?ପିଲାଟିର କୌଣସି ସମସ୍ଯା ହେଲେ ମାଆ ଆଗେ ଜାଣିପାରେ କାରଣ ସମ୍ପର୍କଟା ସମସ୍ତଙ୍କ ଠାରୁ ୧୦ ମାସ ୧୦ ଦିନ ବେଶୀ ହୋଇଥାଏ ।
?ଆକର୍ଷଣ ଓ ସମର୍ପଣ ଭିତରେ ଗୋଟିଏ ପାର୍ଥକ୍ୟ ଆକର୍ଷଣରେ ଶରୀର ହାରିଥାଏ,,ଓ ସମର୍ପଣର ହୃଦୟ ଜିତିଥାଏ
?ଭଲ ହୃଦୟ ଏବଂ ଭଲ ବ୍ୟବହାର ଦୁନିଆରେ ପୁରା ଅଲଗା ହୋଇଥାଏ , ଗୋଟିଏ ଭଲ ହୃଦୟ ଅନେକ ଅନେକ ସମ୍ପର୍କ କୁ ନିଜର କରିଥାଏ,,,, କିନ୍ତୁ … ଗୋଟିଏ ଭଲ ବ୍ୟବହାର ଅନେକ ହୃଦୟ କୁ ଆପଣାର କରିଥାଏ ।
?ପୃଥିବୀରେ ସମସ୍ତଙ୍କ ଭଲ ପାଇବାରେ ସ୍ବାର୍ଥ ଲୁଚି ରହିଥିଲେ ବି ମାଆର ଭଲ ପାଇବାରେ କୌଣସି ସ୍ବାର୍ଥ ନାହିଁ ।
?ଦୁନିଆରେ ସବୁଠାରୁ ଅଧିକ ସତ ମଦ ପିଇକରି କୁହାଯାଏ, ଆଉ ସବୁଠାରୁ ଅଧିକ ମିଛ Court ର ଧର୍ମ ପୁସ୍ତକ ଛୁଇଁ କରି କୁହାଯାଏ ।
ଆଜିର ସୁବିଚାର-
?ଜୀବନରେ ଦୁଇଜଣ ଲୋକଙ୍କୁ କେବେ ଭୁଲିବା ଉଚିତ ନୁହେଁ, ଜଣେ ଯିଏ କଷ୍ଟ ଦେଇଛି, ଆଉଜଣେ ଯିଏ ତୁମ କଷ୍ଟ ସମୟରେ ତୁମ ସାଥିରେ ଛିଡା ହେଇଛି ।
?ପରିସ୍ଥିତିର ବାହାନା ଦେଖେଇ ସମ୍ପର୍କ ଭାଙ୍ଗୁଥିବା ଲୋକ ଜୀବନରେ କଦାପି ସମ୍ପର୍କର ମୂଲ୍ୟ ବୁଝି ପାରେନି କି କେବେ ମଧ୍ୟ ଶାନ୍ତିରେ ରହି ପାରେନି ।
?ଏ ଶରୀର ନା ତୁମର ନା ତୁମେ ଶରୀରର, ଏହା ଅଗ୍ନି, ବାୟୁ, ଜଳ, ପୃଥିବୀ, ଆକାଶରେ ତିଆରି ଓ ସେଥିରେ ଦିନେ ମିଶିଯିବ ପରନ୍ତୁ ଆତ୍ମା ସ୍ଥିର ଅଟେ। ପୁଣି ତୁମର ଏ ମିଥ୍ୟା ଗର୍ବ କଣ ପାଇଁ ।
?ମସଲା ବ୍ୟବହାର କଲେ ଯେପରି ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। ସେହିପରି ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିଥାଏ ।
?’ମିଛ’ ବହୁତ ସହଜ ଓ ସୁନ୍ଦର କିନ୍ତୁ ସେଥିରୁ ମିଳିଥିବା ଖୁସି ମୂଲ୍ୟହୀନ ହୋଇଥିଏ । ‘ସତ’ ବହୁତ କଠୋର ଓ ନିଷ୍ଠୁର କିନ୍ତୁ ସେଥିରୁ ମିଳିଥିବା ଖୁସି ଓ ଆତ୍ମତୃପ୍ତି ବହୁତ ମୂଲ୍ୟବାନ ହୋଇଥାଏ ।
ଓଁ ସୂର୍ଯ୍ୟ ଦେବାୟ ନମଃ ।ଶୁଭ ସକାଳ ଆଜି ରବିବାର ପ୍ରଭୁ ସୂର୍ଯ୍ୟ ଦେବତା ଙ୍କ ନିକଟରେ କୋଟି କୋଟି ପ୍ରଣାମ ,ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା
।। ଜୟ ଜଗନ୍ନାଥ, ଜୟ ସୋମନାଥ ।।
ଆଜିର ଅନୁଚିନ୍ତା
ତାରିଖ - ୨୭:୦୬:୨୦୨୧ (ରବିବାର )
