ରାଉରକେଲା,୪/୧୧(ଏସଏସ ନିଉଜ)ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ୍କୁ ନଦୀକୁ ଡେଇଁଲେ ଯୁବକ।ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କଦ୍ୱାରା ଯୁବକ ଉଦ୍ଧାର ହୋଇଛନ୍ତି।ଯୁବକ ଜଣଙ୍କ ଉଦିତନଗର ଥାନା ଓରାମପଡାର ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।
ବ୍ରାହ୍ମଣୀ ବ୍ରିଜ୍କୁ ଡେଇଁଲେ ଯୁବକ
