ଭୁବନେଶ୍ୱର,୨/୫((ଏସ ଏସ ନିଉଜ)ECMWF ମଡେଲ୍ର ଆକଳନ ଅନୁସାରେ ବାତ୍ୟାର ଗତିପଥ ବଦଳିଛି।ECMWF ଆକଳନ ଅନୁଯାଇ ଏହା ପଶ୍ଚିମବଙ୍ଗ ଉପକୂଳରେ ମାଡ ହେବ।
ଆମେରିକାନ୍ GFS ମଡେଲ୍ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବ ବୋଲି କହୁଥିବାବେଳେ ୟୁରୋପିଆନ୍ ECMWF ମଡେଲ୍ ସମ୍ଭାବ୍ୟ ବାତ୍ୟା ଗଙ୍ଗାସାଗରରେ ମାଡ଼ ହେବ ବୋଲି କହୁଛି ।
ବଦଳିଲା ବାତ୍ୟା ଗତିପଥ
