Browsing daily archive

April 10, 2025

ଆଜିର ରାଶିଫଳ

ଆଜିର ରାଶିଫଳ

ଅପ୍ରେଲମାସ ୧୧ତାରିଖ ୨୦୨୫ ମସିହା(ଶୁକ୍ରବାର)ଚୈତ୍ରମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୦୩/୧୩ଗତେ ପୂର୍ଣ୍ଣିମା,ନକ୍ଷତ୍ର- ଉତ୍ତରା ଫା ଦିବା ଘ୦୩/୪୭ ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୧୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୫୯,ଯୋଗିନୀ ପଶ୍ଚିମେ ରାତ୍ରିଘ୦୩/୧୩ଗତେ ବାୟବ୍ୟେ,ବୃଷରାଶିର ଘାତ ଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଅଦ୍ୟ ମୃତେ ଦିବା ଘ୦୩/୪୭ ମଧେ ଏକପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୮/୪୦ଗତେ ସନ୍ଧ୍ୟା ଘ୧୧/୪୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୯ ମଧ୍ୟେ ଓ ଘ୦୭/୫୬ ଗତେ ଘ୦୮/୪୦ ମଧ୍ୟେ ଓ ଘ୧୨/୪୪ଗତେ […]