ଜଙ୍ଗଲରେ ଛୁଆହାତୀର ମୃତଦେହ

ଜଙ୍ଗଲରେ ଛୁଆହାତୀର ମୃତଦେହ

ବାରିପଦା,୨୭/୯(ଏସଏସ ନିଉଜ) ବାଙ୍ଗିରିପୋଷି ନାଫ୍ରି ଜଙ୍ଗଲରେ ଛୁଆହାତୀର ମୃତଦେହ ଠାବ ହୋଇଛି।
ମୃତ ଛୁଆହାତୀର ବୟସ ୨ ମାସ ହେବ ବୋଲି ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ଡିଏଫ୍ଓ ଓ ଅନ୍ୟ ବନ କର୍ମଚାରୀ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।

Comments (0)
Add Comment