ଦେବଗଡ଼,୨/୫(ଏସ ଏସ ନିଉଜ)ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦରେ ୧୨ ଘଣ୍ଟିଆ ଦେବଗଡ଼ବନ୍ଦ ପାଳନ କରୁଛି ବିଜେପି।କର୍ମୀମାନେ ପିକେଟିଂ ଯୋଗୁ ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ ସହ ଗାଡି ଚଳାଚଳ ମଧ୍ୟ ସଂପୂର୍ଣ୍ଣ ଠପ୍ ହୋଇଯାଇଛି।ତିଳେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ବିଧାୟକ ଗିରଫ ହୋଇଛନ୍ତି ।
ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ
