ଅନୁମତିବିନା କଟକରେ ବାଣଦୋକାନ ମନା

କଟକ,୧୬/୧୦(ଏସଏସ ନିଉଜ)ବାଣଦୋକାନ ଖୋଲିବା ନେଇ କଟକ ଡିସିପି ପିନାକ ମିଶ୍ରଙ୍କ ସୂଚନା ଦେଇଛନ୍ତି।
ବିନା ଲାଇସେନ୍ସରେ ବାଣ ଦୋକାନ ଖୋଲି ହେବନି କହିଲେ ଡିସିପି।କଟକରେ ବାଣ ଦୋକାନ ଖୋଲିବାକୁ ଆବେଦନ କରିବାକୁ ପଡ଼ିବ।

Comments (0)
Add Comment