ଭୁବନେଶ୍ୱର,୪/୧୧(ଏସଏସ ନିଉଜ)ଆସନ୍ତା ୨୩ରୁ ମାଟ୍ରିକ ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ।୨୩ରୁ ୩୦ ତାରିଖ ଯାଏଁ ଚାଲିବ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା, ସମ୍ମେଟିଭ୍ ପରୀକ୍ଷା ନେଇ ପ୍ରେସମିଟ୍ରେ ବୋର୍ଡ କର୍ତ୍ତୃପକ୍ଷଙ୍କ ସୂଚନା ।ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ବୋର୍ଡ ଓ୍ୱେବ୍ ସାଇଟ୍ରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିହେବ।ମଧ୍ୟମା ଓ ଓପନ ସ୍କୁଲ ପାଇଁ ୧୭ ତାରିଖରୁ ମିଳିବ ଆଡ୍ମିଟ କାର୍ଡ।
୨୩ରୁ ମାଟ୍ରିକ ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା
