କଟକ,୨୫/୫(ଏସ ଏସ ନିଉଜ)କଟକ ବିଡାନାସୀ ଏନସିସି ଘାଟରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ମୃତଦେହ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ମୃତଦେହ ବ୍ୟବଚ୍ଛେଦ ପାଇଁ ଏସ୍ସିବି ପୋଲିସ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।ଏହି ଘଟଣା ଆତ୍ମହତ୍ୟା ହୋଇଥାଇପାରେ ବୋଲି ବିଡ଼ାନାସୀ ପୋଲିସ ସନ୍ଦେହ କରିଛି ।
ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର
