ଆଜିର ରାଶିଫଳ
ଚୈତ୍ରପୂର୍ଣିମା,ହିଙ୍ଗୁଳାଯାତ୍ରା,୧୨-୪-୨୦୨୫(ଶନିବାର)ମୀନ ଦି୩୦ନ, ଚୈତ୍ର ଶୁକ୍ଳ ପୂର୍ଣ୍ଣିମା ଦ୬୦ ନିଶାନ୍ତ,ହସ୍ତା ଦ୩୨।୪୪ ରାଘ୬।୪୧,କନ୍ଯାଚନ୍ଦ୍ର ଦ୬୦ ନିଶାନ୍ତ ।ଯୋଗିନୀ ବାୟବ୍ୟେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୬।୪୧ ଗତେ ସ୍ୱାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା, ଶ୍ରବଣା ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ବିଜା ରୋହିଣୀ ଆର୍ଦ୍ରା ପୁନର୍ବସୁ ଅଶ୍ଳେଷା ପୂର୍ବଫାଃ ହସ୍ତା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ।ବୃଷ ରାଶିର ଘାତଚନ୍ଦ୍ର । ବୃଷ ସିଂହ କନ୍ୟା ରାଶିର […]