Browsing author

SATYA SANDHANA DESK

ଏମିତି କଲେ ପାଇବେ ସୁଭଦ୍ରାଟଙ୍କା

ଭୁବନେଶ୍ୱର,୧୩/୧୧(ଏସଏସନିଉଜ)ଏଯାଏଁ ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କୁ ମନ୍ତ୍ର ଦେଇଛନ୍ତି ପ୍ରଭାତୀ।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ହିତାଧିକାରୀମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲନମ୍ବର ଲିଙ୍କ୍‌ ପାଇଁ ପରାମର୍ଶ ଦେଇଛନ୍ତି।ପ୍ରାୟ ୫ଲକ୍ଷ ଆବେଦନକାରୀଙ୍କର ବ୍ୟାଙ୍କ ସହ ଲିଙ୍କେଜ୍‌ ହୋଇନି।ବ୍ୟାଙ୍କ ଆକାଉଣ୍ଟ-ଆଧାର-ମୋବାଇଲ ନମ୍ବର ମଧ୍ୟରେ ସମନ୍ବୟନାହିଁ।ଯାହାର ଦୁଇତିନିଟି ଆକାଉଣ୍ଟ, ସେମାନଙ୍କର ଏଭଳି ସମସ୍ୟା ହେଉଛି।ବ୍ୟାଙ୍କ ଯାଇ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଯୋଡ଼ନ୍ତୁ।୨୪ତାରିଖରେ ବାକିଥିବା ହିତାଧିକାରୀଙ୍କୁ ଟଙ୍କା ମିଳିଯିବା କଥା।କେହି ବଞ୍ଚିତ ହେଲେ ୨୪ତାରିଖ […]

ଇତିହାସ ବିଭାଗର ପାଠଚକ୍ର

ବାରଙ୍ଗ ୧୨।୧୧(ଏସଏସନିଉଜ) ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟ ଇତିହାସ ବିଭାଗ ଦ୍ବାରା ମଙ୍ଗଳବାର ଦ୍ବିତୀୟପର୍ଯ୍ୟାୟ ପାଠଚକ୍ର ଆୟୋଜିତ ହୋଇଥିଲା।ପାଠଚକ୍ରର ବିଷୟବସ୍ତୁ ଥିଲା ” ଅଶୋକ ବିଶ୍ବଶାନ୍ତିର ପ୍ରତୀକ”।ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ସୁକାନ୍ତକୁମାରରାଉତ ସଭାର ଆୟୋଜକ ଥିଲେ।ଅଧ୍ୟକ୍ଷା ଡକ୍ଟର ଲିପିପୁଷ୍ପା ନାୟକଙ୍କ ସଭାପତିତ୍ବରେ ଅନୁଷ୍ଟିତ ପାଠଚକ୍ରରେ ନାକର କୋଅର୍ଡିନେଟର ଡକ୍ଟର ସନ୍ତୋଷ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲାବେଳେ ସୁଶ୍ରୀ ପ୍ରୀତିପ୍ରଜ୍ଞା ରାଉତ ଭିତ୍ତି ପ୍ରବନ୍ଧପାଠ କରିଥିଲେ।ସୁଶ୍ରୀ ଅନିତା କାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।ତିନିଜଣ ଛାତ୍ରଛାତ୍ରୀ ପ୍ରବନ୍ଧପାଠ କରିଥିଲେ।ପାଠଚକ୍ରର ମୁଖ୍ୟ […]

ଆଜିର ରାଶିଫଳ

ନଭେମ୍ବରମାସ ୧୨ତାରିଖ ୨୦୨୪ମସିହା (ମଙ୍ଗଳବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ,ତିଥି- ଏକାଦଶୀ ଦିବା ଘ ୦୩/୫୬ ଗତେ ଦ୍ୱାଦଶୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୫୮ /୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୦୫/୩୬ ,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୩/୫୬ଗତେ ନୈରୁତେ, ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଦ୍ୱାଦଶୀର ପାର୍ବଣଶ୍ରାଦ୍ଧ,ଧନୁରାଶିର ଘାତଚନ୍ଦ୍ର, ମକରରାଶିର ଘାତବାର,କାଳବେଳା -ଦିବା ଘ୧୨/୫୪ ଗତେ ଘ୦୨/୧୮ମଧ୍ୟେ,ବାରବେଳା – ଦିବା ଘ୦୭/୨୦ ଗତେ ଘ୦୮/୪୪ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୬/୪୭ ମଧ୍ୟେ ଓ ଘ୦୮/୪୬ ଗତେ ଘ ୧୧/୩୫ ମଧ୍ୟେ ଓ […]

ଗିରଫ ହେଲେ ଇତିଶ ପ୍ରଧାନ

ଭୁବନେଶ୍ୱର,୧୨/୧୧(ଏସଏସନିଉଜ)ଗିରଫ ହେଲେ ପୂର୍ବତନ ଛାତ୍ର କଂଗେସ ସଭାପତି ଇତିଶ ପ୍ରଧାନ। ଇତିସଙ୍କ ସମେତ ବିପ୍ଳବ ପରିଡ଼ା ଓ ଅର୍ପଣ ମିଶ୍ର ମଧ୍ୟ ଗିରଫ ହୋଇଛନ୍ତି।ସହିଦନଗରଥାନା ସମ୍ମୁଖରେ ୫୦ ହଜାରଟଙ୍କା ଦାଦାବଟି ମାଗିବା ପଡ଼ିଲା ମହଙ୍ଗା । ଦୁଇ ଅଭିନେତାଙ୍କ ଝଗଡାରେ ମଧ୍ୟସ୍ଥି ସାଜିଥିଲେ ଇତିଶ୍ ପ୍ରଧାନ।କାଳିବୋଲିବା ସହ ତାଙ୍କୁ ୫୦ ହଜାର ଟଙ୍କା ବଟିମାଗିବା ଓ ଆକ୍ରମଣ କରିବା ନେଇ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ ୟୁଟ୍ୟୁବର ତପିମିଶ୍ର ।ପୂର୍ବରୁ ଦୁଇ ୟୁଟ୍ୟୁବର ତପି ମିଶ୍ର […]

ଆଜିର ରାଶିଫଳ

ନଭେମ୍ବରମାସ ୧୨ତାରିଖ ୨୦୨୪ମସିହା(ମଙ୍ଗଳବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ ,ତିଥି- ଏକାଦଶୀ ଦିବା ଘ ୦୩/୫୬ ଗତେ ଦ୍ୱାଦଶୀ ,ନକ୍ଷତ୍ର- ପୁର୍ବଭାଦ୍ର ଦିବା ଘ ୦୮/୨୩ ଗତେ ଉତ୍ତରଭାଦ୍ର ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୮/୧୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୩୬ ,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୩/୫୬ ଗତେ ନୈରୁତେ ,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଦ୍ୱାଦଶୀର ପାର୍ବଣଶ୍ରାଦ୍ଧ ,ଧନୁରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର,କାଳବେଳା -ଦିବା ଘ୧୨/୫୪ ଗତେ ଘ୦୨/୧୮ମଧ୍ୟେ ,ବାରବେଳା – ଦିବା ଘ୦୭/୨୦ ଗତେ ଘ୦୮/୪୪ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- […]

ରାସ୍ତାରେ ଶବରଖି ରାସ୍ତାରୋକ

ସୁନ୍ଦରଗଡ଼,୧୧/୧୧(ଏସଏସନିଉଜ) ଗତକାଲି ସନ୍ଧ୍ୟାରେ ହେମଗିରି ଗର୍ଜନବାହାଲରେ କୋଇଲା ବୋଝେଇ ଟ୍ରକ ଧକ୍କାରେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଉଚିତ କ୍ଷତିପୂରଣ ଓ ସ୍ୱତନ୍ତ୍ର କୋଲ କରିଡର ରାସ୍ତାରେ କୋଇଲା ପରିବହନ ଦାବି କରି ଶବ ରଖି ଚାଲିଛି ରାସ୍ତାରୋକ।ଗତକାଲି ସନ୍ଧ୍ୟାରେ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଗର୍ଜନବାହାଲ ଗାଁର ପପୁ ଅମାତ ପ୍ରାଣ ହରାଇଥିଲେ । ଉଚିତ କ୍ଷତିପୂରଣ ଓ ସ୍ୱତନ୍ତ୍ର କୋଲ କରିଡର ରାସ୍ତାରେ କୋଇଲା ପରିବହନ ଦାବିକରି ଶବ ରଖି ରାସ୍ତାରୋକ […]

ଅନାସ୍ଥା ଭୟ

ବରଗଡ଼,୧୧/୧୧(ଏସଏସନିଉଜ) ଗାଈସିଲାଟ ବ୍ଲକ୍‌ ତାଲପାଲି ସରପଞ୍ଚ ଉର୍ମିଳା ସେଠ ଅନାସ୍ଥା ଭୟରେ ରବିବାର ପୂର୍ବାହ୍ନରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଷ ବୋତଲ ଜବତ କରିବା ସହ ସରପଞ୍ଚ ସେଠଙ୍କୁ ଚିକିତ୍ସ ପାଇ ପଦ୍ମପୁର ଉପଖଣ୍ଡ ହସ୍ପିଟାଲକୁ ପଠାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସରମ୍ପଚ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନୋଟିସ୍‌ ଆସିବା ସହ ୧୨ ତାରିଖରେ ଅନାସ୍ଥା ପ୍ରସ୍ତାବ ଲାଗି […]

ବସମାଲିକଙ୍କ ଦାଦାଗିରି …

ବାରଙ୍ଗ,୧୧/୧୧(ଏସଏସନିଉଜ) ଦାଦାଗିରି ଦେଖାଇ ଫେରାର ଥିବା ବାପୁନିକୁ ଶେଷରେ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣକ ହେଉଛନ୍ତି ରଘୁନାଥପୁର ଗାଁର ଏକ ଘରୋଇ ବସ ମାଲିକ ବାପୁନି ଓରଫ ମାନସ ରଞ୍ଜନ ସାହୁ ବୋଲି ସୂଚନା ମିଳିଛି ।ରାଜାରାସ୍ତାରେ ବସକୁ ଅଟକାଇ ବସ କଣ୍ଡଟର କୁ କାଠଫାଳିଆରେ ମାଡ଼ମାରି ଟଙ୍କା ଓ ସୁନାମୁଦିନେଇ ଫେରାର ଥିଲା ବାପୁନି । ମିଳିଥିବା ସୂଚନା ଅନୁଯାୟୀ, ସୌମେନ୍ଦ୍ରଙ୍କର OD 02-CL- 2122 ନମ୍ବର ବିଶିଷ୍ଟ ବସ ନିୟମିତ ଭାବେ ଭୁବନେଶ୍ବରରୁ […]

ଆଜିର ରାଶିଫଳ

ନଭେମ୍ବରମାସ ୧୧ତାରିଖ ୨୦୨୪ ମସିହା (ସୋମବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ,ତିଥି- ଦଶମୀ ରାତ୍ରି ଘ୦୬/୩୯ଗତେ ଏକାଦଶୀ,ନକ୍ଷତ୍ର- ଶତଭିଶା ଦିବା ଘ ୧୦/୧୫ ଗତେ ପୁର୍ବଭାଦ୍ର,ସୁର୍ୟୋଦୟ-ପ୍ରାତଃ ଘ୦୫/୫୭/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୪୬, ଯୋଗିନୀ ଉତ୍ତରେ ରାତ୍ରି ଘ୦୬/୩୯ ଗତେ ଅଗ୍ନିକୋଣେ,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଧନୁରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର, କାଳବେଳା -ଦିବା ଘ୦୭/୨୩ ଗତେ ଘ୦୮/ ୪୭ମଧ୍ୟେ,ବାରବେଳା – ଦିବା ଘ୦୨/୨୬ ଗତେ ଘ୦୩/୪୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୨୨ ମଧ୍ୟେ ଓ ଘ୦୯/୧୦ ଗତେ ଘ ୧୧/୩୫ ମଧ୍ୟେ ଓ […]

ଉତ୍କଳବିଶ୍ଵବିଦ୍ୟାଳୟ ଆନ୍ତ ମହାବିଦ୍ୟାଳୟ ଫୂଟବଲ

ଭୁବନେଶ୍ୱର,୧୦।୧୧(ଏସଏସନିଉଜ)ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁପଟନାୟକ ଷ୍ଟାଡିଅମଠାରେ ଚାଲିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ପୁରୁଷ ଫୂଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ କୁଞ୍ଜବିହାରି ମହାବିଦ୍ୟାଳୟ ଭୁବନେଶ୍ୱରର ଶାରୀରିକ ଶିକ୍ଷାମହାବିଦ୍ୟାଳୟକୁ ୩-୨ ଗୋଲରେ ପରାସ୍ତକରି ଚଳିତ ବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି।ଉଦଯାପନୀ ଉସବରେବିଶ୍ୱବିଦ୍ୟାଳୟ କ୍ରୀଡାନିର୍ଦେଶକ ଡ଼.ବିଜୟ କୁମାର ସୁନ୍ଦରାୟ,ଡ଼. ପ୍ରବୀର ମହାନ୍ତି,ଜି.ସି.ପି.ଇ ଅଧକ୍ଷା ସଂଗୀତା ଟପ୍ପୋ, ଚତୁର୍ଭୁଜ ଜେନା, ପ୍ରଶାନ୍ତମହାନ୍ତି ପ୍ରମୁଖ ଅତିଥିଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ।୫ଦିନଧରି ବିଭିନ୍ନ ମହା ବିଦ୍ୟାଳୟରେ ଚାଲିଥିବା […]