ଟ୍ରଲି ବ୍ୟାଗ୍ ଚୋରାରେ ଗଞ୍ଜେଇ
ଭୁବନେଶ୍ୱର, ୦୨/୦୫(ଏସ ଏସ ନିୟୁଜ)ଚରମ୍ପା ଷ୍ଟେସନ୍ରୁ ଏକ ଅଟୋରେ ଦୁଇଟି ଟ୍ରଲି ବ୍ୟାଗ୍ ଚୋରାରେ ଗଞ୍ଜେଇ ଯାଉଥିବା ବେଳେ ଭଦ୍ରକ ସହରାଞ୍ଚଳ ପୋଲିସ ହାତରେ ଧରା ପଡିଛି।ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ପ୍ରକାଶ ଯେ,ଚରମ୍ପା ଷ୍ଟେସନ୍ରୁ ଦୁଇ ଟ୍ରଲିବ୍ୟାଗ୍ ନେଇ ଆସିଥିବା ଜଣେ ଯାତ୍ରୀ ଅଟୋରେ ବାହାରିଥିଲେ । କୌଣସି ସୂତ୍ରରୁ ଉକ୍ତ ଟ୍ରଲି ବ୍ୟାଗ୍ରେ ଗଞ୍ଜେଇ ଥିବା ନେଇ ପୋଲିସ ଜାଣିପାରି […]