୨୬ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର,୨୪।୫(ଏସଏସନିଉଜ)ଆସନ୍ତା ୨୬ ତାରିଖରେ ପ୍ରକାଶପାଇବ ମାଟ୍ରିକରେଜଲ୍ଟ । ୨୬ତାରିଖ ସକାଳ୧୦ଟା୩୦ରେ ରେଜଲ୍ଟ ପ୍ରକାଶ ପାଇବା ନେଇ ପ୍ରେସମିଟ କରି ସୂଚନା ଦେଲେ ବୋର୍ଡ ସଭାପତି ।୧୧ଟା ୩୦ସୁଦ୍ଧା ୱେବସାଇଟରେ ରେଜଲ୍ଟ ମିଳିବ ।ଇଣ୍ଟରନେଟ୍ ସୁବିଧା ନଥିଲେ ଏସ୍ଏମ୍ଏସ୍ ରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ ବୋଲି କୁହାଯାଇଛି।

Comments (0)
Add Comment