Browsing yearly archive

2025

ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା

ଯାଜପୁର,୫ା୧(ଏସଏସନିଉଜ)ପାଣିକୋଇଲିରେ ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ସରକାର ।ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଅନ୍ୟପଟେ ପାଣିକୋଇଲିରେ ଗୁଳିକାଣ୍ଡରେ ପ୍ରାଣ ହାରଇଥିବା ନୀଳମାଧବ ପଣ୍ଡାଙ୍କ ଶେଷକୃତ୍ୟ ସ୍ୱତି ଗାଁ ଶ୍ମଶାନରେ ସମ୍ପନ୍ନ ହୋଇଛି ।ଏହିଘଟଣାପରେ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି ।

ହାଇୱା ଧକ୍କାରେ ଚାଲିଗଲା ୨ ବିଜେପି ନେତାଙ୍କ ଜୀବନ

ବରଗଡ଼,୫ା୧(ଏସଏସନିଉଜ)ବରଗଡରେ ଦୁର୍ଘଟଣାରେ ଦୁଇ ବିଜେପି ନେତାଙ୍କ ମୃତ୍ୟୁକୁ ନେଇ ମୃତକଙ୍କ ପରିବାରପକ୍ଷରୁ ହତ୍ୟାଅଭିଯୋଗ ଅଣାଯାଇଛି ।ଯାହାକୁନେଇ ଏବେ ସସପେନ୍ସ ବଢିଛି । ଶନିବାର ବିଳମ୍ବିତ ରାତିରେ ବରଗଡ଼ ଜାତୀୟ ରାଜପଥ ୫୩ର କଣ୍ଟାପାଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି। ଏଥିରେ ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କମୃତ୍ୟୁ ଘଟିଛି। କାରରେ ଘରକୁ ଫେରୁଥିବା ବେଳେ ହାଇୱା ଧକ୍କାରେ ଉଭୟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ କାରରେ ଥିବା ଅନ୍ୟ ଦୁଇ […]

ଭାରତରେ ଛନକା

ଭୁବନେଶ୍ୱର,୫ା୧(ଏସଏସନିଉଜ) ଚୀନରHMPVଭାଇରସକୁ ନେଇ ଭାରତରେ ଛନକା ପଶିବାସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଯଦିଓ ଦେଶରେ ଏହି ନୂତନ ଭାଇରସ ସମ୍ପର୍କିତ କୌଣସି କେସ ସାମ୍ନାକୁ ଆସି ନାହିଁ ତଥାପି ସରକାର ଏହା ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଛନ୍ତି। ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ମନିଟରିଂ ଗ୍ରୁପ୍ ବୈଠକ ବସିଥିଲା। ଏହି ବୈଠକରେ ଭାଇରସର ମୁକାବିଲା ଉପରେ ରଣନୀତି ପ୍ରସ୍ତୁତ କରାଯାଇଥିଲା। ୨୦୨୪ ଡିସେମ୍ବର ୧୬ ପରଠୁ ଅଚାନକ ଏହି ସଂକ୍ରମଣ ଚୀନରେ କାୟା […]

ଆଜିର ରାଶିଫଳ

ଜାନୁଆରୀମାସ ୦୬ତାରିଖ ୨୦୨୫ମସିହା (ସୋମବାର)ପୌଷମାସ- ଶୁକ୍ଳପକ୍ଷ ,ତିଥି- ସପ୍ତମୀ ରାତ୍ରି ଘ ୦୬/୨୦ ଗତେ ଅଷ୍ଟମୀ ,ନକ୍ଷତ୍ର- ଉତ୍ତରଭାଦ୍ର ରାତ୍ରି ଘ୦୭/୩୯ଗତେ ରେବତୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୦୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୫୭ ,ଯୋଗିନୀ ବାୟବ୍ୟେ ରାତ୍ରି ଘ୦୬/୨୦ ଗତେ ଐଶାନ୍ୟେ ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଧନୁରାଶିର ଘାତଚନ୍ଦ୍ର ,ମିଥୁନରାଶିର ଘାତବାର ,କାଳବେଳା -ଦିବା ଘ୦୭/୪୭ ଗତେ ଘ୦୯/୧୦ମଧ୍ୟେ ,ବାରବେଳା -ଦିବା ଘ୦୨/୩୭ ଗତେ ଘ୦୪/୦୦ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୬ ମଧ୍ୟେ ଓ ଘ୦୯/୪୦ ଗତେ ଘ୧୨/୦୪ମଧ୍ୟେ […]

ମେଳିହେଲେ କଏଦୀ

ବାରଙ୍ଗ,୪ା୧(ଏସଏସନିଉଜ) ଜାମୁଝରୀ ମୁକ୍ତାକାଶ କାରାଶ୍ରମକୁ ବିବାଦ ପିଛା ଛାଡୁନାହିଁ ।କେତେବେଳେ ଅନ୍ତେବାସୀ ଚମ୍ପଟ ମାରୁଛନ୍ତି ତ କେତେବେଳେ ଆତ୍ମହତ୍ୟା ଓ କେତେବେଳେ ବେକକୁ ଧାରୁଆ ଛୁରିରେ କାଟିବା ଭଳି ଅଘଟଣର ବିବାଦରେ ଛନ୍ଦି ହୋଇପଡିଛି କାରାଶ୍ରମ ।ପୁଣି ଶନିବାରଦିନ ଅନ୍ତେବାସୀମାନେ ମେଳି ଦୋଇ ନିଜର ହକ୍ ଦାବୀ କରିବାଭଳି ଘଟଣା ଘଟିଛି । ପ୍ରକାସ ଯେ, ଶନିବାର ମଧ୍ୟାହ୍ନରେ ଅନ୍ତବାସୀମାନଙ୍କୁ ନେଇ ଏକ ପଞ୍ଚାୟତ ଗଠନ କରାଯାଇଥିଲା ।କାରଶ୍ରମ କର୍ତୁପକ୍ଷଙ୍କ ଉପସ୍ଥିତିରେ ଅନ୍ତବାସୀଙ୍କ ମଧ୍ୟରୁ ଜଣଙ୍କୁ ମୁଖିଆ […]

ବେଆଇନ ଚୋରାଚାଲଣ

କଟକ,୪ା୧(ଏସଏସନିଉଜ)ବାରଙ୍ଗ ତହସିଲ ଅନ୍ତର୍ଗତ ବେଲଗାଛିଆ ମୌଜାରେ କିଛି ଅସାମାଜିକ ତତ୍ତ୍ୱ ସରକାରୀ ଗୋଚରଜମିରେ ୨ଟିବେଆଇନ ଆଜବେଷ୍ଟସଘର ଆଢୁଆଳରେ ବାଲି,ଗୋଡି,ଇଟା,ଚିପ୍ସ ଗଚ୍ଛିତକରି ବେଆଇନ ଚୋରା ଚାଲାଣ କରିଚାଲିଥଲେ। ଏହି ସମ୍ବନ୍ଧରେ ଜିଲ୍ଲା ପ୍ରଶାସନ ପାଖରେ ସ୍ଥାନୀୟ ଲୋକମାନେ ଅଭିଯୋଗ କଲାପରେ, ଶନିବାର ବାରଙ୍ଗ ତହସିଲଦାରଙ୍କ ତତ୍ତ୍ୱାବଧାନରେ ଉପରୋକ୍ତ ବେଆଇନ ଭାବେ ନିର୍ମିତ ଆଜବେଷ୍ଟସ ଗୃହଟିକୁ ଭାଙ୍ଗିଦିଆଯାଇଅଛି। ବାରଙ୍ଗଥାନାର ପୋଲିସକର୍ମୀ ଉପରୋକ୍ତ ଉଚ୍ଛେଦ ସମୟରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଆଗାମୀ ଦିନରେ ଲଘୁ ଖଣିଜର ଚୋରାଚାଲାଣକୁ […]

ଆଜିର ରାଶିଫଳ

ଜାନୁଆରୀମାସ ୦୫ତାରିଖ ୨୦୨୫ମସିହା (ରବିବାର)ପୌଷ ମାସ- ଶୁକ୍ଳପକ୍ଷ ,ତିଥି- ଷଷ୍ଠୀ ରାତ୍ରି ଘ ୦୮/୧୩ ଗତେ ସପ୍ତମୀ ,ନକ୍ଷତ୍ର- ପୂର୍ବଭାଦ୍ର ରାତ୍ରି ଘ୦୮/୫୩ ଗତେ ଉତ୍ତରଭାଦ୍ର ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୫୯ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୨୭ ,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୮/୧୩ ଗତେ ବାୟବ୍ୟେ ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମୀନରାଶିର ଘାତଚନ୍ଦ୍ର ,ମେଷରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୩୦ ଗତେ ଘ୦୧/୨୩ ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୧୫ଗତେ ଘ୦୯/୪୦ମଧ୍ୟେ ଓ ଘ୦୧/୨୪ ଗତେ ଘ୦୪/୦୪ମଧ୍ୟେ […]

ବାଜିରେ ଲାଗିଛି ଯାତ୍ରୀଙ୍କ ଜୀବନ

ବାରଙ୍ଗ,୩ା୧(ଏସଏସନିଉଜ)ଲୋକ ପଛେ ପଡିକି ମରନ୍ତୁ ,ଆମର ଟଙ୍କା ଦରକାର ।ସବୁ ନୀୟମକୁ ଜଳାଞଳିଦେଇ ସାଧାରଣ ଲୋକଙ୍କ ଜୀବନ ସହ ଖେଳଖେଳିବାକୁ ପଛାନାହାନ୍ତି ବସକର୍ମଚାରୀ ।ପରିବହନବିଭାଗ ନିୟମକୁ ଖୋଲା ଖୋଲିଭାବେ ଉଲଂଘନକରି ଏକ ଘରୋଇଯାତ୍ରୀବାହୀବସ ବାରଙ୍ଗ ରାସ୍ତାଦେଇ ଶୁକ୍ରବାରଦିନ ଯାଉଥିବାର ଦେଖିବାକୁ ମିଳିଥିଲା ।କିଏ ପଛପଟେ ତ କିଏ ଗେଟ୍‌ପାଖରେ ଓହଳିଥିବାର ଦେଖିବାକୁ ମିଳିଥିଲା ।ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ପ୍ରକାଶଯେ, ଓଡି ୧୯ଏକ୍ସ ୦୦୯୮ ନମ୍ୱର ସାମଲ ନାମକ ଏକ ଦୁରଗାମୀ […]

ରାସ୍ତାରେ ବ୍ଲକିଂ, ୨ଲକ୍ଷରୁ ଉର୍ଦ୍ଧ ଜୋରୀମନା ଆଦାୟ

ବାରଙ୍ଗ, ୩।୧(ଏସଏସନିଉଜ) ବାରଙ୍ଗଥାନା ପୋଲିସ ଓ ପରିବହନ ବିଭାଗର ମିଳିତ ଉଦ୍ୟମରେ ଶୁକ୍ରବାର ରାତିରେ ବାରଙ୍ଗ ଅଞ୍ଚଳର ମୁଖ୍ୟରାସ୍ତା ଉପରେ ଗାଡିମଟର ଯାଞ୍ଚ କରାଯାଇଛି।ଶୁକ୍ରବାର ସଂଧ୍ୟାରେ ସିଆଇଏସଏଫ ନିକଟରେ ପୋଲିସ ଏବଂ ପରିବହନ ବିଭାଗର ମିଳିତ ଉଦ୍ୟମରେ ହୋଇଥିବା ବ୍ଲକିଂ ବେଳେ ମଦ୍ୟପାନ କରି ରାସ୍ତାରେ ଗାଡ଼ି ଚଲାଇ ଯାଉଥିବା ୧୫ଜଣ ଚାଲକଙ୍କଠାରୁ ୨ଲକ୍ଷରୁ ଉର୍ଦ୍ଧ ଜୋରୀମନା ଆଦାୟ ହୋଇଛି। ଆଗକୁ ଏଭଳି ବ୍ଲକିଂ କରାଯିବ ବୋଲି ଥାନାଧିକାରୀ ବିଶ୍ବରଂଜନ ନାୟକ ଓ କଟକ ଆଂଚଳିକ ପରିବହନ […]

ଆଜିର ରାଶିଫଳ

ଜାନୁଆରୀମାସ ୦୪ତାରିଖ ୨୦୨୫ମସିହା (ଶନିବାର)ପୌଷମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ରାତ୍ରି ଘ ୧୦/୦୩ଗତେ ଷଷ୍ଠୀ,ନକ୍ଷତ୍ର- ଶତଭିଷା ରାତ୍ରି ଘ୧୦/୦୧ଗତେ ପୂର୍ବଭାଦ୍ର,ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୫୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୭/୪୭,ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୦/୦୩ ଗତେ ପଶ୍ଚିମେ,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୀନରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,କାଳବେଳା -ଦିବା ଘ୦୭/୫୦ ମଧ୍ୟେ ଓ ଘ୦୩/୫୮ ଗତେ ଘ୦୫/୨୦ମଧ୍ୟେ,ବାରବେଳା -ଦିବା ଘ୦୧/୧୫ ଗତେ ଘ୦୨/୪୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୦୨ ଗତେ ଘ୧୦/୨୮ ମଧ୍ୟେ ଓ ଘ୧୨/୫୦ଗତେ ଘ୦୧/୧୪ମଧ୍ୟେ ଓ ରାତ୍ରି ଘ୧୨/୩୦ଗତେ ଘ୦୨/୦୭ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- […]