୧-ପାର୍ବଣ ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ କ୍ଲାସ୍, ସ୍କୁଲ ଓ ଗଣଶିକ୍ଷା ବିଭାଗ ଜାରି କଲା SOP।
୨-କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ଚଳିତ ବର୍ଷ ପାଳିବେନି ଜନ୍ମଦିନ। ଆଜି ୭୬ ବର୍ଷରେ ପଦାର୍ପଣ କରିବେ ନବୀନ।
୩-ଆରମ୍ଭରୁ ବିଭ୍ରାଟ, ନନ୍ଦନକାନନ ଟୟ ଟ୍ରେନରେ ଲାଗିଲା ନିଆଁ।ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ୩୦ ପର୍ଯ୍ୟଟକ।
୪-ଓଡ଼ିଶାରେ ଏବେ ବାତ୍ୟା ନାହିଁ; ଲଘୁଚାପ ପ୍ରଭାବରେ ୧୭ଯାଏଁ ବର୍ଷା ସମ୍ଭାବନା।
୫-ଯାଜପୁର ବାଲିଚନ୍ଦ୍ରପୁର ବଜାରରୁ ମା’ ପୁଅ ନିଖୋଜ ହେବା ଘଟଣା: ସମ୍ପତ୍ତି ବାଡ଼ି ବିବାଦରୁ ଦିଅର କରିଥିଲା ଅପହରଣ।
୬-ରେଢାଖୋଲ:ଦାଦା-ପୁତୁରାଙ୍କୁ ସାଇକେଲରୁ ଟାଣିନେଇ କଚାଡି ମାରିଲା ଦନ୍ତା।
୭-ଟପ୍ ମାଓ ନେତା ଆର୍କେ ମୃତ୍ୟୁ ଘଟଣାକୁ ସ୍ପଷ୍ଟ କଲେ ମାଓ ସଂଗଠନ।
୮-JEE Advancedରେ ୯୬.୬୬% ସ୍କୋର୍ କରି ଇତିହାସ କଲେ ମୃଦୁଲ ଅଗ୍ରୱାଲ।ପ୍ରତି ଦିନ ଛଅରୁ ଆଠ ଘଣ୍ଟା ଆତ୍ମ-ଅଧ୍ୟୟନ(self-study) କରନ୍ତି।
୯-ବାଣ ବେପାର ପ୍ରଭାବିତ : ଓଡିଶାରେ ବାଣ ବ୍ୟାନ୍ ଉପରେ ପୁନର୍ବିଚାର କରିବାକୁ ନବୀନଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ।
୧୦-ନଭେମ୍ବର – ଡିସେମ୍ବରରେ ସିବିଏସ୍ଇର ଅଫ୍ଲାଇନ୍ ମାଧ୍ୟମରେ ହେବ ପ୍ରଥମ ଟର୍ମ ପରୀକ୍ଷା ।
୧୧-ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ହେଲା ଚାମ୍ପିଅନ।
୧୨-ଛତିଶଗଡ଼:ଦୁର୍ଗା ପୂଜା ଭଶାଣି ଶୋଭାଯାତ୍ରା ନେଇ ଯାଉଥିବା ଲୋକଙ୍କ ଉପରେ ମାଡିଗଲା କାର,ଘଟଣା ସ୍ଥଳରେ ଜଣେ ମୃତ ୧୬ ଆହତ।
୧୩-କାନ୍ଦାହାର ମସଜିଦରେ ବିସ୍ଫୋରଣ, ୬୦ ମୃତ,୧୦୦ ଆହତ।🙏 ସୁପ୍ରଭାତ, ଗୁଡମର୍ଣିଂ 🙏ଆଜି ଭସାଣି ଯାତ୍ରା,ପାପାଙ୍କୁଶା ଏକାଦଶୀ।