୬ବାଇକ,୨କାର ଜାଳିଦେଲେ

ଭବାନୀପାଟଣା,୨୮/୯(ଏସ ଏସନିଉଜ)୬ଟି ବାଇକ୍ ଓ ୨ଟି କାରକୁ ଜାଳିଦେଇଛନ୍ତି ଦୁର୍ବୃତ୍ତ।ଟାଉନଥାନା ଇରିଗେସନ୍ କଲୋନୀରେ ବିଳମ୍ବିତ ରାତିରେ ଜାଳିଦେଲେ ।ଜଣଙ୍କ ଘରେ ପାର୍କିଂରେ ଥିବା ଗାଡ଼ିକୁ ଟାର୍ଗେଟ କରିଥିବାର ଅନୁମାନ କରାଯାଉଥିବାବେଳେ ପକୃତ କାରଣ ଅସ୍ପଷ୍ଟ ରହିଛି।
ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ।

Comments (0)
Add Comment