ଭୁବନେଶ୍ବର,୨୯/୧(ଏସଏସନିୟୁଜ) ଭୁବନେଶ୍ୱର ରେ ଥିବା ବିଶେଶ୍ୱର ବସ୍ତି ଉପରେ ଚଢ଼ାଉ କରି କମିଶନରେଟ ପୋଲିସ ୨୦୦୦ ଗଂଜେଇ ଭର୍ତି ସିଗାରେଟ ସହିତ ୧୫ କିଲୋ ଗଂଜେଇ ଜବତ କରିଥିବା ସୂଚନା ମିଳିଛି।ଏହି କାରବାରରେ ସମ୍ପୃକ୍ତ ଦୁଇ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡିଛି।
ବସ୍ତି ରୁ ୨୦୦୦ ଗଂଜେଇ ସିଗାରେଟ ଜବତ
