ପାରଳାଖେମୁଣ୍ଡି,୪/୧୧(ଏସ ଏସନିଉଜ) କାଶିନଗର ବ୍ଳକ କିଡି ଗାଁରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି।ଅଜଣା ଜନ୍ତୁ ଆକ୍ରମଣରେ ୬୦ରୁ ଅଧିକ ଛେଳି ମୃତୁବରଣ କରିଥିବାବେଳେ ୨୮ ଆହତ ହୋଉଥିବାର ଜଣାପଡିଛି।ରାତିରେ ୨ଜଣଙ୍କ ଗୁହାଳରେ ପଶି ଅଜଣାଜନ୍ତୁ ମାରିଥିବା ସୂଚନା ମିଳିଛି।ଗାଁରେ କାଶିନଗର ପୋଲିସ ସହ ପ୍ରାଣୀଧନ ଚିକିତ୍ସକ ଘଟଣାସ୍ଥଳ ରେ ପହଂଚି ଛାନଭିନ୍ ଆରମ୍ଭ କରିଛନ୍ତି।
ଅଜଣା ଜନ୍ତୁ ଆତଙ୍କ
