ଭୁବନେଶ୍ଵର,୨୮।୪(ଏସଏସ ନୀୟୂଜ୍)ଅନ୍ଧାରରେ ଅଧା ୟୁରୋପ ରହିଛି। ୟୁରୋପର ସ୍ପେନ୍, ପର୍ତ୍ତୁଗାଲ, ବେଲଜିୟମ୍ ଅନ୍ଧାରରେ ରହିଛି।ଦକ୍ଷିଣ ଫ୍ରାନ୍ସ ମଧ୍ୟ ଅନ୍ଧକାର ଆଚ୍ଛାଦିତ ହୋଇଛି।ଯାହାଫଳରେବିମାନ ଓ ଟ୍ରେନ୍ ସେବା ବାଧାପ୍ରାପ୍ତ ହେବା ସହ କାମ କରୁନି ଟେଲିଫୋନ୍।ଏତେବଡ଼ ବିଦ୍ୟୁତ ବିଭ୍ରାଟର ପ୍ରକୃତ କାରଣ ଅଦ୍ୟାବଧି ଜଣାପଡ଼ିନି।
ଅନ୍ଧାରରେ ଅଧା ୟୁରୋପ
