ନନ୍ଦନକାନନରେ ହେବ ମଇଳାପାଣି ବିଶୋଧନ ପ୍ରକଳ୍ପ
ଭୁବନେଶ୍ୱର: ନନ୍ଦନକାନନ କର୍ତୁପକ୍ଷ ପରିସରକୁ ପ୍ରଦ୍ୟୁଷଣ ମୁକ୍ତ ରଖିବାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।ଯାହାର ଫଳସ୍ୱରୁପ ନନ୍ଦନକାନନରେ ହେବାକୁ ଯାଉଛି ୫ଟି ମଇଳାପାଣି ବିଶୋଧନ ପ୍ରକଳ୍ପ ।ଏଥିରେ ବିଭିର୍ଣ ଏନକ୍ଲୋଜରରୁ ବାହାରୁଥିବା ମଇଳା ପାଣି ଓ ନର୍ଦ୍ଦମାପାଣିକୁ ବିଶୋଧନ କରାଯାଇ ପୁଣି ତାକୁ ବ୍ୟବହାର ଉପଯୋଗୀ କରାଯିବ ।ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତପର୍ବ । ଜାଗା ଚିହ୍ନଟ ସରିଥିବାବେଳେ ଟେଣ୍ଡର ପ୍ରକିୟାର ଅବଧିକୁ ଅପେକ୍ଷାକରି ରହିଛନ୍ତି ନନ୍ଦନକାନନ କର୍ତୁପକ୍ଷ ।୧କୋଟି ଟଙ୍କାର ବ୍ୟୟବରାଦରେ ହେବାକୁ ଥିବା ଏହି […]