ଭଦ୍ରକରେ ଚାଲିଲା ମୋହନଙ୍କ ବୁଲଡୋଜର

ଭଦ୍ରକ, ୧ା୮(ଏସଏସନିଉଜ) ଗୁରୁବାରଭଦ୍ରକର କଚେରୀବଜାର ଓ ବିଭିନ୍ନ ଅଞ୍ଚଳରେ ବେଆଇନ ଜବରଦଖଲକାରୀଙ୍କ ନିର୍ମାଣ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଅନୁସାରେ ବୁଲଡୋଜର ଚାଲିଛିା ପ୍ରଥମଦିନରେ ସହର ମଧ୍ୟରେ ଅପତ୍ତିବିନ୍ଧା ନିକଟରେ ସରକାରୀଜମିକୁ ଅବରୋଧକରି ହୋଇଥିବା ଦୋକାନଗୁଡିକୁ ଜିଲ୍ଲା ପ୍ରଶାସନଉଚ୍ଛେଦ କରିଛି । ଯେଉଁମାନେ ବେଆଇନ୍ ଭାବରେ ରାସ୍ତା ଉପରେ, ନୟନ ଜୋରି ଉପରେ, ଡ୍ରେନ ଉପରେ ଦୋକାନ ଘର କରି ବ୍ୟବସାୟ କରୁଛନ୍ତି, ସେମାନେ ଏହି ବେଆଇନ୍ ଜବର ଦଖଲରୁ ନିଜ ଆଡୁ ଉଠିଯାନ୍ତୁ, ନ ହେଲେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରାଯାଇଥିଲା ।

 

Comments (0)
Add Comment