ଭୁବନେଶ୍ୱର ,୮/୫(ଏସଏସନିୟୁଜ) ଷ୍ଟେସନ ଅଞ୍ଚଳରେ ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟ। ଦ୍ରୁତ ଗତିରେ ଗାଡ଼ି ଚଳାଇବାକୁ ନେଇ ଗଣ୍ଡଗୋଳ ହୋଇଥିଲା । କିଛି ସମୟ ପରେ କେତେକ ଯୁବକ ଆସି ତାଙ୍କୁ ଘରୁ ଡାକି ନେଇ ସଂଘବଦ୍ଧ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଥିଲେ । ଯୁବକଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।.ଏହିଭଳିଘଟଣା ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ବସ୍ତିରେ ଘଟିଛି । ବାପା ରବିନ୍ଦ୍ରଙ୍କ ସାମ୍ନାରେ ପୁଅ କାର୍ତ୍ତିକ ସାହୁକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।ବସ୍ତିରେ କେହିହେଲବି ସାହାର୍ଯ୍ୟ କରିବାକୁ ଆସିନଥିଲେ ।ଶେଷରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଅକୁ ଚିକିସ୍।ପାଇଁ କଟକ ବଡ ମେଡିକାଲ ନେବା ବେଳେ ବାଟରେ କାର୍ତ୍ତିକ ପ୍ରାଣ ହରାଇଥିଲେ ।ଖବରପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ବାପା ସମ୍ନାରେ ପୁଅକୁ ହତ୍ୟା
