ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ
୧-ଭାରତରେ ନିଷିଦ୍ଧ ହେବା ପରେ ଚୀନ ଆପ କମ୍ପାନିଙ୍କ କ୍ଷତି ବଢିଚାଲିଛି ; ଭାରତ ସରକାରଙ୍କ ନିଷ୍ପତ୍ତିକୁ ବେଆଇନ କହିଲା ଚୀନ । ୨-ଉନ୍ମୋଚନ ହେଲା ‘ପରୀକ୍ଷା ଦର୍ପଣ’, ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯିବ ।ଖୁବ୍ଶୀଘ୍ର ସେମାନଙ୍କ ପାଖରେ ପହଞ୍ଚିବ ‘ପରୀକ୍ଷା ଦର୍ପଣ’ । ୩-ତାଣ୍ଡବ’ର ନିର୍ମାତା ଓ କଳାକାରଙ୍କୁ ଆଶ୍ଵସ୍ତି ଦେବାକୁ ମନା କଲେ ସୁପ୍ରିମକୋର୍ଟ, କହିଲେ- ଅସୀମିତ ନୁହେଁ ଅଭିବ୍ୟକ୍ତିର ସ୍ଵାଧୀନତା । ୪-ଦିଲ୍ଲୀ ଟ୍ରାକ୍ଟର ପରେଡ ହିଂସା: ରାକେଶ ଟିକାୟତ ଓ ଦର୍ଶନ […]