ବାତିଲ ହେଲା ଅମରନାଥ ଯାତ୍ରା

ଭୁବନେଶ୍ୱର,୨୧/୬(ଏସଏସନିୟୁଜ) ଚଳିତ ବର୍ଷ ଅମରନାଥ ଯାତ୍ରା ହେବ ନାହିଁ । ଶ୍ରଦ୍ଧାଳୁ ଅନଲାଇନରେ ହିମଲିଙ୍ଗ ଦର୍ଶନ କରିବେ । କରୋନା ପାଇଁ ବାତିଲ ହୋଇଛି ଅମରନାଥ ଯାତ୍ରା । ଭକ୍ତମାନଙ୍କ ପାଇଁ ସକାଳ ଓ ସନ୍ଧ୍ୟାରେ କେବଳ ଅନଲାଇନରେ ଆଳତି ଉପଲବ୍ଧ ହେବାନେଇ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ସୂଚନା ଦେଇଛନ୍ତି ।

Comments (0)
Add Comment