ଗଞ୍ଜାମ,୯/୧୧(ଏସଏସନିଉଜ)ବାଘଭୟରେ ଗଞ୍ଜାମ ବାଳକୁମାରୀ ପୀଠରେ ଦର୍ଶନକୁ କଟକଣା କରାଯାଇଛି।ଅପରାହ୍ଣ ୪ଟାପରେ ମାଆଙ୍କ ଦର୍ଶନ ବନ୍ଦ ନିଷ୍ପତ୍ତି ହୋଇଛି।ଅନିର୍ଦ୍ଦିଷ୍ଟ କାଳଯାଏ ଲାଗୁ ରହିବ କଟକଣା ବୋଲି ଜଣାପଡିଛି। ମନ୍ଦିରକମିଟି
ବାଳକୁମାରୀ ନିକଟ ରାମପୁର ଜଙ୍ଗଲରେ ବାଘ ବୁଲୁଛି ଓ ବାଳକୁମାରୀ ନିକଟରେ ମହାବଳର ପାଦଚିହ୍ନ ମିଳିବା ପରେ ଏହି କଟକଣା କରାଯାଇଛି।