ବାବାଙ୍କୁ ଉଠାଇନେଲା ପୋଲିସ

ଆଠଗଡ଼,୧୩/୧୦(ଏସଏସନିଉ ଜ)ଆଶ୍ରମରୁ ବାବାଙ୍କୁ ଉଠାଇନେଲା ଢେଙ୍କାନାଳ ପୋଲିସ।ତିଗିରିଆ ଥାନା ବାହାରବିଲା ଆଶ୍ରମରୁ ମହନ୍ତଙ୍କୁ ଉଠାଇନେଲା।ଢେଙ୍କାନାଳ ଭାପୁର ଅଞ୍ଚଳର ଯୁବତୀଙ୍କୁ ଅପହରଣ ଅଭିଯୋଗରେ ଉଠାଇଲା।ଚଢ଼ାଉ ବେଳେ ବାବାଙ୍କ ଗାଡ଼ିରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି।ଯୁବତୀଙ୍କ ସହ ବାବାଙ୍କ ଆପତ୍ତିଜନକ ଫଟୋ ମଧ୍ୟ ଜବତ କଲା ପୋଲିସ।

Comments (0)
Add Comment