Browsing category

ବାଣିଜ୍ୟ

ଓଡ଼ିଶାରେ ବି ଟିକା ରାଜନୀତି

ଖବର ଆଜିର,ତାରିଖ ୨୬/୧୦/୨୦ ସୋମବାର। ୧-ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ । ୨-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଓ୍ଵିକେଟ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍‌। ୩-ଓଡ଼ିଶାରେ ବି ଟିକା ରାଜନୀତି; ବିଜେଡି-ବିଜେପି ମୁହାଁମୁହିଁ: ବିହାରରେ ଯଦି ମାଗଣା, ଓଡ଼ିଶାରେ ? ୪-ରାଜ୍ୟ ସରକାରଙ୍କୁ ପାଲଟା ଆକ୍ରମଣ କଲା ବିଜେପି, ପିଆଜ ଦର ବୃଦ୍ଧି ପ୍ରସଙ୍ଗ ପିଆଜ ମିସନ୍ ନେଇ ପ୍ରଶ୍ନ ଉଠାଇଲା […]

ବିନା ଭକ୍ତ, ରକ୍ତରେ ହେଲା ଛତର ଯାତ୍ରା

ଖବର ଆଜିର,ତାରିଖ ୨୫/୧୦/୨୦ ରବିବାର। ୧-ରୋମାଞ୍ଚକର ମ୍ୟାଚ । ହାଇଦ୍ରାବାଦ ହାତରୁ ମ୍ୟାଚ ଛଡାଇନେଲା ପଞ୍ଜାବ । ୧୨ ରନରେ ବିଜୟ ହାସଲ କଲା ରାହୁଲ ବାହିନୀ । ୨-ବ୍ୟାଟିଂ ପରେ ବୋଲିଂରେ ଚମତ୍କାର । ୫୯ ରନରେ ବିଜୟ ହାସଲ କଲା କୋଲକାତା ନାଇଟ ରାଇଡର୍ସ । ୩-ବାଲେଶ୍ୱରରେ ଜମୁଛି ପ୍ରଚାର : ବଡ ଘୋଷଣା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ବିଜେଡି ପ୍ରଚାରରେ ୩ ମନ୍ତ୍ରୀ । ୪-ଚୀନ୍ […]

ବିହାର ନିର୍ବାଚନ- ବିଜେପି କହିଲା, ଭୋଟ ଦେଲେ ମିଳିବ ମାଗଣା ଟିକା

ଖବର ଆଜିର,ତାରିଖ ୨୩/୧୦/୨୦ ଶୁକ୍ରବାର। ୧-ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ୍ । ୨-ରାସନ କାର୍ଡ ଆବେଦନଠୁ ଧାନ ସଂଗ୍ରହ ପଞ୍ଜୀକରଣ : ଏବେ ଅନ୍‌ଲାଇନ୍ । ୩-ପଶ୍ଚିମ ଓଡ଼ିଶାରେ ପ୍ରଭାବିତ ହେବ ପ୍ଲାଜମା ଚିକିତ୍ସା ।ଉଦ୍‌ଘାଟନର ମାତ୍ର ଅଢେଇ ମାସ ମଧ୍ୟରେ ଖରାପ ହୋଇଗଲା ବୁର୍ଲା ରକ୍ତଭଣ୍ଡାର ପ୍ଲାଜମା ଷ୍ଟୋରେଜ ଫ୍ରିଜ। ୪-ହୁ ହୁ ହୋଇ ବଢ଼ୁଛି ପିଆଜ ଦର : ଅସାଧୁ ବେପାରିଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ, […]

କରୋନାର ଚକ୍ରବ୍ୟୁହରେ ଶୁଭୁନି ମନ୍ତ୍ର

ଖବର ଆଜିର,ତାରିଖ ୨୧/୧୦/୨୦ ବୁଧବାର। ୧-ଧାଓ୍ୱନଙ୍କ ଶତକ ବେକାର, ଦିଲ୍ଲୀକୁ ୫ ଓ୍ୱିକେଟରେ ହରାଇଲା କିଙ୍ଗସ୍ ଏକାଦଶ ପଞ୍ଜାବ। ୨-ବୋତଲରେ କ୍ଷୀର ପିଉଥିବା ଶିଶୁ ପ୍ରତିଦିନ ୧୦ ଲକ୍ଷରୁ ଅଧିକ ମାଇକ୍ରୋ ପ୍ଳାଷ୍ଟିକ୍ ଗିଳି ପକାଏ: ରିପୋର୍ଟ। ୩-କରୋନାର ଚକ୍ରବ୍ୟୁହରେ ପାର୍ବଣ ଋତୁ: ଶୁଭୁନି ମନ୍ତ୍ର, ନାହିଁ ସରସତା, ନାହିଁ ଆନନ୍ଦ । ୪-ଭ୍ୟାକସିନ ନ ଆସିବା ଯାଏଁ ଚଳିବନି ଢିଲାପଣ । କରୋନା ଭ୍ୟାକସିନ ପାଇଁ ଭାରତରେ ଚାଲିଛି କାମ । ଔଷଧ ଯେବେ ଆସିବ, […]

୨୬ରେ କଂଗ୍ରେସର ଦେଶବ୍ୟାପୀ ବିରୋଧ

ଖବର ଆଜି ସକାଳର,ତାରିଖ ୧୯/୧୦/୨୦ ସୋମବାର। ୧-ରୋମାଞ୍ଚକର ଦ୍ବିତୀୟ ସୁପର ଓଭରରେ ‌ମୁମ୍ବାଇ ଇଣ୍ଡିଆନସ୍‌କୁ ପରାସ୍ତ କଲା କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ୨-ଆଇପିଏଲ୍‌ରେ ସୁପର ଓଭର, ସନ୍‌ରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷରେ ଜିତିଲା କଲକାତା ନାଇଟ୍ ରାଇଡର୍ସ। ୩-ଲଘୁଚାପ ପ୍ରଭାବରେ ଆଜିଠୁ ୨୨ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ଉତର ଓ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ଅନୁମାନ । ୫ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି । ସମ୍ଭାବ୍ୟ ବନ୍ୟା ନେଇ ଜଳସମ୍ପଦ ବିଭାଗ ସଜାଗ […]

ଚମକିଲେ ଓଡ଼ିଆ ପୁଅ

ଆଜି ସକାଳର ଖବର ,ତାରିଖ ୧୭/୧୦/୨୦ ଶନିବାର। ୧-କ୍ୱିଣ୍ଟନ୍ ଡିକକଙ୍କ ଧୂଆଁଧାର ବ୍ୟାଟିଂ । ୮ ୱିକେଟରେ କୋଲକାତାକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ୨ ଅଙ୍କ ପାଇ ପଏଣ୍ଟ ଟେବୁଲ ଶୀର୍ଷରେ ମୁମ୍ବାଇଟ୍ଟ। ୨-ଚମକିଲେ ଓଡ଼ିଆ ପୁଅ । ନିଟ୍ ପରୀକ୍ଷାରେ ଟପ୍ପର ହେଲେ ରାଉରକେଲାର ସୋଏବ, ୭୨୦ରୁ ୭୨୦ ନମ୍ବର ରଖିଛନ୍ତି ସୋଏବ ।ଓଡ଼ିଶାର ୨୦ ହଜାର ଛାତ୍ରଛାତ୍ରୀଙ୍କୁ ର‍୍ୟାଙ୍କ୍‌। ୩-ଆସନ୍ତା ୧୯ରୁ ଆଉ ଏକ ଲଘୁଚାପ !  ଲଘୁଚାପ ଜନିତ ପ୍ରବଳ ବର୍ଷା […]

ୟୁରୋପରେ ଭୟାନକ ହେଲାଣି Covid

ଖବର ଆଜି ସକାଳର,ତାରିଖ ୧୬/୧୦/୨୦ ଶୁକ୍ରବାର। ୧-ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ । ଆଉ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ୨-ଆରସିବି କୁ ୮ ୱିକେଟରେ ହରାଇଲା ପଞ୍ଜାବ। ୩-ଖାଦ୍ୟରେ ବିଷକ୍ରିୟା : ଅକାଳରେ ଚାଲିଗଲା ୩ ଜୀବନ, ଗୁରୁତର ମା, ଝିଅ ଡାକ୍ତରଖାନାରେ ଭର୍ତ୍ତି।ମାଲକାନଗିରି ବ୍ଲକ୍ ପଦ୍ମଗିରି ପଞ୍ଚାୟତ ଅନ୍ତର୍ଗତ କଚେଲି ଗାଁରେ ଅଭାବନୀୟ ଘଟଣା ଘଟିଛି। […]

୫ଶହ କୁକୁରକୁ ରିସେପସନ୍ ଭୋଜି

ଖବର ଆଜିର,ତାରିଖ ୧୫/୧୦/୨୦ ଗୁରୁବାର। ୧-ଆଇପିଏଲ୍‌-୧୩: ରାଜସ୍ଥାନ ରୟାଲ୍ସକୁ ୧୩ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ । ୨-ଭୁବନେଶ୍ୱର-ମନ୍ଦିରରେ ବିବାହ, ୫ଶହ କୁକୁରକୁ ରିସେପସନ୍ ଭୋଜି ଦେଲେ ଦମ୍ପତ୍ତି। ୩-ଭୁବନେଶ୍ୱର ସିଇଟି ଇଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ବଡ ସଫଳତା । ବାର୍ଷିକ ୪୩ ଲକ୍ଷ ଟଙ୍କା ପ୍ୟାକେଜରେ ମାଇକ୍ରୋସଫ୍ଟରେ ନିଯୁକ୍ତି ପାଇଲେ ମୁସକାନ୍, ହରକିଶନଙ୍କୁ ମିଳିଲା ୩୦ ଲକ୍ଷର ପ୍ୟାକେଜ । ୪-ବରମୁଣ୍ଡା ଓଭରବ୍ରିଜ୍‌ରେ ମର୍ମନ୍ତୁଦ ଦୁର୍ଘଟଣା : ୪ ଘଣ୍ଟାର ଅପରେସନ,କ୍ୟାବିନ୍ କାଟି ଚାଳକଙ୍କୁ […]

ଆଉ ଦୁଇ ଲଘୁଚାପ ସୃଷ୍ଟି

ଖବର ଆଜି ସକାଳର, ତାରିଖ – ୧୪/୧୦/୨୦୨୦ ୧. ଉନିଶ୍‌-ବିଶ୍‌ରେ ଲଢୁଥିଲେ; ଉନିଶ୍‌-ବିଶ୍‌ରେ ଚାଲିଗଲେ, ମାହାଙ୍ଗା ମାଟିର ଦୁଇ ଦିଗ୍ଗଜ ଶରତ-ମତଲୁବ୍ । ୨. ନୂଆଦିଲ୍ଲୀ: ଦେଶରେ ଲଗାତାର କରୋନା ସଂକ୍ରମଣ ମାମଲା କମୁଛି । ନୂଆ ସଂକ୍ରମଣ ମାମଲା ୬୦ ହଜାରରୁ କମ୍ ରହିଛି । ୩. ଚେନ୍ନାଇ ଚମକ ଫେରିଲା, ସନ୍‌ରାଇଜର୍ସର ପଞ୍ଚମ ପରାଜୟ । ୪. ନୂଆଦିଲ୍ଲୀ: ସୀମା ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ସପ୍ତମ କମାଣ୍ଡରସ୍ତରୀୟ […]

ମୈଦାନକୁ ସିପାହୀ ଛାଡିଲା ହାତ

ଖବର ମଙ୍ଗଳବାର ସକାଳର ,ତାରିଖ ୧୩/୧୦/୨୦ । ୧-ବାଙ୍ଗାଲୋରର ବିଶାଳ ବିଜୟ, ୮୨ ରନରେ ହାରିଲା କୋଲକାତା ନାଇଟ ରାଇଡର୍ସ। ୨-ଗୁଗୁଲ୍ ବ୍ୟବହାକାରୀ ସାବଧାନ, ସର୍ଚ୍ଚରୁ ମିଳୁଛି ଆସୁଛି ଭୁଲ ତଥ୍ୟ, ଉପଯୋଗ ପୂର୍ବରୁ ତନଖନ୍ତୁ।ରସିଦ ଖାନଙ୍କ ପତ୍ନୀ ଅନୁଷ୍କା ଶର୍ମା ! ଗୁଗଲ ସର୍ଚରେ କାହିଁକି ଦେଖାଉଛି ଏଭଳି ତଥ୍ୟ ? ୩-ଲଘୁଚାପ ପ୍ରଭାବ: ଉପକୂଳ ଓଡ଼ିଶାରେ ପ୍ରବଳ ପବନ ସହ ବହୁ ଜିଲ୍ଲାରେ ଅତିପ୍ରବଳ ବର୍ଷିବ; ଅରେଞ୍ଜ ଓ ୟେଲୋ ଓ୍ଵାର୍ଣ୍ଣିଂ ଜାରି। ୪-ମହଙ୍ଗା […]