଏବଂ ଅମୃତ ୨.୦ ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଆରମ୍ଭ କରିବେ । ୩. ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସିଆଇପିଇଟି- ପେଟ୍ରୋରସାୟନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଜୟପୁରଠାରେ ଉଦ୍‌ଘାଟିତ । ୪. ସରକାରୀ ନିଯୁକ୍ତି ବୟସସୀମା ବୃଦ୍ଧି ଦାବିରେ ଯୁବ କଂଗ୍ରେସ ଅଭିନବ […]

ଗୁଲାବ କଲା ବାଦଲ ଫଟା ବର୍ଷା

୧-REETରେ ଚିଟ କରିବା ପାଇଁ ସ୍ୱତନ୍ତ୍ର ଚପଲ: ୪୦ ଜଣଙ୍କୁ ଗିରଫ କଲାଣି ପୋଲିସ ।ସେମାନେ ପିନ୍ଧିଥିବା ଚପଲ ‘ସୋଲ୍’ରେ ‘ବ୍ଲୁଟୁଥ୍ ଡିଭାଇସ୍’ ଖଞ୍ଜା ଯାଇଥିବା କଥା ପୁଲିସ ଅଧିକାରୀମାନେ କହିଛନ୍ତି। ୨–‘ଆୟୁଷ୍ମାନ୍‌ ଭାରତ ଡିଜିଟାଲ୍‌ ମିସନ୍‌’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ; ପ୍ରତ୍ୟେକ ନାଗରିକଙ୍କ ପାଇଁ ‘ସ୍ବାସ୍ଥ୍ୟ ପରିଚୟପତ୍ର’ ୩-ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ । ୪-ଗୁଲାବ ପ୍ରଭାବରେ ବାଦଲ ଫଟା […]